ବଢ଼ିଲାନି ଧାନର ଏମ୍ଏସପି: ୮ରୁ ୧୨ଟି ଜିଲ୍ଲାରେ ବିଜେଡିର ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ନଥିବାରୁ ବିଜେଡି ଜାନୁଆରୀ ୮ ତାରିଖରୁ ୧୨ଟି ଜିଲ୍ଲାରେ କରିବ ଆନ୍ଦୋଳନ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ।
ବଢ଼ିଲାନି ଧାନର...
କ’ଣ ହେବ ତିନି ତଲାକ୍ ବିଲର ଭାଗ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପରି ଗୁରୁବାର ମଧ୍ୟ ତିନି ତଲାକ୍ ବିଲ୍କୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଆଜିର କାର୍ଯ୍ୟକାଳ ଅଚଳ ହୋଇଯାଇଛି। ଫଳରେ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ...
ତିନି ତଲାକ୍ ବିଲ୍କୁ ନେଇ ରାଜ୍ୟସଭାରେ ହଙ୍ଗାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରେ ଆଗତ ହେଲା ବିଲ୍
ସଂଶୋଧନ କରିବାକୁ ଅଡ଼ି ବସିଲା କଂଗ୍ରେସ
ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କଲେ କଂଗ୍ରେସ ନେତା ଆନନ୍ଦ ଶର୍ମା
ଅରୁଣ ଜେଟଲି କହିଲେ,...
ଗ୍ରାମାଞ୍ଚଳରେ ପକ୍କା ଘର ନିର୍ମାଣ ଉପରେ ଫୋକସ୍ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ସୁଦ୍ଧା ୨୦ ଲକ୍ଷ ପକ୍କାଘର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ
ଉପଯୁକ୍ତ ହିତାଧିକାରୀଙ୍କୁ ଘର ଯୋଗାଇବାକୁ ପରାମର୍ଶ
ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ
ବର୍ତ୍ତମାନ...
କେଶବ ଗୋଖଲେ ହେବେ ଭାରତର ବୈଦେଶିକ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନୂତନ ବୈଦେଶିକ ସଚିବ ହେବେ ବିଜୟ କେଶବ ଗୋଖଲେ। ସେ ଜାନୁଆରୀ ୨୮ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ।
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତର ନୂତନ ବୈଦେଶିକ ସଚିବ...
ବିଜେପିରେ ମିଶିଲେ ତିନି ତଲାକ ଆବେଦନକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ତଲାକ୍ ମାମଲାର ଆବେଦନକାରୀ ଇଶରତ୍ ଯାହାନ୍ ବିଜେପିରେ ଯୋଗ ଦେଇଛନ୍ତି। ହାୱଡାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ।
ବିଜେପିରେ ଯୋଗ ଦେବା ପରେ ଇଶରତ୍ ପ୍ରଧାନମନ୍ତ୍ରୀ...
ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ପ୍ଲିଜ୍ ୱେଟ୍…
ଭାସ୍କର ପରିଚ୍ଛା
ଡେସ୍କଟପରେ କୌଣସି ନୂଆ ସଫ୍ଟୱେର୍ ଭର୍ତ୍ତି କଲାବେଳେ ଯେଭଳି ସ୍କ୍ରିନରେ ଲେଖା ଆସେ 'ଲୋଡିଂ... ପ୍ଲିଜ୍ ୱେଟ୍', କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କଥାଟି ମଧ୍ୟ...
ଡେଡଲାଇନ୍ ସୁଦ୍ଧା ଦେଇ ପାରିଲେନି ଜରିମାନା: ବନ୍ଦ ହେଲା ୭ଟି ଖଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବେଆଇନ ଖଣିଜ ଉତ୍ତୋଳନ ଓ ଖନନ କରିଥବା ସଂସ୍ଥାଗୁଡିକଠାରୁ ଜରିମାନା ଆଦାୟ ସମୟସୀମା ଶେଷ ହୋଇଛି। ରାଜ୍ୟର ମୋଟ୍ ୧୫୨ଜଣ ବେଆଇନ ଖଣି ଉତ୍ତୋଳନକାରୀଙ୍କଠାରୁ ୧୭ ହଜାର ୫୦୦କୋଟି ଟଙ୍କା ...
ବିଜେପୁରରେ ମନକୁ ଛୁଇଁଲା କି ମନ୍ କି ବାତ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଦଖଲ ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି। ଡିସେମ୍ବର ୩୧ରେ ବିଜେପୁରର ୨୭୦ଟି ବୁଥ୍ର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣାଇଛି ବିଜେପି। ହେଲେ ଓଡ଼ିଶା କିମ୍ବା ବିଜେପୁର...
୨୦୧୭: ନବୀନଙ୍କ ବର୍ଷ
ଭାସ୍କର ପରିଚ୍ଛା
'ସରଳ ଜୀବନ ଯାପନ କର ଓ ଲୋକଙ୍କ ସେବା କର' ବୋଲି ନିଜ ଦଳର ନେତା ଓ କର୍ମୀଙ୍କୁ ଉପଦେଶ ଦେବାଠାରୁ ଆରମ୍ଭ କରି 'କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି' ବୋଲି ବିଜେପିକୁ...




















