ବିଜେଡି-ବୈଜୟନ୍ତ ଲଢ଼େଇର ନୂଆ ଏପିସୋଡ୍: ଓଟିଭି ପରେ ଏବେ ଟାର୍ଗେଟ ଜାଗି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=w9HDMNOYwb4] ବିଜେଡି ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମଧ୍ୟରେ ବଢ଼ିଲା ବିବାଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରୁଥିବା ବିଜେଡି  ଏବେ ବୈଜୟନ୍ତଙ୍କ ପରିବାରକୁ...

ଗାନ୍ଧି ମୂର୍ତ୍ତି ତଳେ ମହାନଦୀ ତାତି, ଅଚଳ ହେଲା ବିଧାନସଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଲେ ବିଜେଡି ସଭ୍ୟ ମହାନଦୀକୁ ନେଇ ଚାଲିଛି ବଡ଼ ଷଡ଼ଯନ୍ତ୍ର: ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ କହିଲା ବିଜେଡି ବିଜେପି କହିଲା...

ଓଡ଼ିଶା ବିଜେପିକୁ ନେତୃତ୍ୱ ପରିବର୍ତ୍ତନ ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବିଜେପିରେ ହେବ ନେତୃତ୍ୱ ପରିବର୍ତ୍ତନ। ଏପ୍ରିଲ ୩ ତାରିଖରେ ଆରଏସଏସର କିଛି ଉଚ୍ଚ ପଦାଧିକାରୀ ଭୁବନେଶ୍ୱର ଆସି ଦଳ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ଲୋକଙ୍କୁ ଭେଟିଛନ୍ତି। ବିଗତ କେତୋଟି ନିର୍ବାଚନରେ...

ସିଆଇଆଇ ଓହରିବା ପ୍ରସଙ୍ଗ: ବିଜେଡି କହିଲା, “ବିକାଶ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=w9HDMNOYwb4] ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ରୁ ଓହରି ଯାଇଛି ସିଆଇଆଇ। ଏହାକୁ ନେଇ ବିଜେଡି ସାଂଘାତିକ ଅଭିଯୋଗ କରିଛି। ସିଆଇଆଇ ଓହରିଯିବା ପଛରେ ଷଡ଼ଯନ୍ତ୍ର ରହିଥିବା ବିଜେଡି ସାମ୍ବାଦିକ ସମ୍ମିଳନୀ କରି...

ଆଜିର ବଡ଼ ଖବର (୧୧ ଏପ୍ରିଲ୍, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ମହାଲଢ଼େଇ: ଭଟଲିରେ ହେଲା ପଥପ୍ରାନ୍ତ ସଭା ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।  ଏପ୍ରିଲ ୧୦ ତାରିଖରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରୁ କଲ୍‌ମା ଅଭିମୁଖେ ଯାତ୍ରା...

ମହାନଦୀ ମହାଲଢ଼େଇ: ଓଡ଼ିଶାର ଜୀବନରେଖାକୁ ନେଇ ପୁଣି ତେଜିଲା ରାଜନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ପୁଣି ରାଜନୀତି। କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ ହେବା ପରେ ମହାନଦୀରେ ଜଳସ୍ତର ଯେତିକି କମୁଛି ତାକୁ ନେଇ ରାଜନୀତିରେ ତାତି ସେତିକି ବଢ଼ୁଛି। ମହାନଦୀକୁ...

ମହାନଦୀରେ କମିଛି ଜଳ ପ୍ରବାହ, ୧୫ ଜିଲ୍ଲାରେ ଉତ୍କଟ ଜଳାଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ତଥ୍ୟ ଦେଲା ବିଜେଡି ମହାନଦୀରେ ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି ଡେଲଟା ଷ୍ଟେଜ୍-୧ରେ ୫୬.୬ ପ୍ରତିଶତ ହ୍ରାସ ଷ୍ଟେଜ-୨ରେ ହାରାହାରି ୩୧.୬ ପ୍ରତିଶତ ...

କୋଟିଆ ପାଇଁ ଦରଦ ଦେଖାଇଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଟିଆ ଗ୍ରାମପୁଞ୍ଜରେ ଧର୍ମେନ୍ଦ୍ର ପ୍ରଧାନ ଗ୍ରାମବାସୀଙ୍କ ସହ ଆଲୋଚନା କଲେ କହିଲେ, "କୋଟିଆ ହେଉଛି ଓଡ଼ିଶାର ଅବିଛେଦ୍ୟ ଅଙ୍ଗ" ରାଜସ୍ୱ ମନ୍ତ୍ରୀ ଦେଲେ ଜବାବ ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ରହିଥିବା କୋଟିଆ...

ଜଳିଲା ଜାତିବାଦର ନିଆଁ: କଂଗ୍ରେସର ‘ଉପବାସ’କୁ ବିଜେପି କଲା ‘ଉପହାସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଜୋର୍ ଧରିଲା ଜାତିବାଦର ନିଆଁ। ଦଳିତଙ୍କୁ ସମର୍ଥନ କରି ନିଆଁ ଜାଳିଛି କଂଗ୍ରେସ। ସାରା ଦେଶରେ 'ଉପବାସ' ଅନଶନ କରି କଂଗ୍ରେସ ଦଳିତ କାର୍ଡ ଖେଳିଛି। ହେଲେ ବିଜେପି ଏହାକୁ...

ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଲେ ପ୍ରସାଦ: କହିଲେ, “କଂଗ୍ରେସର ହେବ ନବକଳେବର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ନବକଳେବର ଉପରେ ଜୋର୍ ଦେଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କୁ କଟାକ୍ଷ କରିବା ସହ କଂଗ୍ରେସ ପୁଣି ଉଠିବ ବୋଲି କହିଛନ୍ତି। ଜଣକ ପରେ ଜଣେ ନେତା...