ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯାଇପାରନ୍ତି ନବୀନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସି ନଥିବାରୁ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି। ତେବେ ଶୁଦ୍ଧିକ୍ରିୟାରେ ନବୀନ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିପାରନ୍ତି ବୋଲି ରାଜନୀତି...

ଇଣ୍ଡୋନେସିଆରେ ମୋଦି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଆଜି ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। "କୋଟି କୋଟି ଭାରତୀୟ ମୋତେ ସାଧାରଣ...

ରମଣଙ୍କୁ ଜବାବ ଦେଲା ବିଜେଡି: “ମହାନଦୀ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମହାନଦୀ ପ୍ରସଙ୍ଗରେ ବିଜେଡି ମୁହଁତୋଡ଼ ଜବାବ ଦେଇଛି। ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିର କଡ଼ା ଜବାବ ଦେଇଛି ବିଜେଡି। ରମଣ ସିଂ ସମ୍ବିଧାନର ବିଧି...

ଆଜିର ବଡ଼ ଖବର (ମେ ୩୦, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବ ବାବା ରାମଦେବଙ୍କ 'କିମ୍ଭୋ' ଆପ୍ ଟେଲିକମ୍ ଏବଂ ସୋସିଆଲ ମିଡିଆ ସେକ୍ଟରରେ ପ୍ରବେଶ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ନିକଟରେ ସିମ୍‌...

ବୈଜୟନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ: ରାଜନୀତିରେ ତିଷ୍ଠି ରହିବା?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେଡିରୁ ଇସ୍ତଫା ଦେବା ସହଜ ଥିଲା। ହେଲେ ତାଙ୍କ ପାଇଁ ଏବେ ଚାଲେଞ୍ଜ ହେଉଛି ଓଡ଼ିଶା ରାଜନୀତିରେ ସେ କିଭଳି ପ୍ରାସଙ୍ଗିକ ହୋଇ...

ମହାନଦୀ ଅଡ଼ୁଆ: ଓଡ଼ିଶାକୁ ନାଲିଆଖି ଦେଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀକୁ ନେଇ ଓଡ଼ିଶା ସରକାରଙ୍କୁ ନାଲିଆଖି ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ। ରମଣଙ୍କ ମହାନଦୀ ଚାଲେଞ୍ଜ ରମଣ କହିଲେ ମହାନଦୀ ପାଣି ଆମର ପାଣି ବ୍ୟବହାରରୁ ଆମକୁ କେହି ବଞ୍ଚିତ...

ଧର୍ମେନ୍ଦ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଆଇଏଏସ୍ ଅଫିସର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ଆଇଏଏସ୍ ଅଫିସର। ରାଜ୍ୟ ଆଇଟି ସଚିବ ଅଶୋକ କୁମାର ମୀନାଙ୍କ ବିରୋଧରେ ଧର୍ମେନ୍ଦ୍ର ନକରାତ୍ମକ ମନ୍ତବ୍ୟ ଦେଇଥିବାରୁ ଅଫିସରମାନେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ଆଇଏଏସ୍ ଅଫିସରମାନେ...

ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଣବ ମୁଖାର୍ଜି: ଚିନ୍ତାରେ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରଏସଏସର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି। ନାଗପୁରରେ ଅନୁଷ୍ଠିତ ଆରଏସଏସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ...

ଆଜିର ବଡ଼ ଖବର(ମେ ୨୯, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ ହେଲେ ଆଇଏଏସ୍ ଅଫିସର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ଆଇଏଏସ୍ ଅଫିସର। ଜଣେ ଆଇଏଏସ୍ ଅଫିସରଙ୍କ ବିରୋଧରେ ଧର୍ମେନ୍ଦ୍ର ନକରାତ୍ମକ ମନ୍ତବ୍ୟ ଦେଇଥିବାରୁ...

ବୈଜୟନ୍ତ ପଣ୍ଡାଙ୍କ ଚିଠିର ୧୫ଟି ବଡ଼ ଅଭିଯୋଗ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବୈଜୟନ୍ତ ପଣ୍ଡା ଇସ୍ତଫା ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯେଉଁ ୩ ପୃଷ୍ଠାର ଚିଠି ଲେଖିଛନ୍ତି ତାହାର ସାରମର୍ମ ୧. ସାମାନ୍ୟ ମାନବିକତା ବି ଦେଖାଇଲେ ନାହିଁ। ନା...