ରାଜକିଶୋର-ସୁବାସ ପଦ୍ମ ଦଳ ପାଇଁ କିଛିଟା ଆଣିବେ ଘାଟା – ‘ଓପିନିଅନ ଓଡ଼ିଶା’
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମୟୂରଭଞ୍ଜ ଏବଂ ବରଗଡ଼ର ବରିଷ୍ଠ ନେତା ରାଜକିଶୋର ଦାସ ଓ ସୁବାସ ଚୌହାନ ନିକଟରେ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତିା ଏହାକୁ ନେଇ ପଦ୍ମ ପାଖୁଡ଼ା ଖସୁଥିବା ଚର୍ଚ୍ଚା ହେଉଥିଲା।...
ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣରେ ଛନ୍ଦିଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଆଜି ଛନ୍ଦିଛି ବିଜେଡିା ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧା ଧର୍ମେନ୍ଦ୍ରଙ୍କୁ ଆଟାକ କରିଛନ୍ତିା ଧର୍ମେନ୍ଦ୍ର ମଧ୍ୟ ନିଜ...
ବିଜେପିକୁ ଫେରିଲେ ବିଜୟ – ବଦଳିବ କେନ୍ଦ୍ରାପଡ଼ା ଭୋଟ ଗଣିତ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୟ ମହାପାତ୍ର ବିଜେପିକୁ ଫେରିବା ପରେ କେନ୍ଦ୍ରାପଡ଼ା ରାଜନୀତିରେ କ’ଣ ରହିବ ପ୍ରଭାବ?
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମାନ ଭଞ୍ଜନ କରିଛି ବିଜେପିା ବିଜୟଙ୍କୁ ବୁଝାଇ ସୁଝାଇ ଦଳକୁ ଫେରାଇ...
ରଞ୍ଜୀବ ବିଶ୍ୱାଳ ହେଲେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ। ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ରଞ୍ଜୀବ ରାଜ୍ୟସଭା...
ସୁବାସ ଚୌହାନ ହେଲେ ବିଜେଡି ସାଧାରଣ ସମ୍ପାଦକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସଦ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କୁ ମିଳିଛି ନୂଆ ଦାୟିତ୍ୱ। ସୁବାସ ଚୌହାନଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ନିର୍ବାଚନ ମଇଦାନରେ ଲଢ଼ିବେ ପୁଅ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ଜମିବ ନିର୍ବାଚନ। ପୁଅଙ୍କୁ ମିଳିଲା ଟିକେଟ।
ନିର୍ବାଚନ ଲଢ଼େଇରୁ ଓହରିଲେ ବାପା। ଆସିଲେ ପୁଆ ଟିକେଟ ଘୋଷଣା ହେବା ପରେ ନବୀନ ନିବାସ ଆଜି ଦେଖିବାକୁ ମିଳିଥିଲା ତିନି ନେତାଙ୍କ...
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମୋହନ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଛାଡ଼ିଲେ ପୂର୍ବତନ ଯାଜପୁର ସାଂସଦ ମୋହନ ଜେନା। ଆଗାମୀ ନିର୍ବାଚନରେ ମୋହନଙ୍କୁ ଟିକେଟ୍ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଛନ୍ତି। ମୋହନ ବିଜୁ ଜନତା ଦଳର ପ୍ରାଥମିକ...
ବିଜେପିକୁ ଫେରିଲେ ବିଜୟ – ଅତନୁ କହିଲେ, ‘‘କେନ୍ଦ୍ରାପଡ଼ାରେ ପଡ଼ିବନି ପ୍ରଭାବ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୫ ମାସ ପରେ ବିଜେପି ଶିବିରକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରା ବିଜୟଙ୍କୁ ନେଇ କେନ୍ଦ୍ରାପଡ଼ା ରାଜନୀତିରେ ଗଣିତ କଷୁଛି ବିଜେପିା ହେଲେ ବିଜୟଙ୍କର ବିଜେପିରେ ଯୋଗଦାନ କେନ୍ଦ୍ରାପଡ଼ା...
ଯାହାର ଲୋକପ୍ରିୟତା ଅଧିକ ସେ ଜିତିବ ଭୁବନେଶ୍ୱର – ଅରୂପ ପଟ୍ଟନାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ଟିକେଟ୍ରୁ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଶାସିକାରୁ ପଲିଟିସିଆନ ହୋଇଥିବା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସହିତ...
ଶୃଙ୍ଖଳିତ ନିର୍ବାଚନ ପରିଚାଳନା ନେଇ ସମ୍ବଲପୁରରେ ଉଚ୍ଚସ୍ତରୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ସ୍ୱତନ୍ତ୍ର ପୋଲିସ ଡିଜି ସୁନିଲ...




















