୨୦୧୯ରେ ସାରା ଭାରତରୁ ବିଜେପି ସଫା ହେବ: ଅନୁଭବ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=08jTdMFb4mQ] ବିଜେପୁରବାସୀଙ୍କୁ ଧନ୍ୟବାଦ ଦେଲେ ଅନୁଭବ ବିଜେପି ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ କହିଲେ, "ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଆପଣାଉ ବିଜେପି" ବିଜେପୁରରେ ଯାହା ପ୍ରତିଶ୍ରୁତି ଦିଆଯାଇଛି ତାହା ପୂରଣ...

ବିଜେପୁର ଆଣିଛି ବିଜେପି ପାଇଁ ଆତ୍ମସମୀକ୍ଷାର ବେଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଜନାଦେଶକୁ ନମ୍ରତାର ସହ ଗ୍ରହଣ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରାଜୟକୁ ଗ୍ରହଣ କରିବା ସହ ଦଳ ଆତ୍ମସମୀକ୍ଷା କରି ପରାଜୟର କାରଣ ଖୋଜିବ ବୋଲି ଟୁଇଟ୍...

ଭୁଶୁଡ଼ିଲା କଂଗ୍ରେସ ଦୁର୍ଗ, ଗଡ଼ ଜଗି ପାରିଲେନି ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ହାତରୁ ଖସିଗଲା ବିଜେପୁର ଆସନ। ଗଡ଼ ରକ୍ଷା କରି ପାରିଲେନି କଂଗ୍ରେସ ନେତା। ତୃଣମୂଳ ସ୍ତରର ନେତା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ବିଜେପୁରରେ ରଣହୁଙ୍କାର ଦେଇଥିଲେ ମଧ୍ୟ...

ଥ୍ୟାଙ୍କ୍‌ ୟୁ, ବିଜେପୁର – ନବୀନ ପଟ୍ଟନାୟକ

ପ୍ରମୁଖ ସମ୍ବାଦଦାତା, ଓଡ଼ିଶାଲାଇଭ୍‍ [youtube https://www.youtube.com/watch?v=-FCO5FyxgqU] “୨୦୧୯ରେ ବିଜେଡି ପୁଣି ସରକାର ଗଢ଼ିବ” “ବିଜେପୁରବାସୀ ଦେଲେ ହିଂସାର ଜବାବ” “ବିଜେପିର ମିଶନ ୧୨୦ ଏକ ବାହାସ୍ଫୋଟ” ୨୦୧୯ ନିର୍ବାଚନରେ ବିଜେଡି ପୁଣି ସରକାର ଗଢ଼ିବ।...

ବିଜେଡି ଦଖଲରେ ବିଜେପୁର, ବିଜେପି ସ୍ୱପ୍ନ ଧୂଳିସାତ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=-FCO5FyxgqU] ରିତା ସାହୁଙ୍କୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ ଅଶୋକ ପାଣିଗ୍ରାହୀଙ୍କୁ ୬୦ ହଜାର ୯୩୮ ପ୍ରଣୟ ସାହୁଙ୍କୁ ୧୦ ହଜାର ୨୭୪ ଭୋଟ ସବୁ କଳ୍ପନା ଜଳ୍ପନାର...

ବିଜେପୁର ଫଳ: ବିଜେଡିର ବିକଳ୍ପ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=-FCO5FyxgqU] ବିଜେପୁର ନିର୍ବାଚନ ଫଳରୁ ଯାହା ଶିକ୍ଷା ମିଳୁଛି ତାହା ହେଉଛି ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ହିଁ ସୀମିତ ରହିବ। କଂଗ୍ରେସକୁ ଯେ...

ବିଜେପୁରବାସୀଙ୍କ ସୁଖଦୁଃଖରେ ସାଥୀ ହେବି: ରିତା ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ବିଜେପୁର ଭୋଟରଙ୍କ ଉପରେ ଆମର ବିଶ୍ୱାସ ରହିଥିଲା। ସେମାନେ ଆମ ବିଶ୍ବାସକୁ ଅତୁଟ ରଖିଛନ୍ତି। ବିଜେଡି ପ୍ରତି ସେମାନେ ସମର୍ଥନ ଜଣାଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ମୋ ସ୍ୱାମୀ...

ବିଜେପୁର ଭୋଟ୍: ଆଗରେ ବିଜେଡି ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୬ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ୪୦ ହଜାର ଭୋଟରେ ଆଗୁଆ ୧୬ ରାଉଣ୍ଡରେ ବିଜେଡି ୩୬ ହଜାର ଭୋଟରେ ଆଗୁଆ ୧୫ତମ ରାଉଣ୍ଡ ସୁଦ୍ଧା ବିଜେଡି...

ବିଜେପୁର: ୭ମ ରାଉଣ୍ଡ ସୁଦ୍ଧା ୧୫ ହଜାର ଭୋଟରେ ବିଜେଡି ଆଗୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟାୟକ୍ରମେ ଆସୁଛି ବିଜେପୁର ଜନାଦେଶ। ଦିନ ୧୧ଟା ସୁଦ୍ଧା ୭ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଥିବା ବେଳେ...

ବିଜେପୁର: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଲିଛି ବିଜେପୁର ଭୋଟ ଗଣତି। ୫ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ରିତା ୧୨ ହଜାର ୭୯୮ଭୋଟରେ ଆଗୁଆ ରହିଛନ୍ତି। ବିଜେଡି...