ବାତ୍ୟା ମୁକାବିଲା ପାଇଁ ୪ ଆଇଏଏସ୍‌ଙ୍କୁ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ମୁକାବିଲା କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ଜିଲ୍ଲା ପାଇଁ ମଧୁସୂଦନ ପାଢ଼ୀ, ଭଦ୍ରକ ପାଇଁ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା...

କିଏ ଦେଇଛି ବାତ୍ୟା ଅମ୍ପନର ନାଁ  – କେମିତି ହୁଏ ବାତ୍ୟାର ନାମକରଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟାର ନାଁ ଆସେ କେଉଁଠୁ, କିଏ କରେ ବାତ୍ୟାର ନାମକରଣ? କ’ଣ ଆପଣଙ୍କ ମନରେ ଏମିତି ପ୍ରଶ୍ନ କେବେ ଆସିଛି ତବେ ପଢ଼ନ୍ତୁ ଏହି ରିପୋର୍ଟ। ସମୁଦ୍ର ଭିତରେ ମହାବାତ୍ୟା ରୂପ ନେଇ...

ବାତ୍ୟା ଅମ୍ପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବ୍ୟାପକ ପଦକ୍ଷେପ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆସନ୍ତା ୨୦ ତାରିଖରେ ଦୀଘା ଓ ହାତୀଆ ମଧ୍ୟରେ ବାତ୍ୟା ଅମ୍ପନ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି। ଏହା ପ୍ରଭାବରେ ରାଜ୍ୟର ଆସନ୍ତାକାଲିଠାରୁ ବର୍ଷା ଓ...

ଆସୁଛି ବାତ୍ୟା ଅମ୍ପନ – ୨୦ରେ ୫ ଜିଲ୍ଲାରେ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ର ଭିତରେ ମହାବତ୍ୟା ରୂପ ନେଇ ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ଦକ୍ଷିଣରେ ୭୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ...

ଅମ୍ଫନ କରୁଛି କମ୍ପନ – ସମୁଦ୍ର ଭିତରେ ନେଲା ମହାବାତ୍ୟାର ରୂପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇ ସାରିଛି ବାତ୍ୟା ଅମ୍ଫନ। ସକାଳ ସାଢ଼େ ୧୧ଟାରେ ଏହା ମହାବାତ୍ୟାର ରୂପ ନେଇଛି। ଏହାସହ ଘଣ୍ଟାକୁ ୮ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ।...

ଅମ୍ପନ ଅପଡେଟ୍ – ଦିନ ୨ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ । ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ… ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା। ସମୁଦ୍ର ଭିତରେ...

କାହିଁକି ପାଳିତ ହୁଏ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୧୮ ଅର୍ଥାତ୍ ଆଜି ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସ। ତେବେ ଆପଣ ଜାଣନ୍ତି କି କେବେଠୁ ଓ କାହିଁକି ପାଳିତ ହେଉଛି ଏହି ଦିବସ? ପ୍ରତି ବର୍ଷ ମେ’ ୧୮ ତାରିଖକୁ ଅନ୍ତରାଷ୍ଟ୍ରୀୟ...

ମହାବାତ୍ୟାର ରୂପ ନେଇପାରେ ବାତ୍ୟା ଅମ୍ଫନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାବାତ୍ୟାରେ ପରିଣତ ହୋଇପାରେ ବାତ୍ୟା ଅମ୍ଫନ। ବଙ୍ଗୋପସାଗରରେ ଲଗାତାର ଭାବେ ଅଧିକ ଘନିଭୂତ ହେଉଛି ବାତ୍ୟା। ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ରହିଛି। ଏନେଇ...

ଅମ୍ଫନ ଅପଡେଟ୍ – ଦିନ ୧୧ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ଅମ୍ଫନ୍‌। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍‌ ଅପ୍‌ଡେଟ୍‌ରୁ… ସୁପର ସାଇକ୍ଲୋନରେ ପରିଣତ ହୋଇପାରେ ବାତ୍ୟା ଅମ୍ପନ। ବଙ୍ଗୋପସାଗରରେ ଲଗାତାର ଘନୀଭୂତ ହେଉଛି ଅମ୍ଫନ। ଆଜି...

ଅମ୍ଫନ ଅପଡେଟ୍ – ସନ୍ଧ୍ୟା ୭ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ଅମ୍ଫନ୍‌। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍‌ ଅପ୍‌ଡେଟ୍‌ରୁ… ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ପନ। ଆଗାମୀ ୨୪ ଘଣ୍ଟା ଭିତରେ...