ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ, ବିରୋଧୀଙ୍କୁ କଡ଼ା ସନ୍ଦେଶ ଦେଲା ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପୂର୍ବରୁ ବିଜେଡି ସାଂସଦ କକ୍ଷତ୍ୟାଗ କରି ବିରୋଧୀ ମହାମେଣ୍ଟକୁ କଡ଼ା ସନ୍ଦେଶ ଦେଇଛନ୍ତି।
ଶୁକ୍ରବାର ଦିନ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର...
ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିବା ପ୍ରସଙ୍ଗରେ କିଏ କ’ଣ କହିଲେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ମହଲରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।
ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ...
ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ଅଛି। ଏହା ପୂର୍ବରୁ ବିଭିନ୍ନ ଦଳଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।...
ମୋଦି ସରକାର ପାଇଁ ଆଜି ଅଗ୍ନି ପରୀକ୍ଷା, ସମଦୂରତ୍ୱ ମନ୍ତ୍ର ଜପିବ ବିଜେଡି!
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ଲୋକସଭାରେ ଆସ୍ଥା ଭୋଟ ବେଳେ ବିଜେଡିର ଆଭିମୁଖ୍ୟ କ'ଣ ରହିବ ତା' ଉପରେ ରହିଛି ସମସ୍ତଙ୍କ ନଜର।
୧୫ ବର୍ଷ ପରେ ପୁଣିଥରେ ଏନଡିଏ ସରକାର ବିରୋଧରେ ସଂସଦରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୦୦୩ରେ...
ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ: ପାରାଦୀପରେ ଟିଟୋ କେମିତି ହାତେଇଲା ପେଟ୍ରୋଲ ପମ୍ପ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟର ଟିଟୋକୁ ପାରାଦୀପରେ ପେଟ୍ରୋଲ ପମ୍ପ୍ ଚଳାଇବା ପାଇଁ କିଏ ଅନୁମତି ଦେଲା? ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି।
ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟ ଉପରୁ...
ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜାଣନ୍ତୁ କିଏ କାହା ସାଥିରେ ଅଛି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। କେଉଁ ଦଳ କାହାକୁ ସମର୍ଥନ କରିବ ତାକୁ ନେଇ ଉଠୁଛି ପଡ଼ୁଛି ଜାତୀୟ ରାଜନୀତି।
ନରେନ୍ଦ୍ର ମୋଦି ସରକାର ବିରୋଧରେ କଂଗ୍ରେସ...
ଅନାସ୍ଥା ପ୍ରସ୍ଥାବ ଦିନ ଗୃହରେ ସାଂସଦମାନେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଦିନ ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା ହେବ। ଏଥିରେ ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି।
ମବ୍ ଲିଞ୍ଚିଙ୍ଗ ଓ...
ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି ସୁମିତ୍ରା ମହାଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଲୋକସଭାରେ ଗୃହୀତ। ଏନେଇ ସୂଚନା ଦେଲେ ବାଚସ୍ପତି ସୁମିତ୍ରା ମହାଜନ। ଜୁଲାଇ ୧୮ତାରିଖରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ ହୋଇଥିବା କଥା ଲୋକସଭାରେ କହିଛନ୍ତି ବାଚସ୍ପତି।
ସାଂସଦ...
୨୦୧୯ରେ ଓଡ଼ିଶାର ନିର୍ବାଚନ ଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ: ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ସେତେ ତତ୍ପର ହୋଇ ଉଠିଛନ୍ତି। ୨୦୧୯ରେ ଓଡ଼ିଶାରେ ଆଶ୍ଚର୍ଯ୍ୟ କଲା ଭଳି ନିର୍ବାଚନ ଫଳାଳଫଳ ଆସିବ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି...
ଲୋକସଭାରେ ମୋଦି ସରକାର ଦେବେ ଅଗ୍ନିପରୀକ୍ଷା, ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ଆସନ୍ତା ଶୁକ୍ରବାର ଦିନ ମୋଦି ସରକାର ଦେବେ ଅଗ୍ନି ପରୀକ୍ଷା।
ଚାରି ବର୍ଷର ଶାସନ ପରେ ମୋଦି ସରକାର...




















