ଆରଏସ୍ଏସ୍ ଖୋଲିବ ସୈନିକ ସ୍କୁଲ
ଓଡ଼ିଶାଲାଇଭ ବ୍ୟୁରୋ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍ଏସ୍) ଆଗାମୀ ବର୍ଷ ଏପ୍ରିଲରେ ଖୋଲିବ ସୈନିକ ସ୍କୁଲ। ଏହି ସ୍କୁଲରେ ବିଦ୍ୟାର୍ଥୀଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ତାଲିମ ଦିଆଯିବ। ସ୍କୁଲ ଚଳାଇବା ଦାୟିତ୍ୱ ଆରଏସ୍ଏସ୍ର...
ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା
ଓଡ଼ିଶାଲାଇଭ ବ୍ୟୁରୋ
୨୦୧୭ ମସିହାରେ ଉନ୍ନାଓରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ଦୁର୍ଘଟଣା କରି ଜୀବନରୁ ମାରି ଦେବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି।
ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।...
କର୍ଣ୍ଣାଟକ ପଲିଟିକ୍ସ: ଆଜି ବହୁମତ ପ୍ରମାଣ ଦେବେ ୟେଦୁରପ୍ପା
ଓଡ଼ିଶାଲାଇଭ ବ୍ୟୁରୋ
ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଏହାସହିତ କଂଗ୍ରେସ- ଜେଡିଏସ...
ରାଜ୍ୟରେ ଆଇନ କାନୁନ୍ କେମିତି ଅଛି? ଗୃହ ବିଭାଗର ଶ୍ୱେତପତ୍ର ଦେଲା ସଂଘାତିକ ରିପୋର୍ଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରତିଦିନ ୭ ଜଣ ମହିଳାଙ୍କୁ ଦୁଷ୍କର୍ମ
୫ ଜଣଙ୍କୁ ହତ୍ୟା ଅଭିଯୋଗ
୨୦୧୮ରେ ବଢ଼ିଛି ଲୁଟ୍ତରାଜ
ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ରାଜ୍ୟରେ ଆଇନ କାନୁନ କେମିତି...
‘ମନ କି ବାତ୍’ରେ ମୋଦି କହିଲେ, “ଆମ ବୈଜ୍ଞାନିକ ସର୍ବଶ୍ରେଷ୍ଠ”
ଓଡ଼ିଶାଲାଇଭ ବ୍ୟୁରୋ
“ଆମ ବୈଜ୍ଞାନିକମାନେ ହେଉଛନ୍ତି ସର୍ବଶ୍ରେଷ୍ଠ। ସେମାନେ ସ୍ଵଦେଶୀ ମିଶନ ବଳରେ ଚନ୍ଦ୍ରାୟନ-୨କୁ ସଫଳ ଉତକ୍ଷେପଣ କରି ପାରିଛନ୍ତି। ମହାକାଶ ବିଜ୍ଞାନରେ ଆମ ବୈଜ୍ଞାନିକ ମାନେ ସଫଳତା ଅର୍ଜନ କରିପାରିଛନ୍ତି। ଏହା...
କର୍ଣ୍ଣାଟକ ନାଟକ – ଆଉ ୧୧ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବି କର୍ଣ୍ଣାଟକରେ ରାଜନୀତିକ ଅସ୍ଥିରତା ଥମିନି। ଗତ ଦୁଇ ଦିନ ତଳେ ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିବା...
ରାଷ୍ଟ୍ରପତିଙ୍କ ସହ ବିଦେଶ ଗଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରବିବାରଠୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ୮ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ବେନିନ୍, ଗୁଏନା, ଗାମ୍ବିଆ ଆଦି ଗସ୍ତରେ...
କାର୍ଗିଲ୍ ବିଜୟ ଦିବସ ସମାରୋହ – ପାକିସ୍ତାନ ଉପରେ ଜମେଇକି ବର୍ଷିଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଆରମ୍ଭରୁ ଛଳନା କରି ଆସୁଛି। ୧୯୪୮, ୧୯୬୫ ଏବଂ ୧୯୭୧ରେ ଯେମିତି ପାକିସ୍ତାନ ଛଳନା କରିଥିଲା ଠିକ୍ ସେମିତି ୧୯୯୯ରେ କରିଥିଲା। ଭାରତ ଏହାର ଦୃଢ଼...
ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ – ମା’ ବାପାଙ୍କୁ ନିର୍ଯାତନା ଦେଲେ ମିଳୁଛି ଦଣ୍ଡ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ଉଦ୍ବେଗ ପ୍ରକାଶ ପାଇଥିଲା। ଉଭୟ ଶାସକ ଏବଂ ବିରୋଧୀ ସଭ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେଲେ...
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ।
ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି।
ସୂଚନା...




















