ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ଵାଳ କଂଗ୍ରେସରୁ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଶନିବାର ଦିନ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ଏହି ଦୁଇ...
୧୧ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ବଢ଼ିବ ନିଯୁକ୍ତି ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୧୯ତମ ରାଜ୍ୟସ୍ତରୀୟ...
ମହାରାଷ୍ଟ୍ର ପାଓ୍ଵାର ପ୍ଲେ: ଆଗକୁ କ’ଣ ହେବ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମହାରାଷ୍ଟ୍ରରେ ସରକାର ସ୍ଥିର, କିନ୍ତୁ ରାଜନୀତି ନୁହେଁ। ଗତ ସପ୍ତାହରେ ଆରମ୍ଭ ହୋଇଥିବା ‘ପାଓ୍ଵାର ପ୍ଲେ’ରେ ଆଗକୁ ଆହୁରି ବହୁତ ଖେଳ ବାକି ଅଛି।
ମହାରାଷ୍ଟ୍ର ରାଜନୀତିରେ ଯାହା ଘଟୁଛି ତାହା ଅପ୍ରତ୍ୟାଶିତ...
୨୦୨୪ ନିର୍ବାଚନ ପାଇଁ ବିଜେଡିର ସଜବାଜ: ୬ ଜିଲ୍ଲାକୁ ମିଳିଲା ନୂଆ ଦଳୀୟ ସଭାପତି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ନିଜ ସଂଗଠନକୁ ସୁଦୃଢ଼ କରୁଛି ବିଜେଡି। ଏହି ପ୍ରରିପ୍ରେକ୍ଷୀରେ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ୬ଟି ଜିଲ୍ଲା ପାଇଁ ନୂଆ ଦଳୀୟ...
‘ମୋଦୀ’ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା: ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋଦୀ’ ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ମିଳିଛି। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏବେ ରାହୁଲଙ୍କ ୨ ବର୍ଷର ସଜା ବଳବତ୍ତର...
ପାଓ୍ଵାର ପାଇଁ ଫ୍ୟାମିଲି ଓ୍ଵାର୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଓ୍ଵାର ପରିବାରର କ୍ଷମତା ଲଢ଼େଇ, ବିଗତ ଦିନରେ ଘଟିଥିବା ଅନେକ ରାଜନୈତିକ ପରିବାରର ଲଢ଼େଇକୁ ତାଜା କରିଛି।
ଭାରତୀୟ ରାଜନୀତିରେ ନୂଆ ନୁହେଁ ପରିବାର ଲଢ଼େଇ
ଚୌକି ପାଇଁ ଦାଦା-ପୁତୁରା...
ମହାରାଷ୍ଟ୍ର ମହାନାଟକ: ଅଜିତ ନେଲେ ଶରଦଙ୍କ ପାୱାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହାରାଷ୍ଟ୍ରରେ କ୍ଷମତା ଲଢ଼େଇ। ଦାଦାଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛନ୍ତି ଅଜିତ ପାୱାର।
ରାଜନୀତିରେ କେତେବେଳେ କ’ଣ ହେବ ଏହାର ଆକଳନ କରିହୁଏ ନାହିଁ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...
ବୌଦ୍ଧରେ ୫-ଟି ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଶାଶ୍ଵସ ଦେବବ୍ରତ ଦାଶ): ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ କରି ତାଙ୍କ କାର ଉପରକୁ ବୁଧବାର ଦିନ ଅଣ୍ଡାମାଡ଼ କରାଯାଇଛି। ଆଜି ଦିନିକିଆ ବୌଦ୍ଧ ଜିଲ୍ଲା...
ଫୋକସ୍ ୨୦୨୪: ସଙ୍ଗଠନ ସଜାଡ଼ୁଛି ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ସଜବାଜ ଆରମ୍ଭ କଲାଣି ବିଜେପି।
ଲୋକସଭା ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡୁଛି ଦଳ। ମଙ୍ଗଳବାର ଦିନ ୪ଟି ରାଜ୍ୟରେ ବଡ଼ ପରିବର୍ତ୍ତନ କରିଛି...
ମହାରାଷ୍ଟ୍ରରେ ପାଓ୍ଵାର ପଲିଟିକ୍ସ: ଚାଲିଛି ଦାଦା-ପୁତୁରା ଲଢ଼େଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏନ୍ସିପିରେ ବିଭାଜନ, ଅଜିତଙ୍କ କ୍ଷମତା ଲୋଭ ନା ଭୟ ତାହା ସ୍ପଷ୍ଟ ନୁହେଁ। ଏହା ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ମଧ୍ୟ ନୁହେଁ।
ବିଭାଜନ ପଛରେ କ୍ଷମତା ଲୋଭ ନା ଭୟ?
...




















