କଟକ ଦଶରା’, ଚାନ୍ଦିମେଢ଼ର ଏମିତି ଥିଲା ଇତିହାସ, ଝଲସୁଥିଲା ପାର୍ବଣର ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ବଣର ସହର କଟକରେ ଦଶହରା ଉତ୍ସବର ଏକ ସୁଦୀର୍ଘ ଇତିହାସ ରହିଛି। ଏହି ଐତିହ୍ୟ ସହରରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି...

ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...

ମା’ ଭଗବତୀଙ୍କ ନାଁ କେମିତି ହେଲା ଦେବୀ ଦୁର୍ଗା? ଜାଣନ୍ତୁ ପୌରାଣିକ କଥା…

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଜଗତଜନନୀ ମା’ ଦୁର୍ଗା। ସେ ଅଭୟଦାୟିନୀ, ଦୁର୍ଗତିନାଶିନୀ। ଏମିତି ଅନେକ ନାଁରେ ତାଙ୍କୁ ଡାକନ୍ତି ଭକ୍ତ। କିନ୍ତୁ ପୁରାଣ କଥା ଅନୁସାରେ ମା’ ଦୁର୍ଗାଙ୍କ ପ୍ରକୃତ ନାମ ହେଉଛି ଦେବୀ...

ନବରାତ୍ରିରେ ନଅ ଅବତାରରେ ପୂଜା ପାଆନ୍ତି ମା’ ଦୁର୍ଗା – କ’ଣ ଏହା ପଛର କାହାଣୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପବିତ୍ର ନବରାତ୍ରିରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ ଅବତାରରେ ପୂଜା କରାଯାଏ। ମା’ଙ୍କ ଏହି ଅବତାର ପଛରେ ମଧ୍ୟ କାହାଣୀ ରହିଛି। ଆସନ୍ତୁ ଜାଣିବା ମା’ଙ୍କ ଏହି ଅବତାର ଓ ତା...

ବିଜୟା ଦଶମୀରେ ଜମିଲା ସିନ୍ଦୂର ଖେଳ, ଦହିପଖାଳ ଭୋଗ ପାଇଁ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକରୁ ଜୟ ମହାନ୍ତି): ଆଜି ବିଜୟାଦଶମୀ। ଆସନ୍ତାକାଲି ମା’ ବିଦାୟ ନେବେ। କଟକି ଦଶହରାରେ ବେଶ ଗୁରୁତ୍ୱ ବହନ କରେ ଏହି ବିଦାୟ ବେଳର ଦୃଶ୍ୟ। ଦହି ପଖାଳ ବାସ୍ନାରେ ମହକେ...

କେମିତି ମା’ ଭଗବତୀଙ୍କ ନାଁ ଦୁର୍ଗା ହେଲା?

ଓଡ଼ିଶାଲାଇଭ୍‌ ବ୍ୟୁରୋ    ଜଗତଜନନୀ ମା' ଦୁର୍ଗାଙ୍କ ଆଗମନରେ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଥାନ୍ତି। ପବିତ୍ର ଦୁର୍ଗା ପୂଜା ଅବସରରେ ମା'ଙ୍କ ଆବାହନ ପାଇଁ ଏବେ ଚାରିଆଡ଼େ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏଥିପାଇଁ ପୂଜା...

କଟକ ଦଶହରାର ଅନନ୍ୟ ପରମ୍ପରା – କୁମାରୀ ପୂଜା ଓ ମାଛ ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକରୁ ଜୟ ମହାନ୍ତି): ଉଠୁଛି ପଡୁଛି କଟକ ସହର।ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜାମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଲାଗି ରହୁଛି। କଟକର ୧୬୧ଟି ପୂଜା ମଣ୍ଡପରେ ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି।...

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ) ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି  ବିଶାଖାପାଟଣା ସହର। ଚଳଚଞ୍ଚଳ ହୋଇପଡ଼ିଛି ପୁରପଲ୍ଲୀ। ସବୁଠି ମନ୍ତ୍ର, ତନ୍ତ୍ର ପୂଜାରେ ମା’ଙ୍କର କରାଯାଉଛି ଆବାହନ। ଏଥିପାଇଁ ଦୋକାନ...

କଟକ ପୂଜା ମଣ୍ଡପରେ ଏବେ ଚାରିଆଡ଼େ ସୁନା – ରାଣୀ ହାଟରେ ମା’ଙ୍କ ମୁଣ୍ଡରେ ୫ କେଜିଆ ମୁକୁଟ

ଜୟ ମହାନ୍ତି କଟକ ଦଶରାର ଏବେ ମୁଖ୍ୟ ଆକର୍ଷଣ ସୁନା ମେଢ଼ ଓ ମା'ଙ୍କ ସୁନା ମୁକୁଟ। ପ୍ରତିବର୍ଷ ଏହି ତାଲିକାରେ ଯୋଡ଼ି ହେଉଛନ୍ତି ଅଧିକ ମଣ୍ଡପ। ସହରର ସବୁଠାରୁ ବଡ ପର୍ବ ପାଳନ ଚାଲିଛି...

କଟକ ଦଶହରା – ସୁନା, ଚାନ୍ଦିର ଗହଳି ଭିତରେ ଚମକ ହରାଇନି ଜରି ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ପୁରୁଷ ଧରି ଜରି ମେଢ଼ ତିଆରି କରି ଆସୁଛନ୍ତି ମୁସଲମାନ କାରିଗର। (କଟକରୁ ଜୟ ମହାନ୍ତି): ସମୟ ବଦଳିଛି। ତା’ ସହ ତାଳ ଦେଇ କଟକର ଦୁର୍ଗା ପୂଜା ପାଳନର ଷ୍ଟାଇଲ୍‌...