ସ୍ଵଦେଶ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ
ଓଡ଼ିଶାଲାଇଭ ବ୍ୟୁରୋ
ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୪୭୦ଜଣ ଛାତ୍ରଛାତ୍ରୀଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି। ଏୟାର ଇଣ୍ଡିଆ...
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଶେଷକୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ଶନିବାର ତାଙ୍କ ମରଶରୀରକୁ କଂଗ୍ରେସ ଭବନ ଏବଂ ବିଧାନସଭା ପରିସରକୁ ଅଣାଯିବା ପରେ ବିଭିନ୍ନ ଦଳର ରାଜନେତା ତଥା...
ଦେଶ ଛାଡ଼ିବେନି ଜେଲେନସ୍କି- କହିଲେ, “ମତେ ଅସ୍ତ୍ର ଦରକାର”
ଓଡ଼ିଶାଲାଇଭ ବ୍ୟୁରୋ
କ୍ଵିବକୁ ସ୍ଥାନାନ୍ତର କରିବାକୁ ଜେଲେନସ୍କିଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ୟୁକ୍ରେନ । ଅଧିକାରୀଙ୍କ କହିବାନୁସାରେ, ଜେଲେନସ୍କି କହିଛନ୍ତି, ସ୍ଥାନାନ୍ତରଣ ନୁହେଁ ଅସ୍ତ୍ର ଓ ଗୋଳାବାରୁଦର...
କିଏ ମାରିବ ପଞ୍ଚାୟତ ବାଜି : ଖୋଲିଲା ବାଲାଟ ବକ୍ସ, ଚାଲିଛି ଗଣତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ ଗଣତି ଚାଲିଛି।...
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଦେହାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ...
କେନ୍ଦ୍ରାପଡ଼ା କଲେଜ ଷ୍ଟ୍ରଙ୍ଗରୁମ ଆଗରେ ପଡ଼ିଛି ବାଲାଟ ପେପର
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ ନିକଟରେ ଶୁକ୍ରବାର କିଛି ବାଲାଟ ପେପର ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଲାଟ ପେପରଗୁଡ଼ିକରେ ପ୍ରାର୍ଥୀଙ୍କ ଦଳୀୟ ଚିହ୍ନରେ ମୋହର ଲାଗିଥିବା ଦେଖିବାକୁ...
ଭାରତ ଅର୍ଥନୀତି ଉପରେ ପ୍ରଭାବ ପକାଇବ ରୁଷ-ୟୁକ୍ରେନ ଯୁଦ୍ଧ, ବଢ଼ିପାରେ ଗ୍ୟାସ, ତେଲ ଓ ସୁନାର ଦର
ଓଡ଼ିଶାଲାଇଭ ବ୍ୟୁରୋ
ରୁଷ-ୟୁକ୍ରେନ ଯୁଦ୍ଧ ଭାରତ ଅର୍ଥନୀତି ଉପରେ ବିଶେଷ ରୁପେ ପ୍ରଭାବ ପକାଇବ। ଭାରତକୁ ଆମଦାନୀ ହେଉଥିବା ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷ ଏବଂ ୟୁକ୍ରେନରୁ ଆସିଥାଏ। ଅଶୋଧିତ ତୈଳ, ଫାର୍ମାସ୍ୟୁଟିକାଲ୍...
୨୦୧୪ରେ ବି ୟୁକ୍ରେନକୁ ରକ୍ତରଞ୍ଜିତ କରିଥିଲା ରୁଷ
ଓଡ଼ିଶାଲାଇଭ ବ୍ୟୁରୋ
ୟୁକ୍ରେନ ଉପରେ ରୁଷର ଏହା ପ୍ରଥମ ଆକ୍ରମଣ ନୁହେଁ, ୨୦୧୪ରେ ବି ୟୁକ୍ରେନ ମାଟିକୁ ରକ୍ତରଞ୍ଜିତ କରିଥିଲା ରୁଷ। ଏହି ଯୁଦ୍ଧରେ ପ୍ରାଣ ହରାଇଥିଲେ ୧୪ ହଜାର ନାଗରିକ।
ରୁଷ୍-ୟୁକ୍ରେନ ଲଢ଼େଇ ଉପରେ...
ବାଜିଲା ବିଗୁଲ : ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ ତାରିଖରେ...
ରୁଷ-ୟୁକ୍ରେନ ଯୁଦ୍ଧ: କ’ଣ ରହିବ ଭାରତର ଆଭିମୁଖ୍ୟ ?
ଓଡ଼ିଶାଲାଇଭ ବ୍ୟୁରୋ
ଘନିଭୂତ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ଘନ ଘନ ବୋମାମାଡ଼ ସହ ସେନା ଶିବିର ଗୁଡ଼ିକୁ ଧ୍ୱଂସ କରୁଛି ରୁଷ। ସାରା ବିଶ୍ୱ ନିରବଦ୍ରଷ୍ଟା ପାଲଟିଥିବାବେଳେ ଏହି ମାମଲାରେ ଭାରତର...




















