କିଏ ପାଇବ ବିଜେପି ଟିକେଟ – ବରୁଣ ନା ମେନକା?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ଲାଗି ୨୦ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରୁ ୧୮୫ ଜଣଙ୍କ ନାମ ଘୋଷଣା କରିଛି। ଯେଉଁ ତାଲିକାରେ ଦେଖିବାକୁ ମିଳିଛି ଦଳ...
ବସନ୍ତ କାହିଁକି ହେଲେ ସାଂସଦ ପ୍ରାର୍ଥୀ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନୂଆପଡ଼ା ବିଧାନସଭା ଆସନ ଛାଡ଼ି ବସନ୍ତ କଳାହାଣ୍ଡି ଲୋକସଭା ଆସନରୁ ହେଲେ ପ୍ରାର୍ଥୀ।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି। ବିଜେଡିର ପୁଷ୍ପେନ୍ଦ୍ର...
ମଡେଲିଂରୁ ରାଜନୀତି – ଏମିତି ରହିଛି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ସଫର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମଡେଲିଂରୁ ରାଜନୀତି, ଜାଣନ୍ତୁ କେମିତି ରହିଛି କେନ୍ଦମନ୍ତ୍ରୀ ସ୍ମୃତି ଇରାନିଙ୍କ ଲାଇଫ୍।
ପ୍ରଥମେ ମଡେଲିଂ, ତା’ପରେ ଟିଭି ଅଭିନେତ୍ରୀ ଆଉ ଏବେ ଜଣେ ପଲିଟିସିଆନ ହେଲେ ସ୍ମୃତି ଇରାନି। ୩ଟି ଯାକ କ୍ଷେତ୍ରରେ...
ପୁଣି ଥରେ ବିଜେପିକୁ ଆପଣାଇବେ କି ବିଜୟ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି। ନିର୍ବାଚନ ପୂର୍ବରୁ ପ୍ରତିଦିନ ରାଜ୍ୟ ରାଜନୀତିରେ କିଛି ନା କିଛି ଘଟୁଛି।
ରାଜନୈତିକ ହଟଚମଟ ଭିତରେ ସବୁଠୁ ଅଧିକ ଦଳଡିଆଁ ବା ଅଦଳବଦଳ...
କଂଗ୍ରେସରେ ସାମିଲ ହେବେ ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାର ଖ୍ୟାତନାମା ଡ୍ୟାନ୍ସର ସପନା ଚୌଧୁରୀ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ହେଉଛି। ରିପୋର୍ଟ ଅନୁସାରେ ଦୀର୍ଘ ଦିନରୁ ସପନା ଚୌଧୁରୀ କଂଗ୍ରେସ ସହିତ ସମ୍ପର୍କରେ ଅଛନ୍ତି। ସେ...
ଟିକେଟ ଘୋଷଣାକୁ ନେଇ ଭଦ୍ରକ ବିଜେପି ପାର୍ଟି ଅଫିସରେ ତାଲା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଛି। ଯେଉଁ ମାନେ ଟିକେଟରୁ ବଞ୍ଜିତ ହୋଇଛନ୍ତି ଅବା ଯେଉଁମାନଙ୍କୁ ଦଳ ଟିକେଟ ଦେଇନାହିଁ ସେମାନଙ୍କ...
ଟିକେଟ ଘୋଷଣା ପରେ ବଢ଼ୁଛି ବିଜେପି କେଁ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପି ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ୫ ଲୋକସଭା ଓ ୨୨ବିଧାନସଭା ଆସନ ଅଛି।
୫ଲୋକସଭା ଆସନ ମଧ୍ୟରେ ଦଳ ବରଗଡ଼ରୁ ଟିକେଟ...
ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀଙ୍କୁ ଟିକେଟ ଦେଲା କଂଗ୍ରେସ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ୫୪ ବିଧାନସଭାର ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରାଯାଇଛି।
ଏହି ତାଲିକାରେ ମାଓନେତା ସବ୍ୟସାଚୀ...
ଆଜି ଆସିପାରେ ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଶୁକ୍ରବାର ବିଜେପି ଓ କଂଗ୍ରେସ ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।
ଯାହାପରେ କାହାକୁ କେଉଁଠୁ ଦଳ ଟିକେଟ ଦେଇଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।
ଏହାରି ଭିତରେ...
ଚର୍ଚ୍ଚାର ଅନ୍ତ, ହାତ ନୁହେଁ ପଦ୍ମ ଧରିଲେ ପ୍ରତ୍ୟୁଷା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପିରେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଶନିବାର ବିଦ୍ଧିବଦ୍ଧ ଭାବେ ପ୍ରତ୍ୟୁଷା ବିଜେପିରେ ସାମିଲ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ବସନ୍ତ ପଣ୍ଡା ଓ...




















