କୁନ୍ଦୁଲି ମୂଷାଗୁଡ଼ାରେ ପୀଡ଼ିତାଙ୍କୁ ଦିଆଗଲା କବର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିବା ପରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗାଁ ମୂଷାଗୁଡ଼ା ଶ୍ମଶାନରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ...

ୱାର୍ଲଡ ଇକୋନମିକ୍ ଫୋରମରେ ମୋଦି: ଭାରତରେ ପୁଞ୍ଜିନିବେଶ ପାଇଁ ବିଦେଶୀ କମ୍ପାନିଙ୍କୁ ଦେଲେ ଆହ୍ୱାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱିଜରଲାଣ୍ଡର ଦାଭୋସ୍‌ଠାରେ ଅନୁଷ୍ଠିତ ୱାର୍ଲଡ ଇକୋନମିକ୍ ଫୋରମ୍‌ରେ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଳବାୟୁ...

ବାଜିଲା ବିଜେପୁର ବିଗୁଲ୍: ଫେବୃଆରୀ ୨୪ରେ ଭୋଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବୃଆରୀ ୬ ସୁଦ୍ଧା ନାମାଙ୍କନ ଦାଖଲ ୭ରେ ନାମାଙ୍କନ ଯାଞ୍ଚ ୨୮ରେ ଭୋଟ ଗଣତି ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ଭାରତୀୟ ନିର୍ବାଚନ କମିଶନର ମଙ୍ଗଳବାର...

କୁନ୍ଦୁଲି ପଲିଟିକ୍ସ: ଆତ୍ମହତ୍ୟା ପରେ ବି ଥମୁନି ନିଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଜୀବନ ହାରିଦେଲେ କୁନ୍ଦୁଲି ପୀଡ଼ିତା। ମେଡିକାଲରେ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ବେଳେ ଯେଉଁଭଳି ରାଜନୀତି ଚାଲିଥିଲା ଏବେ ଆରପାରିକୁ ଚାଲିଯିବା ପରେ ବି ରାଜନୀତି...

ରାଜଧାନୀରେ କୁନ୍ଦୁଲି ତାତି: ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୀବନ ଯୁଦ୍ଧରେ ହାରିଯିବା ପରେ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ତେଜିଛି। ରାଜଧାନୀ ଭୁବନେଶ୍ୱରରେ କୁନ୍ଦୁଲି ତାତି ଉଗ୍ରରୂପ ଧାରଣ କରିଛି। ବିଜେପି କର୍ମୀ ଓ...

କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ଜୋର ଧରିଲା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ପୀଡ଼ିତାଙ୍କ ମୃତଦେହକୁ ୨୬ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ ମହିଳାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ: ବିଜେପି ମହିଳା ମୋର୍ଚ୍ଚା ଯଥାଶିଘ୍ର ଘଟଣାର ଯାଞ୍ଚ୍ ହେବା...

ନବୀନଙ୍କୁ ମେଗା ସ୍ୱାଗତ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=RIzpj2-xLLA] 'ଆଦର୍ଶ ମୁଖ୍ୟମନ୍ତ୍ରୀ' ପୁରସ୍କାର ପାଇବା ପରେ ନବୀନ ପଟ୍ଟନାୟକ ସୋମବାର ଅପରାହ୍ଣରେ ପହଞ୍ଚିଛନ୍ତି ଭୁବନେଶ୍ୱରରେ। ନବୀନଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରକୁ ଲୋକଙ୍କ ସୁଅ ଛୁଟିଥିଲା। ନବୀନଙ୍କ ପ୍ରତି ଲୋକଙ୍କ...

ହାରିଗଲେ କୁନ୍ଦୁଲି ପୀଡ଼ିତା: ଆତ୍ମହତ୍ୟା ପରେ ବି ଥମୁନି ରାଜନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟାୟ ପାଇଁ ସଂଘର୍ଷ କରି କୁନ୍ଦୁଲି ପୀଡ଼ିତା ଜୀବନ ହାରିବା ପରେ ମଧ୍ୟ ରାଜନୀତି ଥମୁନି। ବିଜେପି-କଂଗ୍ରେସ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଏହାକୁ ସରକାର ଗୁରୁତର ଭାବେ...

ଆମ୍ ଆଦମୀ ପାର୍ଟିର ୨୦ ବିଧାୟକଙ୍କ ପାଇଁ ଶେଷ ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଫିସ୍‌ ଅଫ୍ ପ୍ରଫିଟ୍ ମାମଲାରେ ସଦସ୍ୟତା ହରାଇଥିବା ଆମ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭବିଷ୍ୟତକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ନିର୍ବାଚନ...

ଭୁବନେଶ୍ୱର ଫେରିଲେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’: ଓଡ଼ିଶାକୁ ନମ୍ବର-ୱାନ କରିବାକୁ ଆହ୍ୱାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=EZ3EC-op07k] ଏୟାରପୋର୍ଟରୁ ନବୀନ ନିବାସ ଜନସମୂଦ୍ର ଏୟାରପୋର୍ଟରେ ନବୀନଙ୍କୁ ବିପୁଳ ସମ୍ବର୍ଦ୍ଧନା ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ କମ୍ପିଲା ଏୟାରପୋର୍ଟ ରାସ୍ତା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ କହିଲେ,"ଓଡ଼ିଶାବାସୀଙ୍କ...