ସଙ୍ଗଠନ ସଜାଡ଼ିଲା ବିଜେଡି – ଜାଣନ୍ତୁ କାହାକୁ କେଉଁ ପଦବୀରେ ରଖିଲେ ବିଜେଡି ସୁପ୍ରିମୋ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରଶେଖର ସାହୁ ହେଲେ ବିଜେଡି ଉପ-ସଭାପତି
ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି
ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ ହେଲେ ବିମ୍ବାଧର କୁଅଁର
ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ସ୍ତରରେ ଅଦଳ...
ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ
ଓଡ଼ିଶାଲାଇଭ୍ ବ୍ୟୁରୋ
'ବିଜୁ ବାବୁ' ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ହେଉଛି ଓଡ଼ିଆ ଫିଲ୍ମ 'ବିଜୁ ବାବୁ'। ପ୍ରକାଶ ଫିଲ୍ମ ବ୍ୟାନର ଏବଂ ଅକ୍ଷୟ ପରିଜାଙ୍କ...
ଫେବ୍ରୁଆରୀ ୭ରେ ଓଡ଼ିଶା ବଜେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରୀ ୭ରେ ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାନସଭାରେ ଉପସ୍ଥାପିତ କରିବେ ବଜେଟ। ଆଗକୁ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ୩ ମାସ ପାଇଁ...
ବଦଳୁଛି କର୍ଣ୍ଣାଟକ ନାଟକ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ଇସ୍ତଫା ଦେଲେ ୨ ସ୍ୱାଧୀନ ବିଧାୟକ।
କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକରେ ମେଣ୍ଟ କରି ସରକାର ଗଢ଼ିଥିବା କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ସମ୍ପର୍କ...
ନବୀନଙ୍କୁ କାହିଁକି ଆକ୍ରମଣ କରୁ ନାହାନ୍ତି ମୋଦି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ୱର ନରମୁଛି। ଲୋକସଭା ନିର୍ବାଚନରେ ବଦଳିଯିବ କି ସମୀକରଣ?
ଓଡ଼ିଶା ବିଜେପିର ଭରସା ହେଉଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ନାଁ ଜପି ୨୦୧୯ ନିର୍ବାଚନ ବୈତରଣୀ ପାର୍...
ଓଡ଼ିଶା ସରକାରଙ୍କୁ ମୋଦିଙ୍କ ପ୍ରଶ୍ନ – ଆଦିବାସୀଙ୍କ ପାଇଁ ଆସୁଥିବା ଟଙ୍କା କାହିଁକି ଖର୍ଚ୍ଚ ହେଉନି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଦିବାସୀଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋଦି।
ବାରିପଦା ସମାବେଶରେ ଯେଉଁଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ ମୋଦି ଆଜି ତାହା ବଲାଙ୍ଗିର ସଭାରେ ଦେଖିବାକୁ ମିଳିଛି।...
ନିର୍ବାଚନ ଯିବ ଆସିବ ଲୋକଙ୍କ ସମସ୍ୟା ଦୂର କର – ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତ କରି ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହାପରେ ମୋଦି ପଥରଚେପାରେ ଅନୁଷ୍ଠିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ...
ଓଡ଼ିଶାର ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ : ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରରେ ବିଜେପି ସରକାର ଅଙ୍ଗୀକାରବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିର ଠାରେ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।...
ଯଦି ନବ କଂଗ୍ରେସ ଛାଡ଼ନ୍ତି…
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବ ଦାସ ଛାଡ଼ିବେ କଂଗ୍ରେସ। କଂଗ୍ରେସ ଭବନରେ ମନ୍ଥନ, ଝାରସୁଗୁଡ଼ାରେ କମ୍ପନ।
ପଶ୍ଚିମ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ନବକିଶୋର ଦାସଙ୍କୁ ନେଇ ଏବେ ଉଠୁଛି ପଡୁଛି କଂଗ୍ରେସ ଭବନ। କଂଗ୍ରେସ...
ଦିଲ୍ଲୀର ଜବାବ ବଲାଙ୍ଗିରରେ ଦେବେ ମୋଦି!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିର ଦିଲ୍ଲୀ ସମାବେଶର ଜବାବ ମୋଦି ବଲାଙ୍ଗିରରେ ଦେବେ।
ମଙ୍ଗଳବାର ଦିନ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୫୪୫ କୋଟି ଟଙ୍କାର ପ୍ୟାକେଜ ନେଇ ଆସୁଥିବା ମୋଦିଙ୍କ ଫୋକସ୍ରେ ଏଥର...




















