ୱେଷ୍ଟଇଣ୍ଡିଜ୍କୁ ଝଟ୍କା – ବିଶ୍ୱକପରୁ ବହାର ହେଲେ ଆନ୍ଦ୍ରେ ରସେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ୱକପ-୨୦୧୯ ରୁ ବାହାର ହେଲେ ୱେଷ୍ଟଇଣ୍ଡିଜ୍ର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ବହୁ ଦିନ ଧରି ନିଜ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିବା ରସେଲ ଶେଷରେ ବିଶ୍ୱକପରୁ ବିଦା ହୋଇଛନ୍ତି।...
ବିଜୟ ଲୟକୁ ଫେରିବା ଲକ୍ଷ୍ୟରେ ଇଂଲଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପ ୩୨ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ। ଆଜି ଲଣ୍ଡନରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଶ୍ଵକପରେ ଦୁଇଦଳ ବେଶ ଶକ୍ତିଶାଳୀ ରହିଛନ୍ତି। ଅଷ୍ଟ୍ରେଲିଆ...
ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ଶ୍ରେଷ୍ଠ ପ୍ରଦର୍ଶନ- ୬୨ରନରେ ଆଫଗାନିସ୍ତାନକୁ ହରାଇଲା ବାଂଲାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ୩୧ତମ ମ୍ୟାଚରେ ସୋମବାର ବାଂଲାଦେଶ ଆଫଗାନିସ୍ତାନକୁ ୬୨ରନରେ ପରାସ୍ତ କରିଛି। ସକିବ ଅଲ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ମୁସାଫିକୁର ରହିମଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟୀ କରାଇବାରେ...
ଆଫଗାନିସ୍ତାନକୁ ୨୬୩ ରନ୍ର ଟାର୍ଗେଟ୍ ଦେଲା ବାଂଲାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ୱକପ ମହାସମରରେ ସୋମବାର ଆଫଗାନିସ୍ତାନକୁ ଭେଟିଛି ବାଂଲାଦେଶ। ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୨ ରନ୍ ସଂଗ୍ରହ କରିଛି। ସକିବ ଅଲ ହସନ ଏବଂ...
ବିଶ୍ୱକପ୍ରେ ଆଜି ଆଫଗାନିସ୍ତାନ-ବାଂଲାଦେଶ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ୱକପ୍ ମହାସମରରେ ସୋମବାର ୩୧ତମ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିଛି ବାଂଲାଦେଶ। ଦିନ ୩ଟାରେ ସାଉଥମ୍ପଟନ୍ରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ତେବେ ମ୍ୟାଚ୍ ପୂର୍ବରୁ ବାଂଲାଦେଶ ଟସ୍ ଜିତି...
ପାକିସ୍ତାନଠୁ ୪୯ରନରେ ହାରି ସେମିଫାଇନାଲରୁ ବାଦ୍ ପଡ଼ିଲା ଦକ୍ଷିଣ ଆଫ୍ରିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପ ୩୦ତମ ମ୍ୟାଚରେ ରବିବାର ପାକିସ୍ତାନ ୪୯ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହାସହ ଏହି ମ୍ୟାଚ ହାରି ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ଵକପ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି।
୩୦୯ରନ...
ନିୟମ ଉଲ୍ଲଂଘନ କଲେ ବିରାଟ କୋହଲି – କଟିଲା ୨୫ ପ୍ରତିଶତ ମ୍ୟାଚ୍ ଫି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଉଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଏହି ମ୍ୟାଚ୍ର ୨୫ ପ୍ରତିଶତ ମ୍ୟାଚ ଫି’...
ଲଡ୍ସରେ ଦକ୍ଷିଣ ଅଫ୍ରିକା-ପାକିସ୍ତାନ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ୩୦ତମ ମ୍ୟାଚରେ ରବିବାର ଦକ୍ଷିଣ ଆଫ୍ରିକା ଭେଟିଛି ପାକିସ୍ତାନକୁ। ଦିନ ୩ଟାରେ ଇଂଲଣ୍ଡର ଲଡ୍ସଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...
ଦ୍ଵିତୀୟ ଭାରତୀୟ ଭାବେ ବିଶ୍ଵକପରେ ମହମ୍ମଦ ସାମିଙ୍କ ରେକର୍ଡ
ଓଡିଶାଲାଇଭ ବ୍ୟୁରୋ
ଆଇସିସି ବିଶ୍ଵକପରେ ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳି ଶେଷ ଓଭରରେ ହାଟ୍ରିକ ଓ୍ଵିକେଟ ହାସଲ କରି ରେକର୍ଡ କରିଛନ୍ତି ମହମ୍ମଦ ସାମି। ସେ ଦ୍ଵିତୀୟ ଭାରତୀୟ ଭାବେ ଏହି...
ଡେଥ୍ ଓଭରରେ ସାମିଙ୍କ ଯାଦୁ – ୧୧ ରନରେ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ଶନିବାର ଭାରତ-ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୧୧ ରନରେ ବିଜୟଲାଭ କରିଛି। ୨୨୫ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ୍ରେ...





















