୩-୦ରେ ସିରିଜ ପୋଛିନେଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୩ ଟିକିଆ ଟି-୨୦ ସିରିଜରେ ଭାରତ ୩ଟି ଯାକ ମ୍ୟାଚ ଜିତି ସିରିଜ ବିଜୟୀ ହୋଇଛି। ଫ୍ଲୋରିଡାରେ ଦୁଇଟି ମ୍ୟାଚ ଜିତିବା ପରେ ମଙ୍ଗଳବାର ଗୟନାରେ ଶେଷ...

ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ଟିକିଆ ଟି-୨୦ ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ ଉପରେ କବ୍‌ଜା କରି ସାରିଛି। ତେବେ ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ସିରିଜର ତୃତୀୟ...

ଆଜି ଶେଷ ଟି-୨୦ – ସିରିଜ ମୂଳପୋଛ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୩ଟିକିଆ ସିରିଜରେ ଭାରତ ୨ଟିରେ ବିଜୟୀ ହୋଇ ୨-୦ରେ ଆଗୁଆ ରହି ସିରିଜ କବଜା କରିସାରିଛି। ତେବେ ଆଜିର ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜ ମୂଳପୋଛ କରିବା...

ଟେଷ୍ଟ କ୍ରିକେଟରୁ ଷ୍ଟେନଙ୍କ ସନ୍ନ୍ୟାସ

ଓଡ଼ିଶାଲାଇଭ ବ୍ୟୁରୋ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଶୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଦିନିକିଆ ଓ ଟି-୨୦ରେ ଅଧିକ ଧ୍ୟାନ ଦେବେ ବୋଲି ଏଭଳି ନିଷ୍ପତ୍ତି ନେଇଛନ୍ତି।...

ଦ୍ଵିତୀୟ ଟି-୨୦ରେ ଓ୍ଵେଷ୍ଟଇଣ୍ଡିଜକୁ ହରାଇ ସିରିଜ ହାତେଇଲା ଭାରତ

ଓଡ଼ିଶାଲାଇଭ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟିକିଆ ଟି-୨୦ ସିରିଜରେ ଭାରତ ଦୁଇଟିରେ ବିଜୟୀ ହୋଇ ସିରିଜ ଅକ୍ତିଆରେ କରିଛି। ରବିବାର ଦ୍ଵିତୀୟ ଟି-୨୦ ସିରିଜରେ ଡିଏଲ୍ ନିୟମରେ ୨୨ରନ ବିଜୟୀ ହୋଇଛି। ଫଳରେ...

ୱେଷ୍ଟଇଣ୍ଡିଜ ଆଗରେ ୧୬୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଆଗରେ ୧୬୮ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ। ଟସ୍‌ ଜିତି ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ...

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ : ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ରେ ଭାରତ ବିଜୟ ହୋଇଥିବା ବେଳେ ଆଜି ହେଉଛି ସିରିଜର ଦ୍ୱିତୀୟ ମ୍ୟାଚ୍‌। ମ୍ୟାଚ୍‌ ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

ଭାରତ ବନାମ ୱେଷ୍ଟଇଣ୍ଡିଜ : ଟି-୨୦ ସିରିଜ ପୋଛି ନେବା ଲକ୍ଷରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫ୍ଲୋରିଡାଠାରେ ଖେଳାଯାଉଥିବା ଭାରତର-ୱେଷ୍ଟଇଣ୍ଡିଜ ଟି-୨୦ ସରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ବିଜୟ ଲାଭ କରିଛି। ଆଜି ହେଉଛି ସିରିଜର ଦ୍ୱିତୀୟ ମ୍ୟାଚ୍‌। ତେବେ ଆଜି ମଧ୍ୟ ଇଣ୍ଡିଜ୍‌...

ଭାରତୀୟ କ୍ରିକେଟରେ ୫ ଦମ୍‌ଦାର ଅଲରାଉଣ୍ଡର

ଓଡ଼ିଶାଲାଇଭ ବ୍ୟୁରୋ କ୍ରିକେଟରେ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ସହ ଅଲରାଉଣ୍ଡର ମଧ୍ୟ ପ୍ରାଭାବୀ ଭୂମିକା ରହିଥାଏ। ବିପଦ ସମୟରେ ଦଳକୁ ଏକ ନୂଆ ମୋଡ଼ରେ ପହଞ୍ଚାଇବାର ଦକ୍ଷତା ଅଲରାଉଣ୍ଡରଙ୍କ ପାଖରେ ରହିଥାଏ। ଅନେକ ଦେଶର...

ବିଶ୍ୱ ଜୁନିୟର ରୋଇଂ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳ ଘୋଷଣା, ଓଡ଼ିଶାରୁ ୩

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବିଶ୍ୱ ଜୁନିୟର ରୋଇଂ ଚାମ୍ପିଅନ୍‌ସିପ୍‌ ଜାପାନର ଟୋକିଓଠାରେ ଅନୁଷ୍ଠିତ ହେବ। ଅଗଷ୍ଟ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ଜଣିଆ ଭାରତ ଦଳ ଭାଗ...