କର୍ଣ୍ଣାଟକ ଯୌନ ଉତ୍ପୀଡ଼ନ ମାମଲା: ସାରା ଦେଶରେ ଝଡ଼ ସୃଷ୍ଟି କରିଛି ବାପା-ପୁଅଙ୍କ କେଳେଙ୍କାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକର ହାସନ ଜିଲ୍ଲାରେ ଅନେକ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ମାମଲାରେ ଏବେ ଛନ୍ଦି ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ...

ମୋହନାରେ ଏଥର ବି ତ୍ରିମୁଖୀ ଲଢ଼େଇ: କିଏ ଜିତିବ ଭୋଟରଙ୍କ ମନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୋହନା ଦକ୍ଷିଣ ଓଡ଼ିଶାର ଏମିତି ଏକ ଆସନ ଯେଉଁଠାରେ ଶେଷ ପର୍ଯ୍ୟାୟ ଗଣତି ଯାଏଁ ବି କହି ହୁଏନି ଜିତିବ କିଏ। ଏଠି ସବୁ ଦଳ ପ୍ରାର୍ଥୀର ପରସ୍ପରକୁ ଦେଇଥାନ୍ତି...

ନୂଆପଡ଼ା ବିଧାନସଭା ଆସନ ଲାଗି ଦମଦାର ହେବ ରାଜନୈତିକ ଲଢ଼େଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ନୂଆପଡ଼ା ବିଧାନସଭା ଆସନ ଲାଗି ଜୋରଦାର ହେବ ରାଜନୈତିକ ଲଢ଼େଇ। ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ଟାଣୁଆ ନେତା। ତେବେ ବିଜେଡି-ବିଜେପି ନା କଂଗ୍ରେସ, କାହା...

ରାଜ୍ୟରେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ଶନିବାର କୋରାପୁଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା...

ଖଣ୍ଡପଡ଼ାରେ ବିଗୁଡ଼ୁଛି ବିଜେଡିର ସ୍ଥିତି: ଦଳ ଛାଡ଼ିଲେ, ଅସନ୍ତୋଷ ଝାଡ଼ିଲେ ଅନୁଭବ ପଟ୍ଟନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଗିଡ଼ିବାରେ ଲାଗିଛି ଦଳର ସ୍ଥିତି। ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଦଳ ଛାଡ଼ିଛନ୍ତି ବିଜେଡିର ଟାଣୁଆ ନେତା...

ମେ’ ୧୩ରେ ଆନ୍ଧ୍ରପ୍ରଦେଶରେ ମତଦାନ: ମଇଦାନରେ ଲୋକସଭା ପାଇଁ ୪୫୪ ଏବଂ ବିଧାନସଭା ପାଇଁ ୨,୩୮୭ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ମେ’ ୧୩ ତାରିଖରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଲୋକସଭା ପାଇଁ ୪୫୪ ଜଣ ଏବଂ ବିଧାନସଭା ପାଇଁ ୨,୩୮୭ ଜଣ...

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ...

ଟିକେଟ୍ ଫେରାଇଲେ ପୁରୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଟିକେଟ୍ ଫେରାଇଛନ୍ତି ପୁରୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ପ୍ରଚାର ପାଇଁ ଦଳ ଫଣ୍ଡିଂ ନଦେବା ଅଭିଯୋଗରେ ଶନିବାର ଦିନ ସେ ଟିକେଟ୍ ଫେରାଇ ଦେଇଛନ୍ତି। ଏନେଇ ସେ ଇମେଲ...

ବିରାଟ ଶୋଭାଯାତ୍ରାରେ ଆସି କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ସଂତୃପ୍ତ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର। ଶୁକ୍ରବାର ବିରାଟ ଶୋଭାଯାତ୍ରାରେ ଆସି ସେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ...

ବଦଳିଲା ବିଭାଗ: ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ସୁଜାତା କାର୍ତ୍ତିକେୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ସୁଜାତା କାର୍ତ୍ତିକେୟନ। ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ଲାଗି ଗୁରୁବାର...