ବଲିଉଡ ସେଲିବ୍ରେଟିଙ୍କ ଘରେ ଗଣପତି ବପ୍ପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱପ୍ନ ନଗରୀ ମୁମ୍ବାଇରେ ଆଜି ଜୋରସରରେ ଚାଲିଛି। ବଲିଉଡରେ ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ଏକ ଖାସ୍‌ ଅନ୍ଦାଜରେ ଏହି ପର୍ବକୁ ପାଳନ କରନ୍ତି। ସଲମାନ ଖାନ, ବିବେକ...

କଟକର ମୂର୍ତ୍ତି ଗଢ଼ା କାରଖାନା କୁମ୍ଭାର ସାହି

ଓଡ଼ିଶାଲାଇଭ ବ୍ୟୁରୋ ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏନେଇ ଚଳଚଞ୍ଚଳ ହୋଇ ପଡ଼ିଛି କଟକ ସହର। ତେବେ କଟକ ସହରର ମୂର୍ତ୍ତି କାରଖାନା କୁହାଯାଉଥିବା କାଠଗଡ଼ା ସାହି ନିକଟସ୍ଥ କୁମ୍ଭାର ସାହିରେ...

ମୂଷା କେମିତି ହେଲା ଗଣେଶଙ୍କ ବାହନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମସ୍ତେ ଜାଣନ୍ତି ଯେ ଭଗବାନ ଗଣେଶଙ୍କ ବାହନ ମୂଷା। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଗଣେଶ ଓ ମୂଷାର ସମ୍ପର୍କ...

ଓଡ଼ିଶାରେ ଗଣେଶଙ୍କୁ ଲାଗି ହୁଏ ଏହି ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଲଡ଼ୁ ପ୍ରିୟ ଗଣେଶ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ଗଣେଶଙ୍କୁ ଭୋଗ ଲାଗି...

ଏମିତି ମନ୍ଦିର, ଯେଉଁଠି ଗଣେଶଙ୍କୁ ନଡ଼ିଆ ଭୋଗ ଲାଗି କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପାର୍ବତୀ ନନ୍ଦନ ବା ଗଣେଶଙ୍କୁ ନଡ଼ିଆ ଭୋଗ ଲାଗିଥାଏ। ଭକ୍ତଙ୍କ ବିଶ୍ୱାସ ଯେ ଗଣପତିଙ୍କୁ ନଡ଼ିଆ ଭୋଗ ଚଢ଼ାଇଲେ ସେ ସବୁ ମନୋସ୍କାମନା...

ଲଡ଼ୁ ପ୍ରିୟ ଲମ୍ବୋଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗ୍ରପୂଜ୍ୟ ଦେବତା ଭାବେ ଘରେ ଘରେ ପୂଜା ପାଆନ୍ତି ଶ୍ରୀଗଣେଶ। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଶ୍ରୀ ଗଜାନନଙ୍କ ଜନ୍ମ। ତେଣୁ ଏହାକୁ ଗଣେଶ ଚଉଠୀ ବୋଲି...

ହାଇଦ୍ରାବାଦର ଗଣେଶଙ୍କ ଲଡ଼ୁ, ୧୫ଲକ୍ଷରୁ ଅଧିକ ଟଙ୍କାରେ ହୁଏ ନିଲାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ଧରଣରେ ଏହି...

ଜାଣନ୍ତୁ ଗଜାନନଙ୍କ ପାଖରେ କାହିଁକି ଭୋଗ ହୋଇଥାଏ ଲଡ଼ୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛନ୍ତି ପାର୍ବତୀ ନନ୍ଦନ। ଲଡ଼ୁ ପ୍ରିୟ ପ୍ରଭୁ ଗଣପତିଙ୍କୁ ସ୍ଵାଗତ ଜଣାଇବା ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇ ଉଠିଛି। ଗଣେଶ ପୂଜାକୁ ଆଉମାତ୍ର ଅଳ୍ପ କିଛି ଦିନ ବାକି ଥିଲା...

ଗଣେଶଙ୍କୁ କୁହାଯାଏ ଏକଦନ୍ତ, ଜାଣନ୍ତୁ  ଭଙ୍ଗା ଦାନ୍ତର ରହସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣେଶଙ୍କୁ କାହିଁକି କୁହାଯାଏ ଏକଦନ୍ତ, ଜାଣନ୍ତୁ  ଭଙ୍ଗା ଦାନ୍ତର ରହସ୍ୟମୟ କାହାଣୀ। ପୌରାଣିକ ମାନ୍ୟତା ରହିଛି ଭଗବାନ ଗଣେଶ ମହାଭାରତ ଲେଖିବାର କାର୍ଯ୍ୟ କରିଥିଲେ। ବ୍ୟାସଦେବ ଯେତେବେଳେ ମହାଭାରତର ସମ୍ପର୍ତ୍ଣ ରୂପରେଖ ପ୍ରସ୍ତୁତ...

ଲାଲ୍‌ବାଗ୍‌ରେ ପୂଜା ପାଇବ କାଗଜରେ ତିଆରି ୨୨ ଫୁଟ୍‌ ଉଚ୍ଚ ଗଣପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ। ଲଡ଼ୁ ପ୍ରିୟ ପ୍ରଭୁ ଗଣପତିଙ୍କୁ ସ୍ଵାଗତ ଜଣାଇବା ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇ ଉଠିଛି। ଘରେ ଘରେ ଚାଲିଛି ପ୍ରସ୍ତୁତି। ଘରସଜ୍ଜାଠାରୁ ଆରମ୍ଭ...