ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ହେବାକୁଥିବା ୪ଟି ପର୍ଯ୍ୟାୟ ମତଦାନରୁ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛିା ବାକି ଦୁଇଟି ପର୍ଯ୍ୟାୟ ମତାଦନ ଏପ୍ରିଲ ୨୩ ଓ ୨୯ରେ ଅନୁଷ୍ଠିତ ହେବା

ଏପ୍ରିଲ ୨୩ରେ ଅର୍ଥାତ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବା ଏଥିପାଇଁ ପ୍ରଚାର ମଧ୍ୟ ଶେଷ ହୋଇଛିା ଏବେ ନେତାଙ୍କ ଫୋକସରେ ଚତୁର୍ଥ ପର୍ଯ୍ୟାୟ ମତଦାନ ରହିଛିା ଏହି ପର୍ଯ୍ୟାୟ ଲାଗି ନେତା ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତିା

ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବାଲେଶ୍ୱର ଆସନ ଲାଗି ପ୍ରଚାର ପାଇଁ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିା ଏପ୍ରିଲ ୨୬ରେ ରାହୁଲ ବାଲେଶ୍ୱରରେ ଆୟୋଜିତ ଏକ ସଭାରେ ଯୋଗ ଦେବୋ ଏହାପରେ ଜଗତସିଂହପୁରରେ ମଧ୍ୟ ପ୍ରଚାର କରିବା ସମ୍ଭବନା ରହିଛିା

ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ମୟୂରଭଞ୍ଜ, ବଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହା ଅଧୀନରେ ୪୨ଟି ବିଧାନସଭା ଆସନ ଲାଗି ମତଦାନ ହେବା

Comment