ବାଲେଶ୍ୱର ଦଶହରା: ସାଂସ୍କୃତିକ ମହାମିଳନର କଥା କହେ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି...

ଅଦ୍ଭୁତ ମନ୍ଦିର: ଯେଉଁଠି ଦୋଳିରେ ଝୁଲି ପୂଜା ପାଆନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଦେବୀ ଦୁର୍ଗାଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠି ମା’ ଦୁର୍ଗା ମନ୍ଦିରରେ ଝୁଲା ବା ଦୋଳିରେ ବସି ପୂଜା ପଆନ୍ତି। ଭକ୍ତମାନେ ମା’ଙ୍କୁ ଦୋଳି ଖେଳାଇଥାନ୍ତି। ଏହି...

ନବରାତ୍ରିରେ ନଅ ଅବତାରରେ ପୂଜା ପାଆନ୍ତି ମା’ ଦୁର୍ଗା – ଜାଣନ୍ତୁ ଏହା ପଛର କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପବିତ୍ର ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ ଅବତାରରେ ପୂଜା କରାଯାଏ। ମା’ଙ୍କ ଏହି ଅବତାର ପଛରେ ମଧ୍ୟ କାହାଣୀ ରହିଛି। ଆସନ୍ତୁ ଜାଣିବା ମା’ଙ୍କ ଏହି ଅବତାର ଓ ତା...

୧୮୩୨ରେ ଆରମ୍ଭ ହୋଇଥିଲା କଟକର ପ୍ରଥମ ଦୁର୍ଗା ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ। ଇତିହାସ କହୁଛି, ୧୮୩୨ ସାଲରେ...

ଓଡ଼ିଶା ବାହାରେ ନିଆରା ଢଙ୍ଗରେ ମା’ ଦୁର୍ଗାଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ମା’ଙ୍କୁ ଅନେଇ ବସିଛନ୍ତି ପୂରପଲ୍ଲୀ।...