ଅଷ୍ଟ୍ରେଲିଆରେ ହେବ ଆଇସିସି ଟି-୨୦ ବିଶ୍ୱକପ – ଜାଣନ୍ତୁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆରେ ହେବ ଆଇସିସି ଟି-୨୦ ବିଶ୍ୱକପ। ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ। ଆସନ୍ତା ୨୦୨୦ ଉଭୟ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ପାଇଁ...

ମିତାଲି ବାହିନୀର କମାଲ୍‌ : ୨-୦ରେ ସିରିଜ ହାତେଇଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇବା ସହ ୨-୦ରେ ସିରିଜ କବ୍‌ଜା କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ବାଜିମାତ୍‌...

ଏଣିକି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବୋଲିଂ କରିପାରିବେନି ଅମ୍ବାତି ରାୟୁଡୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସିର ବୋଲିଂ ଟେଷ୍ଟରେ ଉପସ୍ଥିତ ନ ହେବାରୁ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଅମ୍ବାତି ରାୟୁଡୁ ନିଲମ୍ବିତ। ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର୍‌ ଅମ୍ବାତି ରାୟୁଡୁଙ୍କୁ ଝଟ୍‌କା। ସୋମବାର ଆଇସିସି ପକ୍ଷରୁ ରାୟୁଡୁଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ...

୩-୦ରେ ସିରିଜ କବ୍‌ଜା କଲା ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତ ବିଜୟ ହେବା ସହ ୩-୦ରେ ସିରିଜକୁ କବ୍‌ଜା କରିଛି। ନ୍ୟୁଜିଲାଣ୍ଡ ମାଉଣ୍ଟ ମେଙ୍ଗନୁଇର ବେ ଓଭାଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିଲା ତୃତୀୟ ଦିନିକିଆ...

ସାଧାରଣତନ୍ତ୍ର ଦିବସରେ ଟିମ୍ ଇଣ୍ଡିଆର କମାଲ୍ – ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତନ୍ତ୍ର ଦିବସରେ କମାଲ୍ ଦେଖାଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ମାଉଣ୍ଟ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତ ବିଜୟୀ ହୋଇଛି। ୩୨୫ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ...

ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ହଟିଲା ବ୍ୟାନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଟିଲା ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ବ୍ୟାନ୍‌। ବିସିସିଆଇର ପ୍ରଶାସନିକ କମିଟି ଗୁରୁବାର  ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲଙ୍କ ଉପରୁ ବ୍ୟାନ୍‌ ହଟାଇଛନ୍ତି। କରଣ ଜୋହରଙ୍କ ‘କଫି ଓ୍ଵିଥ୍ କରଣ’ ଟିଭି...

ବିରାଟ ବାହିନୀର ବାଜିମାତ୍‌ ପରେ ଭାରତୀୟ ମହିଳା କ୍ରିକେଟ ଦଳର ଜଲୱା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌। ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ବାଜିମାତ୍‌ ପରେ ଭାରତୀୟ ମହିଳା କ୍ରିକେଟ ଦଳର ଜଲୱା। ଭାରତ ଏବଂ ନ୍ୟୁଜିଲାଣ୍ଡ ମହିଳା...

କୋହଲିଙ୍କୁ ବିଶ୍ରାମ ଦେଲା ବିସିସିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜରୁ ବିରାଟଙ୍କୁ ବିଶ୍ରାମ ଦେଲା ବିସିସିଆଇ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକଆ  ସିରିଜର ଅନ୍ତିମ ଦୁଇଟି ମ୍ୟାଚରୁ...

ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ନିରବତା ଭାଙ୍ଗିଲେ କରନ ଜୋହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ନେଇ ଫିଲ୍ମମେକର କରନ ଜୋହର ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। କରଣ ଏକ ସାକ୍ଷାତକାରରେ ଏ ନେଇ କହିଛନ୍ତି, ”ଏହା ମୋ'...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ବିଜୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ବିଜୟ। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନାପିଏରଠାରେ ଚାଲିଥିଲା ପ୍ରଥମ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳଠାରୁ ୮ ୱିକେଟରେ ବିଜୟଲାଭ କରିଛି...