କଟକରେ ଅମିତ ଶାହଙ୍କ ରୋଡ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ବିଶାଳ ରୋଡ ସୋ’। ଅମିତ ଶାହଙ୍କ ସହ ଏହି ରୋଡ ସୋ’ରେ ସାମିଲ ହୋଇଛନ୍ତି ବିଜେପିର କଟକ...

ଭାରତରେ ଜୁନ ୪ରେ ହେବ ଇଣ୍ଡି ମେଣ୍ଟ ସରକାର – ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆସନ୍ତା ଜୁନ ୪ ତାରିଖରେ ଗଢ଼ିବ ଇଣ୍ଡି ମେଣ୍ଟ ସରକାର। ବଲାଙ୍ଗିରଠାରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଘୋଷଣା: ଜୁଲାଇରୁ ଓଡ଼ିଶାବାସୀଙ୍କୁ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି

ଓଡ଼ିଶାଲାଇଭ୍ ବ୍ୟୁରୋ “ଆସନ୍ତା ଜୁଲାଇ ମାସରୁ ଆସିବନି ବିଜୁଳି ବିଲ। ରାଜ୍ୟବାସୀଙ୍କୁ ବିଜେଡି ସରକାର ୧୦୦ ୟୁନିଟ ମାଗଣା ବିଜୁଳି ଦେବ। ଆପଣମାନେ ଖୁସିତ?”, ରାଉରକେଲାଠାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ...

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକାଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ...

ବିଜେଡି-ବିଜେପି-କଂଗ୍ରେସ: କାହା ଭାଗରେ ପଡ଼ିବ ବାଲେଶ୍ଵର ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=7pRpm_x6VwQ&t=79s ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର। ବାଲେଶ୍ୱର ଲୋକସଭା କ୍ଷେତ୍ରରେ...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ପାଣ୍ଡିଆନ କହିଲେ ୨୮ରୁ ୨୪ ସିଟ୍ ବିଜେଡିର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୨୮ଟି ବିଧାନସଭା ଲାଗି ମତଦନା କରିଛନ୍ତି...

ଆସନ୍ତାକାଲି ଅମିତ ଶାହଙ୍କ ଓଡ଼ିଶା ଗସ୍ତ, କଟକରେ କରିବେ ରୋଡ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ବୁଧବାର ଅପରାହ୍ଣରେ ସେ କଟକରେ ଏକ ରୋଡ ସୋ’ କରିବେ। ଏହାପୂର୍ବରୁ ସେ ସୋରଡ଼ା ଓ ବୌଦ୍ଧରେ ଦଳୀୟ ସମାବେଶରେ...

ସୋର ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି, ପର୍ଶୁରାମ ଧଡ଼ାଙ୍କୁ ମିଳିଲା ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ସୋର ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି। ପର୍ଶୁରାମ ଧଡ଼ାଙ୍କୁ ଏଠାରୁ ଦଳର ନୂଆ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଛି। ଏଠାରେ ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ...

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣା: ଜେଲ୍ ଗଲେ ବ୍ରହ୍ମପୁରରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣାରେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍‌...

ବାରାଣାସୀରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ନିର୍ବାଚନ ୨୦୨୪ ଲାଗି ଆଜିର ଦିନଟି ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନ ଲାଗି ମଙ୍ଗଳବାର ଦିନ ପ୍ରାର୍ଥିପତ୍ର...