ଆଇସିସି କ୍ରିକେଟ ବିଶ୍ୱକପ: ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି ବାଂଲାଦେଶ।
ବଡ଼ ବିଜୟରୁ ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ। ଶନିବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶ ଏକତରଫା...
ଏସିଆନ ଗେମ୍ସ: କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଡ୍ରାମା ଓ ଦୀର୍ଘ ସମୟର ବିଚାରବିମର୍ଶ ପରେ ଏସିଆନ ଗେମ୍ସ ପୁରୁଷ କବାଡ଼ିରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ।
ଏସିଆନ ଗେମ୍ସରେ ଭାରତୀୟ କବାଡ଼ି ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। ଫାଇନାଲରେ ଡିଫେଣ୍ଡିଂ...
ଅମିତ ରୋହିଦାସଙ୍କୁ ଦେଢ଼କୋଟି ଟଙ୍କା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳରେ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର
ଓଡ଼ିଆ ହକି ତାରକା ତଥା ଡିଫେଣ୍ଡର ଅମିତ...
ଚଳିତ ଏସିଆନ ଗେମ୍ସରେ ଭାରତର ଐତିହାସିକ ପ୍ରଦର୍ଶନ, ପଦକ ସଂଖ୍ୟା ୧୦୦ ପାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ। ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୧୦୦ ପାର୍ କରିଛି। ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ...
ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରେ ଚମକିଲା ଭାରତ ସ୍ୱର୍ଣ୍ଣ ସହ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ, ଶୁଭେଚ୍ଛା ଜଣାଇଲେ ହକି ଇଣ୍ଡିଆ ସଭାପତି।
ଚୀନରେ ଚମକିଲା ଭାରତୀୟ ପୁରୁଷ ହକି ଦଳ। ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ...
ଏସିଆନ ଗେମ୍ସ: ଭାରତୀୟ ପୁରୁଷ ହକି ଦଳକୁ ସ୍ଵର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଭାରତୀୟ ପୁରୁଷ ହକି ଦଳ ସ୍ଵର୍ଣ୍ଣ ପଦକ ଜିତିଛି। ଶୁକ୍ରବାର ଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି।...
କ୍ରିକେଟ ବିଶ୍ୱକପ: ଆଜି ପାକିସ୍ତାନ ନେଦରଲାଣ୍ଡସ ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ
ଆଇସିସି କ୍ରିକେଟ ବିଶ୍ୱକପରେ ଶୁକ୍ରବାର ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଉଭୟ ଦଳଙ୍କ ମଧ୍ୟରେ...
ଏସିଆନ ଗେମ୍ସ: ଆଜି ତୀରନ୍ଦାଜୀରେ ଭାରତ ହାତେଇଲା ୨ଟି ସ୍ଵର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଗେମ୍ସ ତୀରନ୍ଦାଜୀ ପ୍ରତିଯୋଗିତାରେ ଗୁରୁବାର ଭାରତକୁ ମିଳିଛି ୨ଟି ସ୍ଵର୍ଣ୍ଣ ପଦକ। କମ୍ପାଉଣ୍ଡ ଆର୍ଚେରିର ଉଭୟ ପୁରୁଷ ଓ ମହିଳା ଟିମ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ପ୍ରଥମ ସ୍ଥାନ ଅଧିକାର...
ଆରମ୍ଭ ହେଲା ଆଇସିସି କ୍ରିକେଟ ବିଶ୍ୱକପ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦଘାଟନୀ ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ, ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି।
ଆରମ୍ଭ ହେଲା କ୍ରିକେଟ ମହାକୁମ୍ଭ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ...
ଏସିଆନ ଗେମ୍ସରେ କିଶୋର ଜେନାଙ୍କ ଐତିହାସିକ ସଫଳତା, ରାଜ୍ୟ ସରକାରଙ୍କ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଏସିଆନ ଗେମ୍ସରେ ଓଡ଼ିଆ ପୁଅ କିଶୋର ଜେନା ଐତିହାସିକ ସଫଳତା ହାସଲ କରି ଦେଶ ଓ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ସେ ୮୭.୫୪ ମିଟର ଜାଭଲିନ ଫିଙ୍ଗି ନିଜର...





















