ଫିଲ୍ମ ଷ୍ଟାରଙ୍କ ରାଜନୀତି ଆଉ କାମ ଦେଉନି 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ରାଜନୀତିରେ ଚିତ୍ର ତାରକାମାନେ ଆଗ ଭଳି ଆଉ ପ୍ରଭାବଶାଳୀ ହୋଇ ପାରୁ ନାହାନ୍ତି। ଅନ୍ୟ ରାଜ୍ୟରେ ଫିଲ୍ମ ଅଭିନେତା ରାଜନୀତିରେ ସେମାନଙ୍କ ଦବଦବା ବଜାୟ ରଖିଥାଇ ପାରନ୍ତି କିନ୍ତୁ...

ପଚାଶ ଜଣଙ୍କ ଟିକେଟ କାଟିଛନ୍ତି ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ଏଥର ୫୦ ଜଣଙ୍କୁ ଟିକେଟ ଦେଇନଥିବା ଜଣାପଡ଼ିଛି।...

ଆଜି କେରଳର ୱାଇନାଡ୍‌ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ ରାହୁଲ, ଉପସ୍ଥିତ ରହିବେ ଭଉଣୀ ପ୍ରିୟଙ୍କା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ କଂଗ୍ରେସ ସଭାପତି ରାହୁଲ ଗାନ୍ଧି  ଆଜି କେରଳର ୱାଇନାଡ୍‌ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ରାହୁଲଙ୍କ ସହିତ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି...

ମୁଁ ବ୍ରହ୍ମଗିରିର ଝିଅ – ଉପାସନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=Gd0DUlgMJP0] ‘‘ମୁଁ ଲୁଲୁ ମହାପାତ୍ରଙ୍କ ଝିଅ। ମୁଁ ହେଉଛି ବ୍ରହ୍ମଗିରିର ଝିଅ। ଏହା ହିଁ ହେଉଛି ମୋର ପରିଚୟ’’, କହିଛନ୍ତି ଉପାସନା ମହାପାତ୍ରା ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବୁଧବାର ଦିନ...

ପାଟ୍ଟଶାଣୀ କହିଲେ, ‘‘ମତେ କଣ୍ଟ୍ରୋଭର୍ସିକୁ ଟାଣନି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=38CjjDvAAXM ଭୁବନେଶ୍ୱର ଲୋକସଭା ଆସନରୁ ଏଥର ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ଦେଇନି ବିଜେଡିା ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ବିଜେଡିା ବାବାଙ୍କୁ ତ...

ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ରଘୁନାଥ ମହାନ୍ତିଙ୍କୁ ଟିକେଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ଆଜି ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ଚମ୍ପୁଆ, ନିଆଳି, ଭୋଗରାଇ, ବସ୍ତା ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି ବିଜେପିା ଏସବୁ ଭିତରେ...

ଟଙ୍କା ଦିଆ ନିଆ ରାଜନୀତିକୁ ମୁଁ ଘୃଣା କରେ – ଅପରାଜିତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=MVO8LzxQTKs ଭୁବନେଶ୍ୱର ଲୋକସଭା ଆସନରେ ପ୍ରଚାରକୁ ଜୋରଦାର କରିଛନ୍ତି ଅପରାଜିତା। ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଜୋରଦାର କରିଛନ୍ତି ପ୍ରଚାରା ପ୍ରାଥିପତ୍ର ଦାଖଲ କରିବା ପରେ...

କଂଗ୍ରେସ ଦଉଛି ଟିକେଟ, ନବାକୁ ନେତା ନାହାନ୍ତି ରାଜି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜଣକ ପରେ ଜଣେ ନେତା କଂଗ୍ରେସକୁ ଦେଉଛନ୍ତି ଝଟକା। ୨୦୧୯ ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ଟିକେଟ ତାଲିକା ଘୋଷଣା କରୁଥିବା ବେଳେ କଂଗ୍ରେସରେ କିନ୍ତୁ ଝାମେଲା ତୁଟୁନିା କଂଗ୍ରେସ...

କଂଗ୍ରେସ ଛାଡ଼ିଲେ ବିଭୁପ୍ରସାଦ ତରାଇ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ପଖେଇ ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା। ବୁଧବାର ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନା କରିଥିବା ବେଳେ...

ହାଇଟେକ ବସରେ ହାଇଟେକ ପ୍ରଚାର, ୬୦ କିଲୋମିଟର ରୋଡ ସୋ’ କଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗଞ୍ଜାମରେ ମାରାଥନ ପ୍ରଚାର ପ୍ରଥମ ଥର ପାଇଁ ହାଇଟେକ ବସରେ ପ୍ରଚାର ୬୦ କିଲୋମିଟର ରୋଡ ସୋ’ ରୋଡ ସୋ’ରେ ସାମିଲ ହେଲେ ହଜାର ହଜାର ସମର୍ଥକ ବିଜେଡି...