୨୦୨୨ ସୁଦ୍ଧା ଚାଷୀଙ୍କ ବାର୍ଷିକ ଆୟ ଦୁଇଗୁଣା ହେବ: ଡାକ୍ତର ଦାମୋଦର ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
''ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ପାଇଁ ସଫଳ କୃଷି ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଜଳସେଚନ ବ୍ୟବସ୍ଥା ସହ ଅନ୍ୟ ଦିଗକୁ ବ୍ୟାପକ କରାଯାଇ ଚାଷୀଙ୍କ ବାର୍ଷିକ ଆୟ ବୃଦ୍ଧି କରିବାକୁ...
ଶଶିକଳା ବରଖାସ୍ତ: ଏଡିଏମକେରେ ‘ଆମ୍ମା’ ଯୁଗ ଫେରିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡ଼ୁ ରାଜନୀତିରେ ହଟମଚଟ କିଛି ନୂଆ କଥା ନୁହେଁ। ବିଗତ କିଛି ଦିନ ଧରି ଶାସକ ଆନ୍ନା ଡିଏମକେ ଦଳରେ ଯେଉଁ ଛକାପଞ୍ଝା ଚାଲିଥିଲା ତାହା ଶେଷ ହୋଇଛି। ଜୟଲଳିତାଙ୍କ ମୃତ୍ୟୁ...
ପଢ଼ନ୍ତୁ: ବଂଶବାଦଠାରୁ ନୋଟ୍ବନ୍ଦୀ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କ’ଣ କହିଲେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ବର୍କଲିଠାରେ ଥିବା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ସେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ। ଯେଉଁମାନେ ରାହୁଲଙ୍କୁ ଭାରତରେ ତାଚ୍ଛଲ୍ୟ କରୁଛନ୍ତି...
ଆରପାରିରେ ପୂର୍ବତନ ମନ୍ତ୍ରୀ ମୁସ୍ତାଫିଜ ଅହମ୍ମଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁସ୍ତାଫିଜ ଅହମ୍ମଦଙ୍କ ସୋମବାର କଟକରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଅଢ଼େଇ ମାସ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ...
ଛାତ୍ର ନିର୍ବାଚନରେ ବି ନୋଟ୍ କାରବାର!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱାସ କରନ୍ତୁ କି ନା କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବି ନୋଟ୍ କାରବାର ହେଉଛି। ନିଜ ସପକ୍ଷରେ ଭୋଟ୍ ପାଇଁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀମାନଙ୍କୁ ବହୁ ପ୍ରକାର ପ୍ରଲୋଭନ...
ବିଜେପି ଖେଳୁଛି ମାଇଣ୍ଡ ଗେମ୍; ‘ବିକାଶ’ ସହ ବିଜେଡି ଅସ୍ତ୍ର କରୁଛି ନବୀନଙ୍କ ‘ଜେଣ୍ଟଲମ୍ୟାନ୍ ଇମେଜ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅମିତ ଶାହ ଓ ତାଙ୍କ ଟିମ୍ ଆରମ୍ଭ କରି ଦେଇଛନ୍ତି ମାଇଣ୍ଡ ଗେମ୍। ବିଜେପିର ରଣନୀତି ହେଉଛି ବିଜେଡିକୁ ମାନସିକ ଚାପ...
କର୍ମୀଙ୍କୁ ବିଜେପି ବାଣ୍ଟିବ ବାଇକ୍: ବିଜେଡି କହିଲା, “ଇଏ ସ୍ୱଚ୍ଛ ଶାସନର ନମୁନା”
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଓଡିଶାରେ ପ୍ରୟୋଗ କରୁଛି ୟୁପି ଫର୍ମୁଲା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏହି ଜାତୀୟ ଦଳ କର୍ମୀଙ୍କୁ ୧,୬୫୦ ବାଇକ୍ ଦେଇ ନିର୍ବାଚନ ବୈତରଣୀ ପାର୍ ହୋଇଥିଲା। ଆଉ ଏକାକୀ ୩୨୦...
ବିଜେପିର ମିଶନ ୧୨୦+: ରାସ୍ତା କଣ୍ଟକିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ସଭାପତି ଅମିତ ଶାହା ତାଙ୍କର ଓଡ଼ିଶା ଗସ୍ତ ବେଳେ ଯେଉଁଭଳି ଉଚ୍ଚ ସ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରକୁ ଓପାଡ଼ି ଫୋପାଡ଼ି ଦେବା ପାଇଁ କହିଲେ ତାହା ଏକ କଣ୍ଟକିତ...
ଅନୁଦାନ ବିତର୍କ: ବିଜେପିର ଟାର୍ଗେଟ୍ ମୁଖ୍ୟମନ୍ତ୍ରୀ, ବିଜେଡି କହିଲା ପ୍ରଧାନମନ୍ତ୍ରୀଙ୍କୁ ଡାକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ରାଜ୍ୟ ସରକାରଙ୍କୁ ୪ ଲକ୍ଷ କୋଟି ଟଙ୍କାର ହିସାବ ମାଗିବା ପରେ ଏହାକୁ ନେଇ ବିବାଦ ଘନଉଛି। କେତେ ନେଉଛ କେତେ ଦେଉଛର ହିସାବ...
ବିଜେଡିକୁ ‘ବିଜେପୁର’ ଚିନ୍ତା: କଂଗ୍ରେସ ଗଡକୁ ଅକ୍ତିଆର ପାଇଁ ନବୀନ ନିବାସରେ ମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ଜନତା ଦଳକୁ ଏବେ ବିଜେପୁର ଉପ ନିର୍ବାଚନ ଚିନ୍ତା ଘାରିଛି। କଂଗ୍ରେସ ଗଡକୁ ବିଜେଡି କିପରି ଅକ୍ତିଆର କରିବ ତାକୁ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ। ନବୀନ ନିବାସରେ...




















