ସେପ୍ଟେମ୍ବର ୬ରେ ଦିଲ୍ଲୀରୁ ଫେରିବେ ଜଗା କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ଏସିବି ଆସିବେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ଆସି ୭ରେ...

ଲଦାଖରେ କିଷାନ-ଯବାନ ବିଜ୍ଞାନ ମେଳାର ଉଦଘାଟନ କଲେ ରାଜନାଥ ସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କାଶ୍ମୀରରୁ ଲଦାଖ ଅଲଗା ହେବା ପରେ ଗୁରୁବାର ପ୍ରଥମ ଥର ଲାଗି କୌଣସି ମନ୍ତ୍ରୀ ଲଦାଖ ଗସ୍ତ କରିଛନ୍ତି। ଏହି ବରିଷ୍ଠ ମନ୍ତ୍ରୀ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।...

ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (୨୯ ଅଗଷ୍ଟ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’ ଭାରତୀୟ ହକିର ଜନ୍ମଦାତା ତଥା...

ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=WWkkqsfh4YU] ବିଶ୍ୱ ଖେଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି।...

ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ହକିର ଜନ୍ମଦାତା ତଥା ମହାନ ଭାରତୀୟ ହକି ଖେଳାଳି ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ପ୍ରତିବର୍ଷ ଭାରତରେ 'ଜାତୀୟ କ୍ରୀଡ଼ା ଦିବସ' ଭାବେ ପାଳନ କରାଯାଏ। ହକିର...

ନ୍ୟୁଜ୍‌ ଅପ୍‌ଡେଟ୍‌ @10PM (ଅଗଷ୍ଟ ୨୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଜମ୍ମୁ କଶ୍ମୀର ଯୁବକଙ୍କ ପାଇଁ ବଡ଼ ଘୋଷଣା – ୩ ମାସ ଭିତରେ ୫୦...

ଜମ୍ମୁ କଶ୍ମୀର ଯୁବକଙ୍କ ପାଇଁ ବଡ଼ ଘୋଷଣା – ୩ ମାସ ଭିତରେ ୫୦ ହଜାର ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ବଡ଼ ଘୋଷଣା କରିଛନ୍ତି। ଏଠାକାର ଯୁବକଙ୍କ ପାଇଁ ଆଗାମୀ ୩ ମାସ ଭିତରେ ସରକାରୀ ସ୍ତରରେ ୫୦...

ଡିସେମ୍ବରରେ ବିଜେପିର ନବକଳେବର – କିଏ ହେବେ ରାଜ୍ୟ ସଭାପତି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ତୃଣମୂଳ ସ୍ତରରୁ ସଙ୍ଗଠନ ସୁଦୃଢ଼ କରୁଛି ବିଜେପି। ଡିସେମ୍ବରରେ ହେବ ରାଜ୍ୟ ସଭାପତି ଚୟନ। ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ।...
ODISHALIVE_NEWS UPDATE_2PM

ନ୍ୟୁଜ୍‌ ଅପ୍‌ଡେଟ୍‌ @2PM (ଅଗଷ୍ଟ ୨୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଧମକ ପରେ ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ ଜମ୍ମୁ କଶ୍ମୀରରୁ ଧାରା ୩୭୦...

ଆଜି କ୍ୟାବିନେଟ ବୈଠକ: ଜମ୍ମୁ କଶ୍ମୀର ପାଇଁ ଘୋଷଣା ହେବ ସ୍ୱତନ୍ତ୍ର ପ୍ୟାକେଜ୍‌!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାରା ୩୭୦ ହଟିବା ପରେ ଏବେ ଜମ୍ମୁ କଶ୍ମୀର ପାଇଁ ବଡ଼ ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ବୁଧବାର ଅପରାହ୍‌ଣ ୪ଟାରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜମ୍ମୁ...