ସିଦ୍ଧାନ୍ତ ଲଢ଼ିବେ ଆସ୍କାରୁ? ଆଉ ଛଅ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ରେ ୭ଟି ଲୋକସଭା ଆସନରେ ବିଜେଡି ନୂଆ ପ୍ରାର୍ଥୀ ଦେବ। କାହାକୁ କେଉଁଠି ପ୍ରାର୍ଥୀ କଲେ ଦଳ ଲାଭବାନ ହେବ ସେନେଇ ବିଜେଡି ମ୍ୟାନେଜର ଅଙ୍କ କଷୁଛନ୍ତି।
ବିଜେଡି ସୁପ୍ରିମୋ ତଥା...
ଇମ୍ଫା ସପକ୍ଷରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ପାଇଁ ରତନ ଟାଟାଙ୍କୁ କଲେ ନିବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ ଦିନ ହେଲା ଇମ୍ଫା କାରଖାନାରେ ଲାଗି ରହିଛି ଅଚଳାବସ୍ଥା। ଏହି ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଟା ଟ୍ରଷ୍ଟସ୍ର ଅଧ୍ୟକ୍ଷ ରତନ ଟାଟାଙ୍କୁ କରିଛନ୍ତି ନିବେଦନ।
ଥେରୁବାଲିସ୍ଥିତ...
ପ୍ରସନ୍ନ ଆଚାର୍ଯ୍ୟ ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ଦିଲ୍ଲୀପ ତିର୍କୀ ରାଜ୍ୟସଭାରେ ବିଜେଡିର...
୨୦୧୯ ନିର୍ବାଚନ: ଆଗୁଆ ପ୍ରାର୍ଥୀ ଘୋଷଣା କରିବେ ବିଜେଡି-ବିଜେପି-କଂଗ୍ରେସ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନର ବହୁ ଆଗରୁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ କହିବା ପରେ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିଜେଡି ଏବଂ ବିଜେପି।
୨୦୧୯ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି...
ଇଡିରେ ହାଜର ହେଲେ ପ୍ରଣବ ବଳବନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତ କାଗଜପତ୍ର ସହ ଇଡି ଅଫିସରେ ହାଜର ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ।
ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି...
ଆଜିର ବଡ଼ ଖବର(ମେ ୭, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ମାଡ଼ି ଆସୁଛି ଝଡ଼: ଓଡ଼ିଶା ସମେତ ୧୩ ରାଜ୍ୟରେ ବର୍ଷା, ବଢ଼ିବ ପବନର ବେଗ
ଉତ୍ତର...
ଆଜିର ବଡ଼ ଖବର(ମେ ୫. ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ: ଯାତ୍ରୀ ଆତଙ୍କିତ
ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଟ୍ରେନ୍ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର...
ବମିଖାଲ ଓଭରବ୍ରିଜ ଟ୍ରାଜେଡି: ସରକାରଙ୍କୁ ଘେରିଲେ କଂଗ୍ରେସ-ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବମିଖାଲ ଓଭବ୍ରିଜ ଟ୍ରାଜେଡିକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ସିବିଆଇ ତଦନ୍ତ ଦାବି...
ବମିଖାଲ ଓଭରବ୍ରିଜ ନେଲାଣି ଦୁଇଟି ଜୀବନ: ବ୍ଲାକ ଲିଷ୍ଟେଡ ପଣ୍ଡା ଇନଫ୍ରା କମ୍ପାନିକୁ ଅନୁକମ୍ପା ଦେଖାଇଥିଲା କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରମିକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଥିଲା କି?
କାହିଁକି ନଥିଲା ଲାଇଟ ବ୍ୟବସ୍ଥା?
ବ୍ଲାକ ଲିଷ୍ଟେଡ ପଣ୍ଡା ଇନଫ୍ରାକୁ ପୁଣି କାମ ଦେଇଥିଲା କିଏ?
ରୋଡ ଆଣ୍ଡ ଡିଜାଇନ ମୁଖ୍ୟଯନ୍ତ୍ରୀଙ୍କ ତଦନ୍ତ...
କର୍ଣ୍ଣାଟକରେ ବିଜେପି ବାଣ୍ଟିବ ମଙ୍ଗଳସୂତ୍ର, କଂଗ୍ରେସ ଦେବ ସୁନା ଥାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ମଙ୍ଗଳସୂତ୍ର ବାଣ୍ଟିବ ବୋଲି କହିଥିବା ବେଳେ କଂଗ୍ରେସ କହିଛି ସୁନା ଥାଳି ଦେବ।
ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା...




















