ଝାଡ଼ୁଧରି ସଂସଦ ପରିସର ସଫା କଲେ ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ସାଂସଦ

ଓଡ଼ିଶାଲାଇଭ ବ୍ୟୁରୋ[youtube https://www.youtube.com/watch?v=AENh9xc7P0M] ହାତରେ ଝାଡ଼ୁ ଧରି ସଂସଦ ପରିସର ସଫା କରିଛନ୍ତି ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ସାଂସଦ। ଆଜି ଏଭଳି ଦୃଶ୍ୟ ସଂସଦ ପରିସରରେ ଦେଖିବାକୁ ମିଳିଛି। ନିଜେ ବାଚସ୍ପତି ଓମ ବିର୍ଲା ଝାଡ଼ୁ...

ପାଟକୁରା ପାଇଁ ନିର୍ବାଚନ ସଂଯୋଜକ ନିଯୁକ୍ତ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ପାଟକୁରା ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ...

ଚିଟଫଣ୍ଡ ତଦନ୍ତ – ୧ଲକ୍ଷ ୩୬ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଚିଟଫଣ୍ଡ କମିସନ। କଟକ :  ଚିଟଫଣ୍ଡ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍.ଦାସ କମିସନଙ୍କ ପକ୍ଷରୁ ଶୁକ୍ରବାର ରାଜ୍ୟ ସରକାରଙ୍କ...

ପାଟକୁରାରେ ରୋଡ ସୋ’ କରିବେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉପ-ନିର୍ବାଚନ ପାଇଁ ପାଟକୁରା ଏବେ ଉଠୁଛି ପଡୁଛି। ବିଜେଡି, ବିଜେପି ଏବଂ କଂଗ୍ରେସ ନେତାମାନେ ପାଟକୁରାରେ ଡେରା ପକାଇ ପ୍ରଚାରକୁ ସରଗରମ କରିଛନ୍ତି। ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ...

ଲାଲୁଙ୍କୁ ଆଶ୍ୱସ୍ତି: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ କୋର୍ଟ

ଓଡ଼ିଶାଲାଇଭ ବ୍ୟୁରୋ[youtube https://www.youtube.com/watch?v=fCX9oYPUpZg] ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି ମିଳିଛି। ଗୋଖାଦ୍ୟ ଦୁର୍ନିୀତି ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ବ୍ୟକ୍ତିଗତ...

ବିଧାୟକଙ୍କୁ ମହଙ୍ଗା ପଡ଼ିଲା ବନ୍ଧୁକ ଡ୍ୟାନ୍ସ – ବିଜେପି କଲା ବହିଷ୍କାର

ଓଡ଼ିଶାଲାଇଭ ବ୍ୟୁରୋ[youtube https://www.youtube.com/watch?v=fCX9oYPUpZg] ବନ୍ଧୁକ ଡ୍ୟାନ୍ସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଉତ୍ତରାଖଣ୍ଡ ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିୟନଙ୍କର ହାତରେ ବନ୍ଧୁକ ଧରି ନାଚିବା ଭଳି ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଜେପି ତାଙ୍କ ବିରୋଧରେ...

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ଷୋଡ଼ଷ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନର ଦ୍ୱତୀୟ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ। ୧୦ଟି ଷ୍ଟାଣ୍ଡି କମିଟି ୩୮ଟି ବିଭାଗର ଖର୍ଚ୍ଚ...
supremecourt

ଅଯୋଧ୍ୟା ଜମି ବିବାଦ ମାମଲା – ମଧ୍ୟସ୍ଥିଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ମଧ୍ୟସ୍ଥତା କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଇବ୍ରାହିମ୍ କଲିଫୁଲ୍ଲାଙ୍କୁ...

ଜମୁଛି ପାଟକୁରା ଲଢ଼େଇ – ଏଥର ବିଜୟଙ୍କ ପାଇଁ ଶେଷ ସୁଯୋଗ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାଟକୁରାରେ ଜମୁଛି ପ୍ରଚାର। ବିଜୟ-ସାବିତ୍ରୀ-ଜୟନ୍ତଙ୍କ ମଧ୍ୟରେ କଡ଼ା ଟକ୍କର। ‘‘ଏଥର ବିଜୟ, ସୁନିଶ୍ଚିତ ବିଜୟ’’ -  ଏହା ହେଉଛି ବିଜୟ ମହାପାତ୍ରଙ୍କ ପ୍ରଚାର ଗାଡ଼ିରେ ଲେଖା ଯାଇଥିବା ସ୍ଲୋଗାନ। ଏହି ସ୍ଲୋଗାନ...

ଅଣ୍ଟା ଭିଡ଼ିଲା କଂଗ୍ରେସ, ପାଟକୁରା ଯିବେ ଷ୍ଟାର ପ୍ରଚାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟକୁରା ଦଖଲ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ବିଜେଡି ଏବଂ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିବା ପରେ ଏବେ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ବାହୁଡ଼ା...