ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଓଡ଼ିଶା କଂଗ୍ରେସର ପ୍ରତିବାଦ, ବିଧାନସଭାରୁ ରାଜଭବନ ଯାଏଁ ପଦଯାତ୍ରା କଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cs8FfCt9cRM]ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାକୁ ନେଇ ସମଗ୍ର ଭାରତରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପ୍ରତିବାଦ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏନେଇ ବିରୋଧୀଙ୍କ ପ୍ରଦର୍ଶନ ଦେଖିବାକୁ...

ରାହୁଲଙ୍କ ପ୍ରସଙ୍ଗକୁ ନେଇ ସଂସଦରେ କଳା ପୋଷାକ ପିନ୍ଧି ପ୍ରଦର୍ଶନ କଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦକୁ ନେଇ ଏବେ ଦେଶରେ ରାଜନୀତି ଜୋର୍ ଧରିଛି। ଏହି ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ପରିପ୍ରେକ୍ଷୀରେ...

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା: କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ଵ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟର ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ସୋମବାର ଦିନ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ...

‘‘ମେଁ ଡରୁଙ୍ଗା ନହିଁ, ମେଁ ସବାଲ୍‌ ପୁଛନା ବନ୍ଦ ନହିଁ କରୁଙ୍ଗା’’ – ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ସଚ୍ଚାଇ ମେରା ତପସ୍ୟା ହୈ। ୟେ ମେରା ଖୁନ୍‌ ମେଁ ହୈ’’ ‘‘ୟେ ତପସ୍ୟା ମେଁ ଜାରି ରଖୁଙ୍ଗା’’ ‘‘ମେଁ ସବାଲ୍‌ ପୁଛନା ବନ୍ଦ ନହିଁ କରୁଙ୍ଗା’’ ‘‘ମେଁ ଡରୁଙ୍ଗା ନହିଁ’’ କେନ୍ଦ୍ରର ବିଜେପି...

ସରିପାରୁନି କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କାମ: କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚଠି ଲେଖିଛନ୍ତି। ୫ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ...

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ: ଆଗକୁ କ’ଣ ହେବ?

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲଙ୍କ ସମେତ କଂଗ୍ରେସ ପାଇଁ ବଢ଼ିଛି ଅଡ଼ୁଆ। ‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ଭାରି ପଡ଼ିଛି। ଏହି ଘଟଣାରେ ପୂର୍ବରୁ ବିଜେପି...

ଏପ୍ରିଲ ୩ରେ ଅତାବିରା ଏନଏସି ନିର୍ବାଚନ: ନିର୍ବାଚନ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଏପ୍ରିଲ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୫ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଅତାବିରା ବିଜ୍ଞାପିତ ଅଞ୍ଚଳ...

‘ମୋଦୀ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ସାଂସଦ ପଦ ହରାଇଲେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମୋଦୀ’ ସରନେମ ଉପରେ ଦେଇଥିବା ବୟାନ ରାହୁଲ ଗାନ୍ଧୀଙ୍କୁ ଭାରି ପଡ଼ିଛି। ଏହି ମାମଲାରେ ଗୁରୁବାର ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ନିଜ ସାଂସଦ ପଦ ହରାଇବାକୁ ପଡ଼ିଛି। ଏବେ ତାଙ୍କର...

ରାହୁଲଙ୍କ ମାମଲାର ସମୀକ୍ଷା ପାଇଁ କଂଗ୍ରେସ ଡାକିଲା ଜରୁରୀକାଳୀନ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମୋଦୀ’ ସରନେମକୁ ଉପରେ ବୟାନ ଦେଇ ଫସିଛନ୍ତି ରାହୁଲ ଗାନ୍ଧୀ। ସୁରଟର ସେସନ୍ସ କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କୁ ବେଲ୍ ମିଳିଥିଲେ ମଧ୍ୟ ଏବେ...

ରାହୁଲଙ୍କ ପାଇଁ କଂଗ୍ରେସରେ ରାଜନୈତିକ ମହାସଙ୍କଟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ 'ମୋଦୀ' ସରନେମକୁ ନେଇ ୨୦୧୯ରେ ଦେଇଥିବା ବୟାନ ଏବେ ରାହୁଲ ଗାନ୍ଧୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସାଂସଦ ପଦବୀ ଉପରେ...