କୋଭିଡ୍-୧୯ ମହାମାରୀ – ୬ଟି ଉପସାଗରୀୟ ଦେଶର ଓଡ଼ିଆ ସମାଜର ମୁଖ୍ୟ ଓ ପ୍ରତିନିଧିଙ୍କ ସହ କଥା ହେଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁଏଇ, କତାର, ବାହାରିନ୍, ସାଉଦିଆରବ, କୁଏତ, ଓମାନ ଓଡ଼ିଆ ସମାଜର ପ୍ରତିନିଧିଙ୍କ ସହ ଆଲୋଚନା
କରୋନା ପରବର୍ତ୍ତୀ ସ୍ଥିତି ଉପରେ ଆଲୋଚନା
ବାହାରେ ରହୁଥିବା ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିଲେ କେନ୍ଦ୍ରମନ୍ତ୍ରୀ
...
ମେ’ ୧୭ ଯାଏଁ ଲକ୍ଡାଉନ୍ – କ’ଣ ହେବ କୋହଳ, କ’ଣ ହେବ କଡ଼ାକଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଆଉ ୨ ସପ୍ତାହ ବଢ଼ିଲା ଲକ୍ଡାଉନ୍। ମେ’ ୪ରୁ ଲକ୍ଡାଉନ୍ କଟକଣା ହଟିବାର ଥିଲା। ହେଲେ କେନ୍ଦ୍ର ସରକାର ମେ’ ୧୭ ଯାଏଁ ଲକ୍ଡାଉନ୍ ଅବଧି ବଢ଼ାଇ ଦେଇଛନ୍ତି।...
ତାମିଲନାଡୁରୁ ଫେରିବେ ଓଡ଼ିଆ – ପାଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ ପାଇଁ ତାମିଲନାଡୁର ବିଭିନ୍ନ ସ୍ଥାନରେ ଫସିଥିବା ଓଡ଼ିଆ ଲୋକ ନିଜ ଗାଁକୁ ଫେରିବେ। ସେମାନଙ୍କୁ ସୁବିଧାରେ ଓଡ଼ିଶା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ସହ...
ଭଦ୍ରକ ଦ୍ୱିତୀୟ ହଟ୍ସ୍ପଟ୍ – ଚିନ୍ତା ବଢ଼ାଇଲେ କୋଲକାତା ଫେରନ୍ତା, ୧୯ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲାରେ କାହିଁକି ବଢ଼ିଲେ କରୋନା ଆକ୍ରାନ୍ତ? ଭଦ୍ରକ ସହିତ କୋଲକାତାର ସମ୍ପର୍କ କ’ଣ? ସେନେଇ ଓଡ଼ିଶାଲାଇଭ୍ରେ ପଢ଼ନ୍ତୁ ବିସ୍ତୃତ ରିପୋର୍ଟ – ଭଦ୍ରକ ରାଉଣ୍ଡଅପ୍।
କରୋନା ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା...
ଜୁନ୍ ୧୭ରେ ଖୋଲିବ ସ୍କୁଲ, କଲେଜ – ଯେକୌଣସି ସମୟରେ ହେବ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ପାଇଁ ଜୁନ୍ ୧୭ ଯାଏଁ ଓଡ଼ିଶାରେ ବନ୍ଦ ରହିବ ସ୍କୁଲ୍, କଲେଜ। ଏଥିପାଇଁ ବିଭିନ୍ନ ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେବେ ଯେକୌଣସି ସ୍କୁଲ ଓ କଲେଜ ଖୋଲିବା...
ବିଦ୍ୟୁତ୍ ବିଲ୍, ସ୍କୁଲ୍ ଫି’ ଛାଡ଼ ମାମଲା – କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କରୋନା ମହାମାରୀ ଯୋଗୁଁ ବିଭିନ୍ନ ବର୍ଗର ଲୋକେ ନିଜର ଜୀବିକା ହରାଇଛନ୍ତି। ଗରିବ, ମଧ୍ୟବିତ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ମଧ୍ୟବିତ୍ତ ବର୍ଗର ଲୋକେ କୌଣସି ପ୍ରକାର ସହାୟତା ପାଉନାହାନ୍ତି।...
ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଯତ୍ନ ନେବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଦେଶର ସବୁଠୁ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଭାଇଭଉଣୀ ଓଡ଼ିଶାକୁ ଫେରିବେ। ସେମାନେ ଆମ ଭାଇ ଭଉଣୀ।...
ରାଜ୍ୟ ବାହାରୁ ଫେରିବେ ଓଡ଼ିଆ – କେନ୍ଦ୍ରାପଡ଼ାରେ ପଞ୍ଜୀକରଣ କଲେଣି ୬୮ ହଜାରରୁ ଅଧିକ ଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆସନ୍ତା ମେ’ ୩ ତାରିଖରେ ଶେଷ ହେବ ଲକ୍ଡାଉନ୍। ବାହାର ରାଜ୍ୟରେ ରହିଥିବା ଓଡ଼ିଆ ଲୋକ ଗାଁକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି। ବାହାର ରାଜ୍ୟର ଲୋକଙ୍କ...
ନୂଆ ରୂପ ନେଉଛି ମଧୁସୂଦନ ସଂଗ୍ରହାଳୟ
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=adsQ7N-AX-E] ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ର...
ମଧୁସୂଦନ ଦାସ – ଛୋଟ ଜୀବନରେ ଦେଇଥିଲେ ଅନେକ ଅବଦାନ
ତପନ କୁମାର ମିଶ୍ର
[youtube https://www.youtube.com/watch?v=k4lPk6lrgcc]
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ର...




















