ଛତିଶଗଡ଼ରେ ବିଜେପିକୁ ଝଟକା, ରମଣ ସିଂଙ୍କ ଇସ୍ତଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ।୧୫ ବର୍ଷ ପରେ ସରକାର ଗଢ଼ିବ କଂଗ୍ରେସ। ଛତିଶଗଡ଼ରେ ବିଜେପିର ବିଜୟ ପଥରେ ବ୍ରେକ୍ ଲାଗିଛି। ଲଗାତାର ଶାସନର ୧୫ ବର୍ଷ ପରେ ବିଜେପି...

ମିଜୋରାମରେ ନିର୍ବାଚନ ହାରିଲେ ଲାଲ ଥନୱାଲା, ଏଥର ଶାସନ କରିବ ଏମ୍ଏନ୍ଏଫ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମିଜୋରାମରେ ୨୬ଟି ଆସନ ସହ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ମିଳିଲା ସଂଖ୍ୟା ଗରିଷ୍ଠତା। ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥନୱାଲା ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ି ହାରିଛନ୍ତି। ଚମ୍ପାଇ ସାଉଥ୍ ଓ ସେରଛିପ୍‌ ଆସନରୁ...

ତେଲେଙ୍ଗାନାରେ କେସିଆରଙ୍କ ବାଜିମାତ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ତେଲେଙ୍ଗାନାରେ ପୁଣି ଚାଲିବ କେସିଆରଙ୍କ ରାଜୁତି। ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିପୁଳ ପରିମାଣର ସଫଳତା ହାସଲ କରିଛି। ସେଠି ପୁଣି ଟିଆରଏସ ସରକାର ଗଠନ କରିବ। ତେଲେଙ୍ଗାନା ଫଳାଫଳରୁ ଚନ୍ଦ୍ରଶେଖର ରାଓଙ୍କ...

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତ୍ରିଭୁବନ ସିଂଦେଓ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଛତିଶଗଡ଼ରେ ୧୫ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କରିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ...

ବିଜେପି ଆଉଟ, କଂଗ୍ରେସ ଇନ୍‌

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜବରଦସ୍ତ ସଫଳତା ମିଳିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ ବିଧାନସଭା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଥିଲା। ସେମି ଫାଇନାଲରେ ବିଜେପି ବଡ଼ ଧକ୍କା...

କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲଙ୍କୁ ପୂରିଲା ଏକ ବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ଦାୟିତ୍ଵ ଭାର ସମ୍ଭାଳିବାରେ ରାହୁଲଙ୍କୁ ପୂରିଲା ଏକ ବର୍ଷ। ୫ ରାଜ୍ୟର ନିର୍ବାଚନ ଫଳାଫଳ ରାହୁଲଙ୍କ ପାଇଁ ହେବ ଉପହାର। କଂଗ୍ରେସ ଅଧ୍ୟକ୍ଷ ଭାବରେ ରାହୁଲ ଗାନ୍ଧିଙ୍କୁ ଏକ ବର୍ଷ ହୋଇଛି।...

ଚାଲିଛି ୫ଟି ରାଜ୍ୟର ଭୋଟ୍‌ ଗଣତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଯାଇଛି। ଚାଲିଛି ୫ଟି ରାଜ୍ୟର ଭୋଟ୍‌ ଗଣତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ସକାଳ...

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା

   ଓଡ଼ିଶାଲାଇଭ୍ ବ୍ୟୁରୋ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା।    ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୧ରେ ବସିବ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର...

ମହିଳା ସଂରକ୍ଷଣ ପ୍ରସଙ୍ଗ – ରାହୁଲଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସାଥ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ଓଡ଼ିଶା ଉପରେ ତେଲୁଗୁ ଦେଶମ, ତୃଣମୂଳ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବି ନଜର 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ବ୍ୟତୀତ ଅନ୍ୟ ଦଳର ନଜର ବି ଓଡ଼ିଶା ଉପରେ ପଡ଼ିଛି। ଖବର ମିଳିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ...