ଲକ୍‌ଡାଉନ: ମାସ୍କ ପିନ୍ଧି ହେଲେ ବାହା – ବାହାଘରରେ ଦିଶିଲା ସାମାଜିକ ଦୂରତା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଲକ୍‌ଡାଉନ ଭିତରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ନିଆରା ବାହଘର। ବର କନ୍ୟା ମାସ୍କ ପିନ୍ଧି ହୋଇଛନ୍ତି ବାହା। ବିବାହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା କଥାଟା ଅଡ଼ୁଆ ଲାଗୁ ଥାଇପାରେ।...

ଦାଶ ବେନହୁରଙ୍କ ଲକ୍‌ଡାଉନ୍‌ ଡାଏରି:  “ସ୍ଵାଧୀନତାର ଅର୍ଥ କେବଳ ଆପଣା ସୁଖ ନୁହେଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂଆ ଫିଚର - ‘ଲକ୍‌ଡାଉନ୍‌ ଡାଏରି’। ପଢ଼ନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନାକରି କ’ଣ କହୁଛନ୍ତି ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍‌ ଦାଶ ବେନହୁର। ଲକ୍‌ଡାଉନ୍‌...

କରୋନା ସତର୍କତା – ଘରେ ରହୁଥିଲେ ବି ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ବିଶ୍ୱରେ କରୋନା ପ୍ରଭାବ ଜାରି ରହିଛି। ଏଭଳି ସ୍ଥିତିରେ ଲୋକଙ୍କୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ଯଦି ଆପଣ ଘରେ ବି ରହୁଛନ୍ତି ତାହେଲେ ବି ଆପଣଙ୍କୁ ସତର୍କ...

ଲକଡାଉନ୍ ଟେନସନ – ଘରେ କରନ୍ତୁ ଏହି କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍‌ ଟେନସନରୁ ବର୍ତ୍ତିବା ପାଇଁ ଆପଣ ଘରେ କିଛି କାମ କରିପାରିବେ। ଜାଣନ୍ତୁ ସେହି କାମ କ’ଣ? କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ଏହି ସମୟ ମଧ୍ୟରେ...

WHOର ପରାମର୍ଶ – ଭଲ ସ୍ୱାସ୍ଥ୍ୟ ପାଇଁ ୩୦ ମିନିଟ୍ କରନ୍ତୁ ବ୍ୟାୟାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ସେଥିପାଇଁ ବ୍ୟାୟାମ କରିବା ଜରୁରୀ। ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିବା ସ୍ୱାଭାବିକ। ଏହାଛଡ଼ା...

‘ପୁଣି ହସିବ ଓଡ଼ିଶା’- ମ୍ୟୁଜିକ ଭିଡିଓରେ ମନୋବଳ ବଢ଼ାଇଲେ ଓଲିଉଡ କଳାକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ନେଇ ଆତଙ୍କିତ ରାଜ୍ୟବାସୀ। ଏପରିସ୍ଥଳେ 'ପୁଣି ହସିବ ଓଡ଼ିଶା’ ମ୍ୟୁଜିକ ଭିଡିଓ ଜରିଆରେ ରାଜ୍ୟବାସୀଙ୍କ ମନୋବଳ ବଢ଼ାଇଲେ ଓଲିଉଡ କଳାକାର।    ‘‘ପୁଣି ଗାଁରେ ଗୋଧୂଳି ଉଡ଼ିବ, ପୁଣି ସହରରେ ଗାଡ଼ି ଗଡ଼ିବ,...

ମହାଭାରତର ‘କୃଷ୍ଣ’ ନୀତିଶଙ୍କୁ ଦିନେ ପୂଜା କରୁଥିଲେ ଲୋକେ – ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବି ଆର୍‌ ଚୋପ୍ରାଙ୍କ 'ମହାଭାରତ'ରେ 'କୃଷ୍ଣ'ଭୂମିକାରେ ଅଭିନୟ କରିଥିଲେ ନୀତିଶ ଭରଦ୍ୱାଜ। ଏହି ଚରିତ୍ର ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଯେତେବେଳେ ମହାଭାରତର ଶ୍ରୀକୃଷ୍ଣଙ୍କ କଥା ଆସେ ସମସ୍ତଙ୍କ ଆଖି ଆଗରେ...

ହାର୍ଟ ଫେଲ୍ୟୁଅରର ଲକ୍ଷଣ, ଚିକିତ୍ସା ଓ ଏହାକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାର୍ଟ ଫେଲ୍ୟୁଅର ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରମାନଙ୍କ ଅନୁସାରେ ୫୦-୫୯ ବର୍ଷ ମଧ୍ୟରେ ପ୍ରାୟ ୧ ପ୍ରତିଶତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥାନ୍ତି।...

କରୋନା ଯୋଦ୍ଧା ସାଇରାମ ପଟ୍ଟନାୟକ – କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ କରୁଛନ୍ତି ସଚେତନ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନା ପାଇଁ ଦେଶରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗାଁ ଗହଳିର ସ୍ୱେଚ୍ଛାସେବୀ ଯାଏଁ...

ଜୁନ୍‌ ୧୩ ସୁଦ୍ଧା ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥର ସ୍ୱାଭାବିକ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୧୩ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ। ଜୁନ୍‌ ପହିଲାରୁ ସେପ୍ଟେମ୍ବର ଶେଷ ଯାଏଁ ଦେଶରେ ବର୍ଷା ସ୍ୱାଭାବିକ ରହିବ...