ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ଦାଖଲ ହେବ ପ୍ରାର୍ଥିପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ଉପନିର୍ବାଚନ ପାଇଁ ଗୁରୁବାର ଦିନ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଆସନ୍ତା...

କଂଗ୍ରେସ ସହ ୩୧ ବର୍ଷର ସମ୍ପର୍କ ତୁଟାଇଲେ କପିଲ ସିବଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୩୧ ବର୍ଷର ସମ୍ପର୍କ ତୁଟାଇଲେ କଂଗ୍ରେସର ତୁଙ୍ଗ ନେତା କପିଲ ସିବଲ। ସିବଲ କଂଗ୍ରେସର ହାତ ଛାଡ଼ି ଉତ୍ତରପ୍ରଦେଶର ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ...

ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ଯିବେ ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇବା ପାଇଁ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ସମାଜପାଦୀ ପାର୍ଟି ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠଇବାକୁ ନିଷ୍ପତ୍ତି ନେଇଛି। ଡିମ୍ପଲ...

ରୂପାନ୍ତର ଶୃଙ୍ଖଳାର ଦ୍ଵିତୀୟ ବୈଠକ: ଗୋଟିଏ ଟିମ୍‌ ହୋଇ କାମ କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି....

କମ୍ପୁଛି ବ୍ରଜରାଜନଗର: ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ଵେଟ। ବିଜେପି ପାଇଁ ପ୍ରଚାର କରିବାକୁ ମଙ୍ଗଳବାର...

ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସର ମୁଣ୍ଡବିନ୍ଧା ଆରମ୍ଭ: ଅଳ୍ପ ଆସନକୁ ଅନେକ ଆଶାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଜ୍ୟସଭା ନିର୍ବାଚନ। ରାଜ୍ୟସଭା ନିର୍ବାଚନକୁ ନେଇ ଏବେ କଂଗ୍ରେସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ଅଳ୍ପ ଆସନ ପାଇଁ ରହିଛନ୍ତି ଅନେକ ଆଶୟୀ। କାହାକୁ ସନ୍ତୁଷ୍ଟ କରିବେ ପାର୍ଟି ହାଇକମାଣ୍ଡ...

ଓଡ଼ିଶା: ୩ ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭାର ୩ଟି ଆସନ ପାଇଁ ବିଧାନସଭା ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଜଣ...

ଶରତ ପଟ୍ଟନାୟକ ହେଲେ ଓଡ଼ିଶା ପିସିସିର ନୂଆ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହେବେ ବୋଲି ଏଆଇସିସି ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଶରତ...

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ  ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କର ସୋମବାର ଦେହାନ୍ତ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ...

୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୬ଟି ଉଚ୍ଚ ଶକ୍ତି ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ ୪୫୦ କୋଟି ଟଙ୍କାର ପ୍ରକଳ୍ପ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର ପାଇଁ ଖର୍ଚ୍ଚ...