ଦୂତି ମାଲାମାଲ୍ – ଆଉ ଦେଢ଼ କୋଟି ଦେବେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୂତି ଚାନ୍ଦଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ପୁଣି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଓଡ଼ିଆ ଝିଅ ଦୂତି ଚାନ୍ଦ ଗୋଟିଏ ପରେ...

ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ସାଉଥ୍‌ମ୍ପଟନ୍‌ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ଆରମ୍ଭ ହେଉଛି। ୧-୨ରେ ପଛୁଆ ରହିଥିବା ବିରାଟ...

ଦୂତି – ସଂଘର୍ଷ ଯେତିକି, ସଫଳତା ସେତିକି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=LwFTRKhaDmc] ଭାରତର ଅନ୍ୟତମ ଦ୍ରୁତତମ ଧାବିକା ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସଂଘର୍ଷ ଓ ସଫଳତା ପଛର କାହାଣୀ। ଓଡ଼ିଆ ଝିଅ ଦୂତି ଚାନ୍ଦ। ଆଜି ଏହି ନାଁ କେବଳ ରାଜ୍ୟରେ ନୁହେଁ,...

ଏସିଆନ୍ ଗେମ୍ସରେ ଭାରତକୁ ୧୦ମ ସ୍ଵର୍ଣ୍ଣ – ଟ୍ରିପଲ ଜମ୍ପରେ ଅର୍ପିନ୍ଦର ସିଂହ ଜିତିଲେ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ ଗେମ୍ସରେ ଭାରତକୁ ୧୦ମ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି ଅର୍ପିନ୍ଦର ସିଂହ। ଟ୍ରିପଲ୍ ଜମ୍ପରେ ଅର୍ପିନ୍ଦର ଏହି ସଫଳତା ଅର୍ଜନ କରିଛନ୍ତି। ଅର୍ପିନ୍ଦର ୧୬.୭୭ ମିଟର ଜମ୍ପ୍ କରି ସ୍ଵର୍ଣ୍ଣ ପଦକ ହାତେଇଛନ୍ତି।...

ଏସିଆନ ଗେମ୍ସରେ ଦୂତିଙ୍କ ଚମକ – ଜିତିଲେ ସମସ୍ତଙ୍କ ହୃଦୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=LwFTRKhaDmc] ୧୮ତମ ଏସିଆନ ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ଦୁଇ ଦୁଇଟି ରୌପ୍ୟ ଜିତି ଇତିହାସ ରଚିଛନ୍ତି ଦୂତି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଅନୁଷ୍ଠିତ ୧୮ତମ ଏସିଆନ ଗେମ୍ସରେ ଚମକିଲେ...

ପୁଣି ରୌପ୍ୟ ଜିତି ଇତିହାସ ରଚିଲେ ଦୂତି – ପ୍ରଥମ ଓଡ଼ିଆ ଭାବେ ଏସିଆନ୍‌ ଗେମ୍ସରେ ଜିତିଲେ ଦୁଇଟି...

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=LwFTRKhaDmc] ପୁଣି କମାଲ କଲେ ଓଡ଼ିଆ ଝିଅ ଦୂତି ଚାନ୍ଦ୍। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ ତମ ଏସିଆନ ଗେମ୍ସରେ ଦ୍ଵିତୀୟ ରୌପ୍ୟ ପଦକ ଜିତିଛନ୍ତି ଦୂତି। ୧୦୦ ମିଟର ଦୌଡରେ...

ଆଜି ଜାତୀୟ କ୍ରୀଡ଼ା ଦିବସ – ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଆଜି ଜାତୀୟ କ୍ରୀଡ଼ା ଦିବସ। ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ...

ପୁରୁଷ ହକି ବିଶ୍ୱକପକୁ ୯୦ ଦିନ – ‘ହାର୍ଟ ବିଟ୍ସ ଫର୍ ହକି’ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ୱକପର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ମାଇଁ ହାର୍ଟ ବିଟ୍ସ ଫର ହକି’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୁଷ...

ଏସିଆନ ଗେମ୍ସରେ ଭାରତକୁ ପୁଣି ଏକ ସ୍ଵର୍ଣ୍ଣ – ୮୦୦ ମିଟର ଦୌଡ଼ରେ ମନଜୀତ ସିଂହ ଜିତିଲେ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୮୦୦ ମିଟରେ ଦୌଡ଼ରେ ଭାରତର ମନଜୀତ ସିଂହ ସ୍ଵର୍ଣ୍ଣ ଓ ଜିନସନ ଜନସନ ରୌପ୍ୟ ପଦକ ଜିତିଛନ୍ତି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ଭାରତକୁ ପୁଣି ସ୍ଵର୍ଣ୍ଣ।  ୮୦୦...

ପୁଣି ଏକ ପଦକ ଆଶା – ୨୦୦ ମିଟର ଇଭେଣ୍ଟର ଫାଇନାଲରେ ଦୂତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ ଗେମ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ପାଇନାଲକୁ ଉନ୍ନୀତ ହୋଇଛନ୍ତି। ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ଜିତିଥିବା ଦୂତିଙ୍କଠାରୁ ପୁଣି ଏକ ପଦକ...