ସରିଲା ଶୀତ ଅଧିବେଶନ: ଝୁଲିକି ରହିଲା ତିନି ତଲାକ୍ ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ପାରିଲା ନାହିଁ ତିନି ତଲାକ୍ ବିଲ୍। ଲୋକସଭାରେ ପାସ୍‌ ହେବା ପରେ ବିରୋଧୀ ସଂଶୋଧନ ଦାବି କରିବାରୁ ଏହି ବିଲ୍‌ ରାଜ୍ୟସଭାରେ ଝୁଲିକି ରହିଛି। ବଜେଟ୍ ଅଧିବେଶନରେ...

ଜେଲରୁ ମୁକୁଳିଲେ ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିସୋର୍‌ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୪ ବର୍ଷ ଜେଲ୍‌ରେ ରହିବା ପରେ ସେ ଶୁକ୍ରବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଜଣକ ପରେ ଜଣେ...

ଗୋଖାଦ୍ୟ ଦୁର୍ନୀତି: ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇଥିଲେ ଲାଲୁ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଚ୍‌ ଡି ଦେବେଗୌଡାଙ୍କ ସରକାର ପତନ ପରେ କଂଗ୍ରେସ ସହ ନୂଆ ବୁଝାମଣା କରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଗୁଜରାଲ୍‌। କୁହାଯାଏ ଯେ, ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ପଦରୁ...

ବଢ଼ିଲାନି ଧାନର ଏମ୍‌ଏସପି: ୮ରୁ ୧୨ଟି ଜିଲ୍ଲାରେ ବିଜେଡିର ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ନଥିବାରୁ ବିଜେଡି ଜାନୁଆରୀ ୮ ତାରିଖରୁ ୧୨ଟି ଜିଲ୍ଲାରେ କରିବ ଆନ୍ଦୋଳନ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ। ବଢ଼ିଲାନି ଧାନର...

କ’ଣ ହେବ ତିନି ତଲାକ୍‌ ବିଲର ଭାଗ୍ୟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ପରି ଗୁରୁବାର ମଧ୍ୟ ତିନି ତଲାକ୍‌ ବିଲ୍‌କୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଆଜିର କାର୍ଯ୍ୟକାଳ ଅଚଳ ହୋଇଯାଇଛି। ଫଳରେ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ...

ତିନି ତଲାକ୍‌ ବିଲ୍‌କୁ ନେଇ ରାଜ୍ୟସଭାରେ ହଙ୍ଗାମା

ଓଡ଼ିଶାଲାଇଭ୍‍ ବ୍ୟୁରୋ ରାଜ୍ୟସଭାରେ ଆଗତ ହେଲା ବିଲ୍‌ ସଂଶୋଧନ କରିବାକୁ ଅଡ଼ି ବସିଲା କଂଗ୍ରେସ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କଲେ କଂଗ୍ରେସ ନେତା ଆନନ୍ଦ ଶର୍ମା ଅରୁଣ ଜେଟଲି କହିଲେ,...

ଗ୍ରାମାଞ୍ଚଳରେ ପକ୍କା ଘର ନିର୍ମାଣ ଉପରେ ଫୋକସ୍‌ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ସୁଦ୍ଧା ୨୦ ଲକ୍ଷ ପକ୍କାଘର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଉପଯୁକ୍ତ ହିତାଧିକାରୀଙ୍କୁ ଘର ଯୋଗାଇବାକୁ ପରାମର୍ଶ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ବର୍ତ୍ତମାନ...

କେଶବ ଗୋଖଲେ ହେବେ ଭାରତର ବୈଦେଶିକ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ନୂତନ ବୈଦେଶିକ ସଚିବ ହେବେ ବିଜୟ କେଶବ ଗୋଖଲେ। ସେ ଜାନୁଆରୀ ୨୮ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତର ନୂତନ ବୈଦେଶିକ ସଚିବ...

ବିଜେପିରେ ମିଶିଲେ ତିନି ତଲାକ ଆବେଦନକାରୀ

ଓଡ଼ିଶାଲାଇଭ୍‍ ବ୍ୟୁରୋ ତିନି ତଲାକ୍ ମାମଲାର ଆବେଦନକାରୀ ଇଶରତ୍ ଯାହାନ୍ ବିଜେପିରେ ଯୋଗ ଦେଇଛନ୍ତି। ହାୱଡାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ଇଶରତ୍ ପ୍ରଧାନମନ୍ତ୍ରୀ...

ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ପ୍ଲିଜ୍ ୱେଟ୍…

ଭାସ୍କର ପରିଚ୍ଛା ଡେସ୍କଟପରେ କୌଣସି ନୂଆ ସଫ୍ଟୱେର୍ ଭର୍ତ୍ତି କଲାବେଳେ ଯେଭଳି ସ୍କ୍ରିନରେ ଲେଖା ଆସେ 'ଲୋଡିଂ... ପ୍ଲିଜ୍ ୱେଟ୍', କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କଥାଟି ମଧ୍ୟ...