ନବରଙ୍ଗପୁର ଜିଲ୍ଲା – ବିଜେଡି ଖୋଜୁଛି ନୂଆ ମୁହଁ, କଂଗ୍ରେସକୁ ଭରସା ପୁରୁଖା ନେତା!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନବରଙ୍ଗପୁରର ତିନି ବିଧାନସଭା ଆସନ ପାଇଁ ବିଜେଡି ନୂଆ ମୁହଁ ଖୋଜୁଛି। ନବରଙ୍ଗପୁର ଜିଲ୍ଲାର ଚାରିଟି ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ପକ୍ଷରୁ ଜୋରଦାର ଲବି ଆରମ୍ଭ ହୋଇଯାଇଛି।...

ଲୋକସଭାରେ ଲମ୍ବା ଭାଷଣ ଦେଲେ ମୋଦି- କହିଲେ, “ଚୋର ଆଜି ଚୌକିଦାରକୁ ଗାଳି ଦଉଛି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ସମୟ ଧରି ଭାଷଣ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ମୋଦି ପାଖାପାଖି ୧ ଘଣ୍ଟା ୪୦ ମିନିଟ୍...

ରବର୍ଟ ଭଦ୍ରାଙ୍କୁ ପୁଣି ଜେରା – ଗୁଡ଼େଇ ତୁଡ଼େଇ ପ୍ରଶ୍ନ କଲେ ଇଡି ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ଦିନରେ ଜେରା କଲେ ଇଡି ଅଧିକାରୀ। ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପୁଣି ଇଡି...

ରାଜନଗର ବିଧାନସଭା ଆସନ : କଂଗ୍ରେସ-ବିଜେଡି ମଧ୍ୟରେ କଡ଼ା ଟକ୍କର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସର ଗଡ଼ ରାଜନଗର ନିର୍ବାଚନ ମଣ୍ଡଳୀରେ ୨୦୧୯ ନିର୍ବାଚନରେ ହେବ ଜୋରଦାର ଲଢ଼େଇ। ଓଡ଼ିଶାର ଉପକୂଳ ରାଜନୀତିରେ ରାଜନଗର ବିଧାନସଭା ଆସନ ସବୁବେଳେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଭଳି...

ଚାଷୀ-ମହିଳା-ଯୁବକଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ନବୀନ ସରକାର

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବଜେଟରେ କାଳିଆ ପାଇଁ ସର୍ବଧିକ ଅର୍ଥ ବ୍ୟୟବରାଦ। ଚାଷୀ, ମହିଳା ଏବଂ ଯୁବକଙ୍କ ହାତରେ ରହିଛି ଭୋଟ। ଏହାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ବୁଝିଛନ୍ତି। ସେଥିପାଇଁ...

ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଲା ବଜେଟ୍ – ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ମୋଟ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ।...

କାହିଁକି ଚାଷୀ କରୁଛନ୍ତି ବିକ୍ଷୋଭ ଓ ଶୋଭାଯାତ୍ରା?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ସମ୍ବଲପୁରରେ ନିଜ ହକ୍‌ ଲାଗି ହଜାର ହଜାର ଚାଷୀଙ୍କ ବିଶାଳ ଶୋଭାଯାତ୍ରା (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) : ରାଜ୍ୟ ସରକାରଙ୍କ କାଳିଆ ଓ ପୀଠା ଯୋଜନା ଚାଷୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ପଶ୍ଚିମଓଡିଶା...

ଜାତୀୟ ଅଭିବୃଦ୍ଧି ହାରଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ – ଅର୍ଥମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାରେ ୨୦୧୯-୨୦ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟ ଉପସ୍ଥାପନ ବେଳେ...

ବିଜେପିରୁ ଲଢ଼ିପାରନ୍ତି କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଆରମ୍ଭ କରିବାକୁ ଯାଉଛନ୍ତି ଦ୍ୱିତୀୟ ଇନିଂସ୍‌। ଖୁବଶୀଘ୍ର ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି ବୀରେନ୍ଦ୍ର ସେହ୍ୱାଗ। ଏନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର...

୪ମାସ ଲାଗି କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ପ୍ରାୟ ୫୬ହଜାର ୯୨୧କୋଟିର ବଜେଟ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ୪ମାସ ଲାଗି ଆସିବ...