ବିଜେପୁରରେ ବିଜେଡି ପ୍ରାର୍ଥୀ ହେବେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ! ଅନୁକମ୍ପା ଭୋଟ ଉପରେ ଦଳ ରଖିଛି ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଶାସକ ବିଜେଡି ଏଥିପାଇଁ କସରତ ଆରମ୍ଭ କରି ଦେଇଛି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡି ଉପ...

ନବୀନ-ମମତାଙ୍କ ଗଡ଼ ଜିତିପାରିବ ବିଜେପି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ୟ କେହି କହୁ କି ନ କହୁ ବିଜେପିର ଦୁଇଥର ରାଜ୍ୟସଭା ସାଂସଦ ଥିବା ଚନ୍ଦନ ମିତ୍ର କହିଛନ୍ତି ଯେ ଓଡ଼ିଶା ଏବଂ ବଙ୍ଗଳା (ପଶ୍ଚିମବଙ୍ଗ) ଭେଦ କରିବା ବିଜେପି ପାଇଁ...

କଳ-ବଳ-ଛଳ ବିରୋଧରେ ଲଢ଼େଇ ସୁରୁ: ସିବିଆଇ ଅଫିସ ଆଗରେ ବିଜେଡି ଦେଖାଇଲା ଶକ୍ତି

ଓଡିଶାଲାଇଭ୍ ବ୍ୟୁରୋ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଗିରଫ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଯେଉଁଥିପାଇଁ ଦଳ ଏବେ ପ୍ରଭାତଙ୍କ ସପକ୍ଷରେ ରାଜରାସ୍ତାକୁ ଓହ୍ଲାଇ ଆସିଛି। ସିବିଆଇ ଅଫିସ୍ ଆଗରେ ଶକ୍ତି ପ୍ରଦର୍ଶନ କରିଛି।...

ସିବିଆଇ ବିରୋଧରେ ଗର୍ଜିଲେ ପ୍ରଭାତଙ୍କ ସମର୍ଥକ; ପୋଲିସ ନାକେଦମ୍‍, ୧୪୪ ଧାରା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ପକ୍ଷରୁ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ନେଇ ଦଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଶେଷକରି ଦଳର କଟକ ଜିଲ୍ଲା ସଂଗଠନ ଏହାର ବିରୋଧକରି ଆନ୍ଦୋଳନକୁ ଜୋରଦାର...

ସିବିଆଇକୁ ନେଇ ତେଜିଲା ରାଜନୀତି: ବିଜେଡି ପାଇଁ ‘ଡୁ ଅର୍ ଡାଏ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨ ବର୍ଷ ତଳର ସ୍ଥିତି ଆଉ ନାହିଁ। ପଞ୍ଚାୟତ ନିର୍ବାଚନ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଯେଉଁ ଦଳ ୨ ବର୍ଷ ତଳେ ସିବିଆଇ ଗିରଫ କରୁଥିବା ନେତାଙ୍କୁ କାଳ ବିଳମ୍ବ ନ...

ବିଜେଡିର ‘ହକ୍‌ ପାଇଁ ହର୍‌ତାଲ୍‌’: ସିସିଟିଭି ଫୁଟେଜ ଆଧାରରେ ୧୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ 'ହକ୍ ପାଇଁ ହରତାଲ୍' ବିଜେଡି ପାଇଁ ମହଙ୍ଗା ପଡିଛି। ହରତାଲ ବେଳେ ଆନ୍ଦୋଳନକାରୀମାନେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ସୋମବାର କମିଶନରେଟ୍ ପୋଲିସ...

ପ୍ରଭାତ ବିଶ୍ୱାଳଙ୍କୁ କୋର୍ଟରେ ହାଜର କଲା ସିବିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣମାଧ୍ୟମକୁ ପ୍ରଭାତ କହିଲେ: “ମୁଁ ରାଜନୈତିକ ଆକ୍ରୋଶର ଶିକାର ହୋ‌ଇଛି। ସିବିଆଇ ମୋତେ ଅଯଥାରେ ହ‌ଇରାଣ ହରକତ କରିବା ସହ ଏକ ରାଜନୈତିକ ଦଳର ହାତବାରିସି ହୋ‍ଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି।” ସିସୋର...

ସିବିଆଇକୁ ବିଜେପି ରାଜନୈତିକ ପ୍ରତିଶୋଧ ପାଇଁ ଅସ୍ତ୍ର କରିଛି: ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତୀବ୍ର ପ୍ରତିକ୍ରିୟା। ଦଳ କହିଲା ବିଜେପିର କଳ, ବଳ ଓ ଛଳ ବିରୋଧରେ ହେବ...

ଚିଟ୍‌ଫଣ୍ଡରେ ପଲିଟିକାଲ ଲିଙ୍କ୍‍: ତ୍ରିପାଠୀ ‘ପ୍ରଭାତ’ଙ୍କଠାରୁ ବିଶ୍ୱାଳ ‘ପ୍ରଭାତ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଖୋଜୁଛି ଚିଟ୍‌ଫଣ୍ଡର ପଲିଟିକାଲ ଲିଙ୍କ୍‍। ଯେଉଁ ଲିଙ୍କକୁ ନେଇ ସିବିଆଇ ଅଧିକାରୀ ୨୦୧୪ରେ ଖୋଳତାଡ଼ କରୁଥିଲେ ୨୦୧୭ରେ ମଧ୍ୟ ଅନୁରୂପ ଛାନ୍‍ଭିନ୍‍ ଆରମ୍ଭ କରିଛନ୍ତି। ୨୦୧୪ରେ କଟକ ଜିଲ୍ଲାର ବିଜେଡି...

ସିବିଆଇ ଟାର୍ଗେଟ୍‌: ପ୍ରଭାତଙ୍କ ପରେ କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିର ‘ହକ୍‌ ପାଇଁ ହରତାଲ୍‍’କୁ ୧୨ ଘଣ୍ଟା ପୂରିବା ଆଗରୁ ଲାଗିଛି ଏକ ବଡ଼ ଝଟ୍‌କା। ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇର ରାତି ଅଧିଆ ଗିରଫ ପରେ ଏବେ ଦଳ କ’ଣ...