ଢେଙ୍କାନାଳରେ ଗର୍ଜିଲେ ଅମିତ ଶାହ – କହିଲେ, ‘‘ଓଡ଼ିଶାରେ ଚାଲିଛି ‘ବାବୁ’ ରାଜ୍’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଢେଙ୍କାନାଳରେ ପ୍ରଚାର କଲେ ଅମିତ ଶାହ
ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ
ଓଡ଼ିଶାରେ ଦରକାର ବିଜେପି ସରକାର – ଅମିତ ଶାହ
ବିଜେପିକୁ ଭୋଟ ଦେବା ପାଇଁ...
ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ନେଇ କେରଳରେ ପ୍ରଚାର ଆରମ୍ଭ କଲେ ରାହୁଲ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳ ଗସ୍ତ କରିଥିଲେ। ଗସ୍ତକରି ସେ ଥିରୁନେଲି ମନ୍ଦିର ଯାଇଥିଲେ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।
ରାହୁଲ ଏହି ସମୟରେ ଧୋତି...
ନବୀନଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ନବୀନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ରାଉରକେଲାରେ ପ୍ରଚାର କରିଥିଲେ। ରାଉରକେଲାରେ ନବୀନ ପହଞ୍ଚିବା ପରେ ତାଙ୍କ ହେଲିକପ୍ଟରକୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଯାଞ୍ଚ...
Election Update @2PM (୧୭ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ବୁଥରେ ପହଞ୍ଚୁଛନ୍ତି
ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ ଟି ଲୋକସଭା ବରଗଡ଼,...
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ବୁଥରେ ପହଞ୍ଚୁଛନ୍ତି ପୁଲିଂ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଓ ତା’ ଅଧୀନରେ ଥବା ୩୫ଟି ବିଧାନସଭା...
ଆସନ୍ତାକାଲି ୭୬ଲକ୍ଷ ୯୩ହଜାରରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବେ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଏହା ପୂର୍ବରୁ ଆଜି ମତଦାନ ନେଇ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ...
ରାଜଧାନୀରେ ନିର୍ବାଚନୀ ହିଂସା, ଥାନାରେ ଏତଲା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ ୧୮ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିଲାବେଳେ ରାଜଧାନୀ ଭୁବନେଶ୍ୱରରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛିା ବିଜେପି ବିଧାୟକିା ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ବେଳେ...
ପଶ୍ଚିମ ଓଡ଼ିଶାର ପାଞ୍ଚ ଆସନ ଉପରେ ସମସ୍ତଙ୍କ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତା କାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଉପରେ ସମସ୍ତଙ୍କର ନଜର ଅଟକିଛି। ଏଗୁଡ଼ିକ ହେଲା ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼ ଓ...
ରାମଦେବଙ୍କ ୟୁ-ଟର୍ଣ୍ଣ!
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ମଙ୍ଗଳବାର ଯୋଗଗୁରୁ ବାବା ରାମଦେବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଟେ। ଜୟପୁର ଆସନ ଲାଗି ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପ୍ରାର୍ଥିପତ୍ର ଦାଖଲ...
ବିଜେପି ସରକାରକୁ ଆସିଲେ ମଙ୍ଗୁଳି ଜେନାଙ୍କୁ ନ୍ୟାୟ ମିଳିବ – ମୋଦି
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ହଜାର ହଜାର ଲୋକଙ୍କ ସାମ୍ନାରେ ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କୁ ମନେ ପକାଇଲେ ମୋଦି।
ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ୯ ନମ୍ବର...




















