ପୁଣି ଖୋଲିବ କୁନ୍ଦୁଲି ଫାଇଲ୍ – ମାସକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟରେ କୁନ୍ଦୁଲି ମାମଲା ମାସକ ଭିତରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ୩ ସପ୍ତାହ ସମୟ ମାଗିଲେ ଆଡଭୋକେଟ ଜେନେରାଲ ଖାରଜ କଲେ ହାଇକୋର୍ଟ ଗଠନ ହେବ ୬ ଜଣିଆ...

ରାଜ୍ୟ କଣ୍ଟିନଜେନ୍ସି ଫଣ୍ଡର ଅପବ୍ୟବହାର – ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟ କଣ୍ଟିନଜେନ୍ସି ଫଣ୍ଡର ଅପବ୍ୟବହାର କରିଛି ବିଜେଡି। ନିର୍ବାଚନ ବେଳେ ଏହି ପାଣ୍ଠିରୁ ଟଙ୍କା ବିଜେଡି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ ଆଣି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିରୋଧୀ ଦଳ...

ବିଧାନସଭାରେ ‘ବିଷ୍ଣୁ’ ଝଡ଼ : କଂଗ୍ରେସ ଘେରିଲା, ଦୁଃଖ ପ୍ରକାଶ କଲେ ବିଷ୍ଣୁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଗୁରୁବାର ପରି ଶୁକ୍ରବାର ମଧ୍ୟ ବିଧାନସଭା ହୁଲସ୍ତୁଲ କରିଥିଲେ କଂଗ୍ରେସ ବିଧାୟକ। ଟାର୍ଗେଟରେ ଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଗୁରୁବାର ଦିନ ମୁସଲିମ୍‌ ମହିଳାମାନଙ୍କ ପ୍ରତି ଅପମାନସୂଚକ...

ବଦଳିଲା ବିଜେଡି-ବିଜେପି ସମ୍ପର୍କ – ନିର୍ବାଚନ ପୂର୍ବରୁ ‘ସମଦୂରତା’, ଏବେ ‘ସମର୍ଥନ’!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଭିତରେ ଯେଉଁ ସମ୍ପର୍କ ଥିଲା ତାହା ନିର୍ବାଚନ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ନିର୍ବାଚନ...

ମୁସଲିମ୍‌ ମହିଳାଙ୍କୁ ନେଇ ବିବାଦୀୟ ବୟାନ, ବିବାଦରେ ବିଜେପି ବିଧାୟକ ବିଷ୍ଣୁ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ‘‘ସ୍ୱାମୀ ପରିତ୍ୟକ୍ତା ମୁସଲିମ୍ ମହିଳାମାନେ ସହରର ରେଡ୍‌ ଲାଇଟ୍‌ ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି।’’ ବିଧାନସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ। ଏହି ବୟାନ ଏବେ ବିଷ୍ଣୁଙ୍କୁ ବିବାଦକୁ...

ପୁଣି ଜଣେ ଭାରତୀୟଙ୍କୁ ଜାସୁସ୍ କହି ଗିରଫ କଲା ପାକିସ୍ତାନ

ଓଡ଼ିଶାଲାଇଭ ବ୍ୟୁରୋ କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ କୋର୍ଟ ଭାରତ ସପକ୍ଷରେ ରାୟ ଦେବା ପରେ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି। ଗୁରୁବାର ଆଉ ଜଣେ ଭାରତୀୟଙ୍କୁ ଧରି ପୁଣି ସମାନ ଦାବି କରିଛି...

ବାଜିଲା ରାଷ୍ଟ୍ରପତିଙ୍କ ମୋହର – ଆଇନରେ ପରିଣତ ହେଲା ଟ୍ରିପଲ ତଲାକ ବିଲ୍‌

ଓଡ଼ିଶାଲାଇଭ ବ୍ୟୁରୋ ଆଇନରେ ପରିଣତ ହେଲା ଟ୍ରିପଲ ତଲାକ ବିଲ୍‌। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ଦେବା ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଗତ ମଙ୍ଗଳବାର ଟ୍ରିପଲ ତଲାକ ବିଲ୍‌ ରାଜ୍ୟସଭାରେ...

କମୁଛି ଧୋତି ପିନ୍ଧା ନେତାଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଧୋତି ପିନ୍ଧା ନେତାଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏହି ପ୍ରସଙ୍ଗଟିକୁ ବରିଷ୍ଠ କଂଗ୍ରେସ ନେତା ଓ ବଲାଙ୍ଗିର ବିଧାୟକ ନିକଟରେ ବିଧାନସଭାରେ ଉଠାଇଥିଲେ। ବିଧାନସଭାର ଚଳିତ ଅଧିବେଶନ...

ବିଜେପିର ସମ୍ପତ୍ତି ପାଖାପାଖି ୧୫୦୦ କୋଟିକୁ ବୃଦ୍ଧି – ଏଡିଆର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ସବୁଠାରୁ ଧନୀ ରାଜନୈତିକ ଦଳ ହେଉଛି ବିଜେପି। ବୁଧବାର ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରିଫର୍ମ୍ସ (ଏଡିଆର୍)ଦ୍ୱାରା ପ୍ରକାଶିତ ରିପୋର୍ଟରେ ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ଭାବେ ସ୍ଥାନ...

ତିନି ତଲାକ୍ ବିଲ୍‌କୁ ବିଜେଡିର ସମର୍ଥନ, କଂଗ୍ରେସ ମାରିଲା ତୀର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୁସିଲିମ୍‌ ମହିଳାମାନଙ୍କୁ ସେମାନଙ୍କ ଅଧିକାର ମିଳିଛି। ଲୋକସଭା ପରେ ରାଜ୍ୟସଭାରେ ତିନି ତଲାକ୍‌ ବିଲ୍ ପାସ୍ ହୋଇଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବା ପରେ ଓଡ଼ିଶାରେ ରାଜନୀତି ପାଣିପାଗ...