ଓଡ଼ିଶା ରାଜନୀତି – ଦିନରେ ବସନ୍ତ ରାତିରେ ବାସନ୍ତୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନବୀନ ପଟ୍ଟନାୟକ କହୁଛନ୍ତି ଆମେ ମହାମେଣ୍ଟରେ ଯୋଗ ଦେବୁ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ଆମେ ଏକଲା ଲଢ଼ିବୁ। ନିରଞ୍ଜନ ପଟନାୟକ କହୁଛନ୍ତି ବିଜେପି ଓ ବିଜେଡି ଉଭୟେ ଉଭୟଙ୍କୁ...

ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଦ ଫେରି ପାଇବାର ମାତ୍ର ୩୬ ଘଣ୍ଟା ପରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଛନ୍ତି ଆଲୋକ ବର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକ ପରେ ଏହି...

ଦିଲ୍ଲୀ କଂଗ୍ରେସର ମଙ୍ଗ ଧରିଲେ ଶୀଲା ଦୀକ୍ଷିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ଦିଲ୍ଲୀ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଅଜୟ ମାକେନ ନିଜ ପଦରୁ ଇସ୍ତଫା ଦେବା ପରେ ଶୀଲାଙ୍କୁ...

ମୋଦିଙ୍କ ୪ ବଡ଼ ନିଷ୍ପତ୍ତି – ଜାଣିଲେ ହେବେ ଚକିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ମୋଦି ସରକାରଙ୍କ ଶାସନ ଚାଲିବା ପରେ ଦେଶରେ ଏପରି କିଛି ପରିବର୍ତ୍ତନ ହୋଇଛି ଯାହା ସମଗ୍ର ଦେଶକୁ ଚକିତ କରିଛି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।...

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ – ବିଜେଡିକୁ ଏନ୍‌ସିପିର ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ସମର୍ଥନ କରି ଏନ୍‌ସିପି ସଭାପତି ଶରଦ ପାୱାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ ସମର୍ଥନ କରିଛି...

ଆସୁଛନ୍ତି ତିନି ମହାରଥୀ 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ନିର୍ବାଚନ ମାହୋଲ। ଜଣେ ନୁହେଁ ଦୁଇ ଜଣ ନୁହଁ ଏ ମାସରେ ୩ ଜଣ ତୁଙ୍ଗ ନେତା ଓଡ଼ିଶା ଆସୁଛନ୍ତି। ଏହି ତିନି ମହାରଥୀଙ୍କ ଆଗମନ...

କେନ୍ଦ୍ରାପଡ଼ା ଜନସମାଗମକୁ ନେଇ କଂଗ୍ରେସ ଉତ୍ସାହିତ: ନିରଞ୍ଜନ କହିଲେ ଏଥର କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସରିଛି। ଏଥିରେ ବିଜେପିକୁ ସେତେଟା ସଫଳତା ମିଳିନାହିଁ। ଅନ୍ୟପଟେ ୩ଟି ରାଜ୍ୟରେ କଂଗ୍ରେସ ସରକାର ବନାଇବାରେ ସଫଳ ହୋଇଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି...

୨୦୧୯ ପାଇଁ କସରତ – ରାମଲୀଳା ମଇଦାନରେ ମୋଦି ଦେବେ ଗୁରୁମନ୍ତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଦିଲ୍ଲୀ ସିଂହାସନ ପୁଣି ଅକ୍ତିଆର କରିବାକୁ ବିଜେପି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି।...

ରାଜ୍ୟସଭାରେ ପାସ୍ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ ଘଣ୍ଟାର ଘମାଘୋଟ ଆଲୋଚନା ପରେ ରାଜ୍ୟସଭାରେ ପାସ୍ ହୋଇଛି ସବର୍ଣ୍ଣ ସଂରକ୍ଷଣ ବିଲ୍। ସାରା ଦିନ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବା ପରେ ଭୋଟିଂ ହୋଇଥିଲା। ଭୋଟିଂରେ...

ଜାନୁଆରୀ ୧୫କୁ ଘୁଞ୍ଚିଲା ‘କାଳିଆ’ ଯୋଜନାର ଆବେଦନ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଳିଆ ଯୋଜନାର ଆବେଦନ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଫର୍ମ ଦାଖଲର ଶେଷ ତାରିଖ ଜାନୁଆରୀ ୧୦...