ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ : ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ (କଟକରୁ ପ୍ରଣବ କୁମାର ନନ୍ଦୀ): ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବା ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଲାଣି। ନିର୍ବାଚନ ପାଇଁ ଆଉ ମାତ୍ର...

ସସପେଣ୍ଡ ହେଲେ ୬ ପୋଲିଂ କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ଗୁରୁବାର ବରଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଶୁକ୍ରବାର ବରଗଡ଼ରେ ନିୟୋଜିତ ୬ ଜଣ ପୋଲିଂ କର୍ମଚାରୀ ସସପେଣ୍ଡ ହୋଇଛନ୍ତିା ବରଗଡ଼ ଜିଲ୍ଲାପାଳ ଏହି ୬ କର୍ମଚାରୀଙ୍କୁ ସସପେଣ୍ଡ...

ଭଦ୍ରକ ଲୋକସଭା – ପରିବାର ରାଜନୀତି ପାଇଁ ନୂଆ ପରୀକ୍ଷା

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଏଥର ଭଦ୍ରକ ଲୋକସଭାରେ ଜମୁଛି ପରିବାର ରାଜନୀତିର ଲଢ଼େଇ। ୨୦୧୯ ନିର୍ବାଚନ ଭଦ୍ରକ ଲୋକସଭା ଆସନ ଲାଗି ତିନି ଛାମୁଆ ନେତା ମଧୁମିତା ସେଠୀ, ଅଭମନ୍ୟୁ ସେଠୀ ଓ ମଞ୍ଜୁଲତା...
Election Update 2PM

Election Update @2PM (୧୯ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଋଣପୁରରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମରାଥନ ପ୍ରଚାର କରୁଛନ୍ତି। ରଣପୁରେ ଆଜି...

ହାତ ଛାଡ଼ିଲେ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ନିର୍ବାଚନ ଜାରି ରହିଥିଲାବେଳେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛିା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତିା ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ...

ଛତିଶଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ, ୨ୟ ପର୍ଯ୍ୟାୟରେ ୭୧ ପ୍ରତିଶତ ଭୋଟିଂ ରେକର୍ଡ

ଓଡ଼ିଶାଲାଇଭ ବ୍ୟୁରୋ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ମତଦାନ ଶେଷ ହୋଇଛିା ଏହି ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛିା ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ...
Naveen

ରଣପୁରରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମରାଥନ ପ୍ରଚାର କରୁଛନ୍ତି। ରଣପୁରେ ଆଜି ନବୀନ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। ଜୟ ଜଗନ୍ନାଥ ଧ୍ୱନିରୁ ନବୀନ ନିଜ...
Election Update 11am

Election Update @11AM (୧୯ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଶ୍ରୀକ୍ଷେତ୍ରରେ ଆଜି ନବୀନଙ୍କ ମାରାଥନ ପ୍ରଚାର ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ହେଲିକପ୍ଟରରେ...

ଆଜି ଓଡ଼ିଶା ଆସିବେ ରାଜନାଥ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶା ଆସିବେ ରାଜନାଥ ସିଂହ। ନୟାଗଡ଼, କଟକ, ମୟୂରଭଞ୍ଜରେ କରିବେ ସଭା। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ନେତାମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତିା ସବୁଠୁ...

ପୁରୀରେ ଆଜି ନବୀନଙ୍କ ମାରାଥନ ପ୍ରଚାର

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ହେଲିକପ୍ଟରରେ ରଣପୁରରେ ପହଞ୍ଚିବେ ନବୀନ। ତା'ପରେ ସେଠାରୁ ବିଭିନ୍ନ ସ୍ଥାନରେ ଆୟୋଜିତ...