ଓଡ଼ିଶା ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼ – ସରକାର ବିରୋଧୀ ସ୍ଲୋଗାନ ଦେଲେ ବିଜେପି ସଭ୍ୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼। ଗୋଟିଏ ପଟେ ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜରାସ୍ତାରେ ଅନଶନରେ ବସିଥିବା ବେଳେ ଅପରପକ୍ଷେ ଓଡ଼ିଶା ବିଧାନସଭାରେ ଝଡ଼ ବହିଥିଲା।
ବିଜେପି ବିଧାୟକମାନେ...
ପଶ୍ଚିମ ଓଡ଼ିଶାରେ ଶୁଭିବ ରାହୁଲଙ୍କ ଗର୍ଜନ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଉପକୂଳ ପରେ ରାହୁଲ ଗାନ୍ଧିଙ୍କ ଫୋକସ୍ରେ ଏବେ ପଶ୍ଚିମ ଓଡ଼ିଶା।
ମାତ୍ର ୧୨ ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗତ ଜାନୁଆରି ୨୫ରେ...
ଯୋଗେଶ ସିଂହଙ୍କ ଯୋଗଦାନକୁ ନେଇ ବିଜେଡିରେ ଫାଟ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଯୋଗେଶଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ଛକାପଞ୍ଝା।
ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବରେ ବୁଧବାର ଦିନ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡିରେ ତାଙ୍କର...
ମା’ଙ୍କ କଷ୍ଟ ଦେଖି ନପାରି ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ଉଜ୍ଜଳା ଯୋଜନା – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୨ ବର୍ଷ ହୋଇଥିବା ବେଳେ ନିଜ ମାକୁ ଧୂଆଁରେ କଷ୍ଟ ପାଇବାର ଦେଖିଥିଲେ। ୫ ଦଶକ ପରେ ୫୦ ବର୍ଷ ପୂର୍ବର ଅନୁଭୂତିକୁ ନଭୁଲି ପ୍ରଧାନମନ୍ତ୍ରୀ ଉଜ୍ଜଳା...
ଧାରଣାରୁ ହଟିଲେ ମମତା – କହିଲେ, “ମୋଦି ତମେ ଗାଦି ଛାଡ଼”
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୪୬ ଘଣ୍ଟା ପରେ ଅନଶନ ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାର ଏବଂ ସିବିଆଇ ବିରୋଧରେ ସେ କୋଲକାତାରେ ରବିବାର ରାତିରୁ ଅନଶନରେ ବସିଥିଲେ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ...
ମୋଦି ସରକାରଙ୍କ ଉପରେ ମମତାଙ୍କ ଦିଦିଗିରି କାହିଁକି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମମତାଙ୍କ 'ଦିଦିଗିରି'କୁ ନେଇ ଜାତୀୟ ରାଜନୀତି ହଲ୍ଚଲ୍।
ସିବିଆଇ-ପଶ୍ଚିମବଙ୍ଗ ପୋଲିସକୁ ନେଇ ଗତ ତିନି ଦିନ ହେଲା କୋଲକାତାରେ ଚାଲିଛି ହାଇଭୋଲଟେଜ ଡ୍ରାମା। ଏହି ଡ୍ରାମାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ...
କେବିକେର ବିକାଶ ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜୟପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ଼ ଘୋଷଣା।
"କେବିକେ ଅଞ୍ଚଳର ବିକାଶ ପାଇଁ ଆମ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ଅଞ୍ଚଳର ଗମନାଗମନ, ସ୍ୱାସ୍ଥ୍ୟସେବାର...
୧୫ରେ ସମ୍ବଲପୁର ଆସିବେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନୀ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ରାଜନେତାଙ୍କ ସୁଅ ଛୁଟୁଛି। ଫେବ୍ରୁଆରି ୧୫ରେ ସମ୍ବଲପୁର ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ୪ଟି ଲୋକସଭା କ୍ଷେତ୍ରରେ ସଙ୍ଗଠନମାନଙ୍କ...
ଆଜି ଜୟପୁରରେ ଯୁବ ସମାବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଜୁ ଯୁବବାହିନୀ ପକ୍ଷରୁ ଜୟପୁରରେ ଅନୁଷ୍ଠିତ ହେବ ବିଜୁ ଯୁବ ସମାବେଶ। ଜୟପୁର ଏକମ୍ବା ପଡ଼ିଆରେ ଅପରାହ୍ଣ ୩ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ସମାବେଶରେ ସାମିଲ ହୋଇ...
ଆଜି ନବୀନଙ୍କ କୋରାପୁଟ – ନବରଙ୍ଗପୁର ଗସ୍ତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କୋରାପୁଟ ଓ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍ଘାଟନ କରିବେ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ...




















