କେନ୍ଦୁଝରରରେ ନିର୍ବାଚନୀ ହିଂସା ଘଟଣା – ୮ଗିରଫ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତକାଲି ଘଷିପୁରା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରପଡ଼ା ଓ ଗଡବାନ୍ଧୋଗୋଡ଼ା ନିକଟରେ ହିଂସା...
ଦିଲ୍ଲୀ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଉତ୍ତର-ପୁର୍ବରୁ ଲଢ଼ିବେ ଶୀଲା ଦୀକ୍ଷିତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛିା ଦିଲ୍ଲୀରେ କଂଗ୍ରେସ ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଛିା ଦିଲ୍ଲୀରେ ୭ଟି ଆସନ ରୁ...
ବିଜେପିର ୫ ନୂଆ ମୁଖପାତ୍ର ନିଯୁକ୍ତ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ୫ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛି।
ରାଜ୍ୟରେ ସଂଗଠନକୁ ସୁଦୃଢ କରିବା ଲାଗି ବିଜେପି ୫ଜଣ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି।
ବିଷ୍ଣୁ...
ଅନନ୍ତଙ୍କୁ ମେଡିକାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଭୁବନେଶ୍ୱର ମଧ୍ୟର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଦେଖା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତକାଲି ରାତିରେ ଝାରପଡ଼ା ଅଞ୍ଚଳେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ...
୨୬ରେ ବାଲେଶ୍ୱରରେ ପ୍ରଚାର କରିବେ ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ହେବାକୁଥିବା ୪ଟି ପର୍ଯ୍ୟାୟ ମତଦାନରୁ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛିା ବାକି ଦୁଇଟି ପର୍ଯ୍ୟାୟ ମତାଦନ ଏପ୍ରିଲ ୨୩ ଓ ୨୯ରେ ଅନୁଷ୍ଠିତ ହେବା
ଏପ୍ରିଲ ୨୩ରେ ଅର୍ଥାତ ଆସନ୍ତାକାଲି...
୨୩ରେ ଓଡ଼ିଶା ଆସିବେ ମୋଦି, କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଥିଲାବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳମାନେ ପ୍ରଚାର ଜୋର କରୁଛନ୍ତିା ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି...
Election Update @11AM (୨୨ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରସ୍ତୁତି ଚୂଡ଼ାନ୍ତ
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ...
ମେନକାଙ୍କ ବିରୋଧରେ ସୁଲତାନପୁରରେ ଆଜି ରାହୁଲ କରିବେ ପ୍ରଚାର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ଖୁଡ଼ି ତଥା ସୁଲତାନପୁରର ବିଜେପି ପ୍ରାର୍ଥୀ ମେନକା ଗାନ୍ଧିଙ୍କ ବିରୋଧରେ ନିର୍ବାଚନୀ ପ୍ରଚାର କରିବେ। ସୁଲତାନପୁର ବ୍ୟତିତ ରାହୁଲ ୟୁପିର ବାରବାଙ୍କି,...
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରସ୍ତୁତି ଚୂଡ଼ାନ୍ତ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଓ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ...
ତୃତୀୟ ପର୍ଯ୍ୟାୟ ପ୍ରଚାର ପରେ ନବୀନଙ୍କ ଫକୋସରେ ଚତୁର୍ଥ ପର୍ଯ୍ୟାୟ ମତଦାନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ପ୍ରଚାର ପରେ ଏବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫୋକସରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଆଜି ଉପକୂଳରେ ମାରାଥନ ପ୍ରଚାର କରିବେ ନବୀନ।
ଜଗତସିଂହପୁର ଓ...




















