ବାଲେଶ୍ୱରରେ ହାଇପ୍ରୋଫାଇଲ୍ ଲଢ଼େଇ – କିଏ ମାରିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର। ବାଲେଶ୍ୱର ଲୋକସଭା କ୍ଷେତ୍ରରେ...

ଆସିଲା ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ରାଉରକେଲା ବିଧାନସଭା ଆସନରୁ ଦିଲ୍ଲୀପ ରାୟଙ୍କୁ ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା...

ବିଜେଡି ଛାଡ଼ିଥିଲେ, ବିଜେପିରେ ମିଶିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେବା ପରେ ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଧିବଦ୍ଧ...

ବୌଦ୍ଧ: ନିର୍ବାଚନୀ ସଭାରେ ଯୋଗଦେବା ଅଭିଯୋଗରେ ଶିକ୍ଷକଙ୍କ ବଦଳି

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ନିର୍ବାଚନୀ ସଭାରେ ଯୋଗଦେବା ଅଭିଯୋଗରେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନୂଆପଲ୍ଲୀ ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ। ଆଗାମୀ...

ନିର୍ବାଚନ ପ୍ରଚାର ବେଳେ ପଥର ମାଡ଼: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଜୟୱାଡ଼ାଠାରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଦୁର୍ବୃତ୍ତଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଜଗନମୋହନ ରେଡ୍ଡୀଙ୍କ ଡାହାଣ ଆଖି ନିକଟରେ ଆଘାତ...

ବିଜେପିରେ ଯୋଗଦେଲେ ଜ୍ୟୋତି ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରେ ଯୋଗଦେଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସୋମବାର ଦିନ ଜ୍ୟୋତି ପାଣିଗ୍ରାହୀ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ପୂର୍ବତନ...

ଆସିଲା କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ନିଜର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଏଥିରେ ଦଳ ପକ୍ଷରୁ ରାଜ୍ୟର ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା...

ରୋଚକ ହେବ କଟକ ଲୋକସଭା ଲଢ଼େଇ: ଅଭିଜ୍ଞ ଭର୍ତ୍ତୃହରିଙ୍କୁ ଟକ୍କର ଦେବେ ସଂତୃପ୍ତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କଟକରେ ଭର୍ତ୍ତୃହରି ମହତାବ ଓ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଟକ୍କର। ପରୀକ୍ଷା ହେବ ବିଜେଡି, ବିଜେପିର ସାଂଗଠନିକ ଶକ୍ତି।    କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ...

ବୌଦ୍ଧ: ମହଙ୍ଗା ପଡ଼ିଲା ନିର୍ବାଚନ ରାଲି, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ  

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହଙ୍ଗା ପଡ଼ିଲା ନିର୍ବାଚନ ରାଲି। ରାଜନୈତିକ ଦଳର ରାଲିରେ ଯୋଗଦେଇ ନିଲମ୍ବିତ ହେଲେ ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ।...

ବିଜେପିରେ ଯୋଗଦେଲେ ବିଜେଡି ନେତା ଅଜୟ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ପୂର୍ବରୁ ଚାଲିଛି ଦଳବଦଳ ଓ ମିଶ୍ରଣ ପର୍ବ। ଏହାରି ମଧ୍ୟରେ ଶନିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ବିଜେପି...