ସରିଲା ପ୍ରଚାର – ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ବିଜେପି-ଶିବସେନା ଏବଂ କଂଗ୍ରେସ-ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ବିଜେପି-ଶିବସେନା...

‘ମୋ ସ୍କୁଲ୍‌’ ଏକ ନୂଆ ସ୍ୱପ୍ନ, ଏକ ନୂଆ ଅଭିଯାନ – ସୁସ୍ମିତା ବାଗ୍‌ଚୀ

ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ ଏହି ଅଭିଯାନର ଅଗ୍ରଗତି ସମ୍ପର୍କରେ ଯାହା କହନ୍ତି। ‘‘ଜୀବନରେ ଆଗେଇ ଯିବା...

ଯାଜପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ମୃତ୍ୟୁରେ ନୂଆ ମୋଡ଼ – ଏସ୍‌ପି କହୁଛନ୍ତି ଆତ୍ମହତ୍ୟା, ବିଜେପି କହୁଛି ଗଣଦୁଷ୍କର୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ସନ୍ଦେହରେ ସ୍ମିତାରାଣୀଙ୍କ ମୃତ୍ୟୁ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ ଏସ୍‌ପି କହିଲେ ଆତ୍ମହତ୍ୟା ବିଜେପି କହିଲା ଗଣଦୁଷ୍କର୍ମ ଓ ହତ୍ୟା ସିବିଆଇ ତଦନ୍ତ ଦାବି କଲେ ସ୍ମିତାଙ୍କ ପରିବାର ଲୋକ ପଞ୍ଚାୟତ...

ବିଜେପୁରରେ ସରିଲା ପ୍ରଚାର, ଆଉ ଦିନକ ପରେ ଭୋଟ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ ୨୮୫ଟି ବୁଥ୍‌ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର କରିବେ ମତଦାନ ୧୨୯ଟି ସମ୍ବେଦନଶୀଳ ଓ ୬ଟି ମାଓ ପ୍ରବଣ ବୁଥ୍‌ ୨୭୫୦ ଦିବ୍ୟାଙ୍ଗ ଭୋଟର...

ବିଧାୟକଙ୍କ ପାଇଁ ତିଆରି ହେବ ଆପାର୍ଟମେଣ୍ଟ, ଭଙ୍ଗା ହେବ କ୍ୱାର୍ଟର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭଙ୍ଗା ହେବ ରବୀନ୍ଦ୍ରମଣ୍ଡପ ପଛପଟ କ୍ୱାର୍ଟର୍ସ ତିଆରି ହେବ ଆପାର୍ଟମେଣ୍ଟ ଆସନ୍ତା ମାସରୁ ଆରମ୍ଭ ହେବ କାମ ଆପାର୍ଟମେଣ୍ଟରେ ରହିବ ୧୪୦ଟି ଫ୍ଲାଟ୍‌ ବ୍ୟୟ ହେବ ୪୦୦ କୋଟି ଟଙ୍କା ...

ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ – ତିନି ଦିନ ଭିତରେ କ୍ୱାର୍ଟର୍ସ ଛାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବିଧାୟକମାନଙ୍କୁ ପୁଣିଥରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚରମବାଣୀ ଶୁଣାଇଛନ୍ତି। ତିନି ଦିନ ଭିତରେ କ୍ୱାର୍ଟର୍ସ ଛାଡ଼ିବାକୁ ବାଚସ୍ପତି ତାଗିଦ୍‌ କରିଛନ୍ତି। ପୂର୍ବରୁ ବାଚସ୍ପତି କ୍ୱାର୍ଟର୍ସ ଛାଡ଼ିବାକୁ ନୋଟିସ୍‌...

ବିଜେପୁରରେ କାହାର ରହିବ ମାନ – ନବୀନ ନା ଧର୍ମେନ୍ଦ୍ର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ ଚାଲିଛି ପତିଆରା ଲଢ଼େଇ। ବିଜେଡିରୁ ରୀତା ସାହୁ ଏବଂ କଂଗ୍ରେସରୁ ସନତ ଗଡ଼ତିଆ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଅସଲ ଲଢ଼େଇ ଚାଲିଛି ନବୀନ ଏବଂ ଧର୍ମେନ୍ଦ୍ରଙ୍କ ଭିତରେ। ଏହାର...

ଦେଶର ପ୍ରତ୍ୟେକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଦରକାର: ଭୈୟାଜୀ ଯୋଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପ୍ରତ୍ୟେକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଉଚିତ। ସଂପୂର୍ଣ୍ଣ ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି ନିର୍ମାଣ ପୂର୍ବକ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ...

ମୁମ୍ବାଇରେ ବର୍ଷିଲେ ନରେନ୍ଦ୍ର ମୋଦୀ – ‘‘ଯିଏ ଅର୍ଥ ବ୍ୟବସ୍ଥାକୁ ବରବାଦ କରିଥିଲେ ସେ ଏବେ ଜେଲ୍‌ରେ’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ  ‘’୧୦ ବର୍ଷ ଧରି ଯିଏ ଭାରତର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଥିଲେ ସେମାନଙ୍କ ଭିତରୁ କିଏ ତିହାର ତ ଆଉ କିଏ ମୁମ୍ବାଇ ଜେଲ୍‌ରେ ଅଛନ୍ତି’’, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ବିଜେପୁର ଭୋଟରଙ୍କ ପାଇଁ ୩ ଦିନିଆ ଛୁଟି

ଓଡ଼ିଶାଲାଇଭ ବ୍ୟୁରୋ ବିଜେପୁର ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ଛୁଟି। ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ମତଦାନ ପାଇଁ ୩ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମତଦାନ...