ସିଆଚେନରେ ଯବାନଙ୍କୁ ଭେଟିଲେ ରାଜନାଥ, ସହିଦଙ୍କୁ କଲେ ସଲାମ
ଓଡ଼ିଶାଲାଇଭ ବ୍ୟୁରୋ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଜମ୍ମୁ କଶ୍ମୀରର ସିଆଚେନ ଗ୍ଲେସିଅର ଗସ୍ତ କରିଛନ୍ତିା ପ୍ରତିକୂଳ ପରିବେଶରେ ବି ଯବାନମାନେ ସାହସିକତାର ସହ କାର୍ଯ୍ୟ କରୁଥିବାରୁ ରାଜନାଥ ସିଂହ ଯବାନଙ୍କୁ ପ୍ରଂଶସା...
ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବା ନେଇ ମୁହଁ ଖୋଲିଲେ ମେନକା ଗାନ୍ଧି
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସୁଲତାନପୁରର ବିଜେପି ସାଂସଦ ମେନକା ଗାନ୍ଧି ଏଥର ମନ୍ତ୍ରୀ ହୋଇନାହାନ୍ତି। ମୋଦିଙ୍କ ପ୍ରଥମ ପାଳିରେ ତାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦାୟିତ୍ଵ ମିଳିଥିଲା। ଏଥର ତାଙ୍କୁ ମନ୍ତ୍ରୀପଦ...
ପୁଣିଥରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦାୟିତ୍ୱ ନେଲେ ଅଜିତ ଡୋଭାଲ
ଓଡ଼ିଶାଲାଇଭ ବ୍ୟୁରୋ
ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବି ଅଜିତ ଡୋଭାଲ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତିା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଥିଲେ ଅଜିତ ଡୋଭାଲ।...
କଂଗ୍ରେସ ନେତାଙ୍କ ପୁଅ – ଝିଅ ସବୁ ଫେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ବିଧାନସଭା ଓ ଲୋକସଭା ନିର୍ବାଚନର ଗୋଟିଏ ରୋଚକ ତଥ୍ୟ ହେଉଛି କଂଗ୍ରେସର ପୁରୁଖା ନେତା ଯେଉଁମାନେ ନିଜ ପୁଅ ଝିଅଙ୍କୁ ଟିକେଟ ଦିଆଇଥିଲେ କେହି ବି ନିର୍ବାଚନ ବୈତରଣୀ ପାର...
ବିଜେପୁର ଦେଖିବ ଆଉ ଏକ ଉପ-ନିର୍ବାଚନ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ବିଜେଡି ଟିକେଟକୁ ନେଇ ବଢ଼ିଲା ଚର୍ଚ୍ଚା।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ୧୯ ବର୍ଷ...
ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ହେଲେ ପିନାକୀ ମିଶ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଏହାସହ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ...
ହିଞ୍ଜିଳି ରଖିଲେ, ବିଜେପୁର ଆସନ ଛାଡ଼ିଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଇସ୍ତଫାପତ୍ର ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିକଟକୁ ପଠାଇଛନ୍ତି।
ଇସ୍ତଫା ଦେବା ସହ...
ବିଧାନସଭାର ନୂଆ ବାଚସ୍ପତି, ଗୃହ ପରିଚାଳନା ବଡ଼ ଚାଲେଞ୍ଜ!
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=m1qTao1PHN0]
ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ ଗୃହ ପରିଚାଳନା।
ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ସେ ବିଧାନସଭାର ୨୨...
ଆକ୍ସନ ମୁଡ୍ରେ ରାଜନାଥ – ସୋମବାର ସିଆଚେନ ଯିବେ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ
ଓଡ଼ିଶାଲାଇଭ ବ୍ୟୁରୋ
ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍ରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ରାଜନାଥ ସିଂହଙ୍କୁ ଆକ୍ସନ ମୁଡ୍ରେ ଦେଖିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ନେଉ ନେଉ ରାଜନାଥ ତିନି ସେନାର ପ୍ରମୁଖମାନଙ୍କ ସହ...
‘ଫନି’ରେ ପ୍ରାଣ ହରାଇଥିବା ପରିବାରକୁ ମିଳିଛି ସହାୟତା ରାଶି : ରାଜସ୍ୱ ମନ୍ତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ଆସନ୍ତାକାଲି ବାତ୍ୟା ‘ଫନି’କୁ ମାସେ ପୂରୁଛି। ଏହି ମାସେ ଭିତରେ ସ୍ଥିତି କେତେ ସୁଧୁରିଛି ସେନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ବାତ୍ୟା ପ୍ରଭାବିତ ୧୪ଟି...




















