ବିଧାନସଭା ସଦସ୍ୟ ନୁହନ୍ତି ଉଦ୍ଧବ ଠାକରେ – ଜାଣନ୍ତୁ, କେମିତି ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ମହାଡ୍ରାମା ଆଉ ଗୋଟିଏ ରାତି ପରେ ଶେଷ ହୋଇଯିବ। ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶିବସେନା, ଏନସିପି ଓ କଂଗ୍ରେସର ମହା...

ବିଧାନସଭାରେ ଉଠିଲା ଟୋକନ୍‌ ପ୍ରସଙ୍ଗ – ପ୍ରତ୍ୟାହାର କରିବାକୁ ବରଗଡ଼ ବିଧାୟକଙ୍କ ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନକିଣାରେ ଟୋକନ ବ୍ୟବସ୍ଥାକୁ ନେଇ ବୁଧବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହର କରିବାକୁ ବିଧାନସଭାରେ ଦାବି କରିଛନ୍ତି ବରଗଡ଼ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ। ସ୍ୱଚ୍ଛତା ନାଁରେ ଚାଷୀମାନଙ୍କ...

ସଂଗଠନ ସୁଦୃଢ଼ ଚିନ୍ତା – କଂଗ୍ରେସର ‘ପ୍ରେରକ’ ନିଯୁକ୍ତି ଆରମ୍ଭ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଦଳର ବିଗିଡ଼ିଯାଇଥିବା ସଂଗଠନକୁ ସଜାଡ଼ିବା ଓ ସୁଦୃଢ଼ କରିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରେରକ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରେରକମାନେ କର୍ମୀମାନଙ୍କୁ ଉତ୍ସାହିତ କରିବା...

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ – ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ଏକ ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏକ ମାସର ନାଟକ ସରିବା ପରେ ଶିବସେନା ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ...

ଜାଣନ୍ତୁ, କେଉଁଠି କେଉଁଠି ଫେଲ୍‌ ମାରିଛି ବିଜେପି ‘ଚାଣକ୍ୟ’ ଅମିତ ଶାହଙ୍କ ପ୍ଲାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ସଭାପତି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କ୍ଷମତା ଅଳିନ୍ଦରେ ରାଜନୀତିର ଚାଣକ୍ୟ କୁହାଯାଇଥାଏ। ତେବେ ବହୁ ଥର ତାଙ୍କର ରଣନୀତି ପୂରା ଫେଲ ମାରିଛି। ଏହାର ତାଜା ଉଦାହରଣ...

ମହାରାଷ୍ଟ୍ରରେ ଗଠନ ହେଲା ନୂଆ ମେଣ୍ଟ ଦଳ ଏମ୍‌ଭିଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ଗଠନ ହେଲା ନୂଆ ମେଣ୍ଟ ଦଳ। ଶିବସେନା-ଏନ୍‌ସିପି-କଂଗ୍ରେସ ଦଳର ମେଣ୍ଟରେ ଏହି ଦଳ ଗଠନ କରାଯାଇଛି। ଯାହାର ନାଁ ରହିଛି ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)। ଏହି ଦଳର ନେତା ରହିଛନ୍ତି...

ଡିସେମ୍ବର ୧ରେ ଶପଥଗ୍ରହଣ – ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକ୍‌ରେ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା ନେତୃତ୍ୱାଧିନ ମେଣ୍ଟ। ଆସନ୍ତା ଡିସେମ୍ବର ୧ ତାରିଖରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମହାରାଷ୍ଟ୍ରର ଶିବାଜୀ ପାର୍କରେ ଶପଥ ଗ୍ରହଣ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ! ଏନସିପି, କଂଗ୍ରେସକୁ ଉପ-ମୁଖ୍ୟମନ୍ତ୍ରୀ ପଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର ମହାପାଲା ହୋଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଯାହା ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ସରକାର ଗଠନ ପାଇଁ ପଥ ପରିଷ୍କାର କରିଦେଇଛି। ଏହି ମିଳିତ...

କିଏ ଏନ୍‌ସିପିର ଧନଞ୍ଜୟ ମୁଣ୍ଡେ? ଯାହାଙ୍କ ପାଇଁ ବଦଳି ଗଲା ଅଜିତ୍‌ ପାଓ୍ଵାରଙ୍କ ଗେମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମହାରାଷ୍ଟ୍ରରେ ଯଦି ରାତାରାତି ଫଡନାଭିସ୍‌ ସରକାର ଗଠନରେ କାହାର ହାତ ଥାଏ ତାହାଲେ ସେ ହେଉଛନ୍ତି ଏନ୍‌ସିପି ନେତା ଧନଞ୍ଜୟ ମୁଣ୍ଡେ। ଯିଏକି ଅଜିତ୍‌ ପାଓ୍ଵାରଙ୍କ ପାଇଁ ଏନସପି ବିଧାୟକଙ୍କୁ ଏକାଠି...

ମହାରାଷ୍ଟ୍ରର ୩ ଦିନିଆ ସରକାର, ଜାଣନ୍ତୁ, କ’ଣ ଥିଲା ଘଟଣାକ୍ରମ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫଡନାଭିସ୍‌ ଦେଲେ ଇସ୍ତଫା, ମହାରାଷ୍ଟ୍ରରେ ଭାଙ୍ଗିଲା ୩ ଦିନିଆ ସରକାର। ଜାଣନ୍ତୁ କ'ଣ ଥିଲା ଘଟଣାକ୍ରମ। ମହାରାଷ୍ଟ୍ର ରାଜନୀତି ସମୀକରଣରେ ଆଜି ଆଉ ଏକ ଅଧ୍ୟାୟ ଦେଖିବାକୁ ମିଳିଛି। ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ...