ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଜୟପ୍ରଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ଠିକ୍ ପୂର୍ବରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଏହି ମଧ୍ୟରେ ଅଭିନେତ୍ରୀ ଜୟପ୍ରଦା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଜାତୀୟ ବିଜେପି ମୁଖପାତ୍ର ଅନିଲ ବଲୁନି ଓ...
ପଦ୍ମ ଛାଡ଼ିଲେ ସୁବାସ ଚୌହ୍ୱାନ, ଦଳ ଛାଡ଼ିବା ଲାଗି ବାଧ୍ୟ କରାଯାଇଥିବା ଚିଠିରେ ଲେଖିଲେ ସୁବାସ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପିରୁ ଇସ୍ତଫା ଦେଇଛନ୍ତି ସୁବାସ ଚୌହନ। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି।
ବରଗଡରୁ ବିଜେପି ସୁବାସଙ୍କୁ ଟିକେନ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ।...
ଲୋଭ ଓ ଲାଭ ପାଇଁ ଦଳ ଛାଡ଼ନ୍ତି ନେତା – ପ୍ରସାଦ ହରିଚନ୍ଦନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=hc_00jg7fDU] ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଲେ, "୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି।"
"୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି। ୫ ବର୍ଷ ଧରି...
ମୟୂରଭଞ୍ଜରେ ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ସ୍ୱାଗତ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଏବେ ପ୍ରାୟ ସବୁଦଳରେ ପ୍ରତିଦିନ ଚାଲିଛି ମିଶ୍ରଣ ପର୍ବ। ନିକଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ...
ନବୀନ ମୋର ପରିବାର, ଶଙ୍ଖ ମୋର ଚିହ୍ନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନବୀନ ନିବାସରେ ଏଲଇଡି ପ୍ରଚାର ଭ୍ୟାନର ଶୁଭାରମ୍ଭ କରାଯାଇଛି।
ଏଥର ବିଜେଡି ପ୍ରଚାରରେ ୩୧୪ଟି ଛୋଟ ଏଲଇଡି...
ନିର୍ବାଚନ ପୂର୍ବରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ପୂର୍ବରୁ ସାରା ଦେଶରୁ ବିପୁଳ ପରିମାଣ ଟଙ୍କା ଜବତ କରାଯାଇଛି। ଭାରତୀୟ ନିର୍ବାଚନ କମିଶନ ଜବତ ଟଙ୍କାର ତାଲିକା ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ତାଲିକା ଅନୁସାରେ ବିଭିନ୍ନ...
ଅଟିକିଛି କାଳିଆ ଟଙ୍କା, ବିଜେପି-ବିଜେଡି ଛକାପଞ୍ଝା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୧୩ଲକ୍ଷ ଚାଷୀଙ୍କୁ ମିଳିବନି କାଳିଆ ସହାୟତା, ଆଜି ଇସିଙ୍କ ନିକଟରେ ଫେରାଦ ହେବ ବିଜେଡି।
ଏକାଧିକ ପର୍ଯ୍ୟାୟରେ ରାଜ୍ୟସରକାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କାଳିଆ ସହାୟତା ଯୋଗାଇଦେଇଛନ୍ତି।
ନିକଟରେ ୧୩ଲକ୍ଷରୁ ଅଧିକ...
କଂଗ୍ରେସ ତାଲିକା – ଆଗେ ‘ପରିବାର’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ଯଦି ଆଖି ପକାଯାଏ ଗୋଟିଏ କଥା ସ୍ପଷ୍ଟ ହେବ ଯେ ଏଥର ଦଳ ପରିବାରକୁ ଅଧିକ ପ୍ରାଧାନ୍ୟ ଦେଇଛି। ଆଗରୁ ଦଳର...
ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରୁ ଆଡଭାନି ଓ ମୁରଲୀ ମନୋହର ଯୋଶି ବାଦ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନ ଲାଗି ବିଜେପି ଅନେକ ସ୍ଥାନରେ ପ୍ରଚାର ଆରମ୍ଭ କରିଛି। ପ୍ରଚାର ଲାଗି ଅନେକ ରାଜ୍ୟରେ ବିଜେପି ବିଜୟ ସଂକଳ୍ପ ଶୋଭାଯାତ୍ରା ବି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲରେ ଶେଷଦିନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବାଜିଛି ନିର୍ବାଚନ ବିଗୁଲ। ଏହାପରେ ରାଜ୍ୟ ରାଜନୀତି ସରଗରମ। ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଯାଉଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ରେ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ...




















