ଜାଣନ୍ତୁ! ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଘଟିଥିବା କିଛି ପ୍ରମୁଖ ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବ ଚଳିତ ଆଇପିଏଲ୍‌ର ଫାଇନାଲ ମୁକାବିଲା। ଫାଇନାଲରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ହେବା କଡ଼ା ଟକ୍କର।...

ରବିବାର ଆଇପିଏଲ୍‌ ଫାଇନାଲ : ମୁମ୍ବାଇ-ଚେନ୍ନାଇ ମଧ୍ୟରେ ହେବ କଡ଼ା ଟକ୍କର

ଓଡ଼ିଶାଲାଇଭ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ ଦ୍ୱାଦଶ ସଂସ୍କରଣର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନଇ ସୁପର କିଙ୍ଗ୍ସ ପହଞ୍ଚିଛି। ସର୍ବାଧିକ ୩ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ରବିବାର ଫାଇନାଲ...

ଆଇପିଏଲ୍‌ କ୍ୱାଲିଫାୟାର-୨ : କର ବା ମର ସ୍ଥିତିରେ ଚେନ୍ନାଇ ଓ ଦିଲ୍ଲୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷ ହେବାକୁ ଯାଉଛି ଆଇପିଏଲ୍ ଦ୍ୱାଦଶ ସଂସ୍କରଣ। ଏଥିସହିତ ଆଇପିଏଲ୍‌କୁ ନେଇ ବଢ଼ିବାକୁ ଲାଗୁଛି ଉତ୍କଣ୍ଠା। କିଏ ପିନ୍ଧିବ ଆଇପିଏଲ୍‌-୧୨ର ବିଜୟ ମୁକୁଟ? ଆଉ କାହାର ଆଶା ଆଶାରେ ରହିଯିବ? ଏହାକୁ...

ବିଶ୍ୱକପ୍ ଆରମ୍ଭ ହେବାର ୨୧ ଦିନ ପରେ ଖେଳାଳୀଙ୍କ ସହ ରହିପାରିବେ ପତ୍ନୀ ଓ ପରିବାର

ଓଡ଼ିଶାଲାଇଭ ବ୍ୟୁରୋ ମେ’ ୩୦ରୁ ଆଇସିସି ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ୨୧ ଦିନ ପରେ ହିଁ ଖେଳାଳୀଙ୍କ ସହିତ ସେମାନଙ୍କର ପତ୍ନୀ, ବାନ୍ଧବୀ କିମ୍ବା ପରିବାର ଲୋକ...

ବେଙ୍ଗାଳୁରୁକୁ ୧୮୮ ରନ୍‌ର ଟାର୍ଗେଟ ଦେଲା ଦିଲ୍ଲୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ରେ ସୁପର ସନ୍‌ଡେ'ରେ ଦୁଇଟି ମ୍ୟାଚ୍‌, ଦିଲ୍ଲୀ ବନାମ ବେଙ୍ଗାଳୁରୁ ଏବଂ କୋଲକାତା ବନାମ ମୁମ୍ବାଇ। ବେଙ୍ଗାଳୁରୁକୁ ୧୮୮ ରନ୍‌ର ଟାର୍ଗେଟ ଦେଲା ଦିଲ୍ଲୀ। ଆଜି ଆଇପିଏଲ୍‌ରେ ଖେଳାଯାଉଛି ଦୁଇଟି ମ୍ୟାଚ୍‌। ଅପରାହଣ...

୧୫ ବର୍ଷ ପରେ ଦିନିକିଆ କ୍ରିକେଟ ଖେଳିବ ଆମେରିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା (ୟୁଏସଏ) ଏବଂ ଓମାନ ଟିମ୍ ପୁଣି ଥରେ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବା ପାଇଁ ମାନ୍ୟତା ହାଲ କରିଛନ୍ତି। ଏହି ଦୁଇ ଟିମ୍ ଆଇସିସି ୱାର୍ଲ୍ଡ...

ମେ’ ୬ରୁ ଆରମ୍ଭ ହେବ ମହିଳା ଆଇପିଏଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ମେ' ୬ରୁ ହେବ ମହିଳା ଟି-୨୦ ପ୍ରିମିୟର ଲିଗ୍‌। ଗୋଟେପଟେ ପୁରୁଷ ଆଇପିଏଲ୍‌ ଚାଲିଥିବା ବେଳେ ବିସିସିଆଇ ମହିଳା ଟି-୨୦ ଚାଲେଞ୍ଜ ହେବା ନେଇ ଘୋଷଣା କରିଛନ୍ତି। ଚଳିତବର୍ଷ ଜୟପୁରର...
India's Dutee Chand celebrates on the podium after winning the silver medal in the women's 100m final during the athletics competition at the 18th Asian Games in Jakarta, Indonesia, Sunday, Aug. 26, 2018. (AP Photo/Bernat Armangue)

ବ୍ରୋଞ୍ଜ ଜିତିଲେ ଓଡ଼ିଆ ଝିଅ ଦୂତୀ ଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କତାରର ରାଜଧାନୀ ଦୋହାଠାରେ ଆୟୋଜିତ ଏସିଆନ୍‌ ଆଥଲେଟିକ୍‌ ଚମ୍ପିଅନ୍‌ସିପ୍‌ରେ ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କ କମାଲ। ଦୂତୀ ଏହି ଚମ୍ପିଆନ୍‌ସିପ୍‌ରେ ବ୍ରୋଞ୍ଜ ପଦକର ହକ୍‌ଦାର ହୋଇଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ...

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ ଚଳିତ ସିଜନ୍‌ର ୪୨ ତମ ମ୍ୟାଚ୍‌। ବେଙ୍ଗାଳୁରୁର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରାତି ୮ଟାରେ ଏହି...

ଅବସର ପରେ ଧୋନି କହିବେ ଚେନ୍ନାଇ ସୁପରକିଙ୍ଗ୍ସର ସଫଳତାର ରାଜ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ ପରିସ୍ଥିତରେ ନିଜ ସ୍ଥିର ଏବଂ ବିଚକ୍ଷଣ ବୁଦ୍ଧି ପାଇଁ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଟିମ୍‌କୁ ବିଜୟ ଦିଗରେ ନେଇଯାଆନ୍ତି। ତାହା ଆନ୍ତର୍ଜାତୀୟ ମ୍ୟାଚ୍‌ ହେଉ ଅବା ଆଇପିଏଲ୍‌ ହେଉ...