ପୁଣି ଏକ ପଦକ ଆଶା – ୨୦୦ ମିଟର ଇଭେଣ୍ଟର ଫାଇନାଲରେ ଦୂତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ ଗେମ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ପାଇନାଲକୁ ଉନ୍ନୀତ ହୋଇଛନ୍ତି। ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ଜିତିଥିବା ଦୂତିଙ୍କଠାରୁ ପୁଣି ଏକ ପଦକ...

ପୁଣି ପଦକ ଆଶା ଉଜ୍ଜୀବିତ – ୨୦୦ ମିଟର ଇଭେଣ୍ଟର ସେମିଫାଇନାଲରେ ଦୂତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ ଗେମ୍ସରେ ଓଡ଼ିଆ ଝିଅ ଦୂତିଙ୍କଠାରୁ ପୁଣି ଏକ ପଦକ ଆଶା ଉଜ୍ଜୀବିତ ରହିଛି। ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ଜିତିଥିବା ଦୂତି ୨୦୦ ମିଟର ଇଭେଣ୍ଟରେ ସେମିଫାଇନାଲକୁ...

ଦେଢ଼ କୋଟି ପାଇଲା ପରେ ନବୀନଙ୍କ ପାଖରେ ଦୂତିଙ୍କ ଅଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ରାଶିରେ ସନ୍ତୁଷ୍ଟ ନାହାନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ। ୨୦ ବର୍ଷ ପରେ ଏସିଆନ ଗେମ୍ସର ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ...

୨୦ ବର୍ଷୀୟ ନୀରଜ ଚୋପ୍ରା ରଚିଲେ ଇତିହାସ – ଜାଭଲିନ୍ ଥ୍ରୋରେ ଭାରତକୁ ଦେଲେ ୮ମ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ୍‌ ଗେମ୍ସର ଜାଭଲିନ୍ ଥ୍ରୋ ବିଭାଗରେ ଭାରତ ପାଇଁ ଅଷ୍ଟମ ସ୍ଵର୍ଣ୍ଣ ପଦକ ଜିଣିଛନ୍ତି ନୀରଜ ଚୋପ୍ରା। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍ସର ୯ମ ଦିନରେ ଭାରତକୁ ଆଉ...

‘ଅନୁଷ୍କା ମୋ ପ୍ରେରଣାର ଉତ୍ସ’ – ବିରାଟ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଷ୍କା ଶର୍ମାଙ୍କ ପ୍ରେରଣାରେ ମୁଁ ମୋ ପ୍ରଦର୍ଶନରେ ଉନ୍ନତି ଆଣିପାରିଛି ବୋଲି କହିଛନ୍ତି ବିରାଟ କୋହଲି। ଇଂଲଣ୍ଡ ବିପକ୍ଷରେ ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ଭାରତର ଐତିହାସିକ ବିଜୟ ହାସଲ କରିଥିଲା।...

ଦୂତିଙ୍କ ଉପରେ ଧନ ବର୍ଷା – ମୁଖ୍ୟମନ୍ତ୍ରୀ ଦେଲେ ଦେଢ଼ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୂତି ଚାନ୍ଦଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଓଡ଼ିଆ ଝିଅ ଦୂତି ଚାନ୍ଦ ଗୋଟିଏ ପରେ ଗୋଟିଏ...

ସେମିଫାଇନାଲରେ ହାରିଗଲେ ସାଇନା – ବ୍ରୋଞ୍ଚରେ ସନ୍ତୁଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଡୋନେସିଆ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍ସରେ ସ୍ଵର୍ଣ୍ଣ ପଦକର ପ୍ରମୁଖ ଦାବିଦାର ବ୍ୟାଡମିଣ୍ଟନ କୁଇନ୍ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ଫଳରେ ସାଇନାଙ୍କୁ ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ ସାଇନା...

ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ – ଏସିଆନ ଗେମ୍ସରେ ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାକର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ। ଦୂତି ନିଜ କ୍ୟାରିୟରରେ...

ଦେବାଶିଷଙ୍କ ସ୍ଥାନରେ ରଶ୍ମି – ଓଡ଼ିଶା ରଣଜୀ ଟିମର କୋଚ ହେଲେ ରଶ୍ମିରଞ୍ଜନ ପରିଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ଓଡ଼ିଶା ରଣଜୀ ଦଳର ଅଧିନାୟକ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କିକ୍ରେଟ ଦଳର କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି।  ବଦଳିଲେ ଓଡ଼ିଶା ରଣଜୀ ଟିମ୍‌ର କୋଚ। ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଲେ ରଶ୍ମି...

ଜାତୀୟ ଜୁନିୟର ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହେଲେ ଦେବାଶିଷ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ ପ୍ରଶାସକ କମିଟି ଶୁକ୍ରବାର ଭାରତର ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତିଙ୍କୁ ଜୁନିଅର ଚୟନକାରୀ କମିଟିରେ ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ପ୍ରଥମ ସିନିୟର ଆନ୍ତର୍ଜାତିକ...